JON 1 2 jqz9 figs-metonymy וּקְרָ֣א עָלֶ֑יהָ 1 call out against it ଏଠାରେ **ଏହି** ଶବ୍ଦ, ଅର୍ଥାତ୍ ନୀନିବୀ ନଗରର, ଏକ ଲକ୍ଷଣାତ୍ମକ ଅଳଙ୍କାର ଅଟେ ଯାହା ନଗରରେ ଏବଂ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ସାବଧାନ କର” [[rc://en/ta/man/translate/figs-metonymy]]) ଦେଖନ୍ତୁ)
JON 1 2 rki2 עָלְתָ֥ה רָעָתָ֖ם לְפָנָֽי 1 their wickedness has risen up before my face “ଆମ୍ଭେ ଜାଣୁ ସେମାନେ କ୍ରମାଗତ ଭାବରେ ପାପ କରୁଛନ୍ତି" କିମ୍ବା "ଆମ୍ଭେ ଜାଣୁ ଯେ ସେମାନଙ୍କର ପାପ ଦିନକୁ ଦିନ ଅତ୍ୟନ୍ତ ବଢ଼ିବାରେ ଲାଗିଛି”
JON 1 5 u2bj אֱלֹהָיו֒ 1 his own god ଏଠାରେ, **ଦେବତା** ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି ।
JON 1 5 sh1b וַיָּטִ֨לוּ אֶת־הַכֵּלִ֜ים אֲשֶׁ֤ר בָּֽאֳנִיָּה֙ 1 And they threw the things that were in the ship "ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଲେ" ଏହା କଲେ ଜାହାଜଟି ହାଲୁକା ହେବ ବୋଲି ସେମାନେ ଭାବିଲେ ।
JON 1 5 tg27 לְהָקֵ֖ל מֵֽעֲלֵיהֶ֑ם 1 to lighten it from upon them ଏହାର ଅର୍ଥ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ ହେଇପାରେ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2) ଏକ ବିପଜ୍ଜନକ ପରିସ୍ଥିତିକୁ ଏଡେଇବାକୁ କିମ୍ବା ମୁକ୍ତ କରିବାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ ଏଡେଇବାକୁ ।"
JON 1 5 uzt4 writing-background וְיוֹנָ֗ה יָרַד֙ אֶל־יַרְכְּתֵ֣י הַסְּפִינָ֔ה 1 But Jonah had gone down into the innermost parts of the ship ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରି ଥିଲେ । [[rc://en/ta/man/translate/writing-background]]) ଦେଖନ୍ତୁ)
JON 1 6 laa3 וַיִּקְרַ֤ב אֵלָיו֙ רַ֣ב הַחֹבֵ֔ל וַיֹּ֥אמֶר ל֖וֹ 1 So the captain of the crew came to him and said to him “ଜାହାଜରେ କାମ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ଯୂନସଙ୍କ ନିକଟକୁ ଯାଇ କହିଲା।”
JON 1 8 e7wb הַגִּידָה־נָּ֣א לָ֔נוּ בַּאֲשֶׁ֛ר לְמִי־הָרָעָ֥ה הַזֹּ֖את לָ֑נוּ 1 Please tell us on whose account this evil is happening to us "ଆମ ସହିତ ଘଟୁଥିବା ଏହି ବିପଦର କାରଣ କିଏ**_"_**
JON 1 11 ik6d מַה־נַּ֣עֲשֶׂה לָּ֔ךְ וְיִשְׁתֹּ֥ק הַיָּ֖ם מֵֽעָלֵ֑ינוּ 1 What should we do to you so that the sea will calm down from upon us? “ସମୁଦ୍ରକୁ ଶାନ୍ତ କରିବା ପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?”
JON 1 11 wxr7 figs-idiom הַיָּ֖ם הוֹלֵ֥ךְ וְסֹעֵֽר 1 the sea was going forward and storming ଏହା ଏକ ରୂଢ଼ି ଅଟେ ଅର୍ଥାତ ସମୁଦ୍ର ପ୍ରଚଣ୍ଡତର ହେବାକୁ ଲାଗିଲା । ବିକଳ୍ପ ଅନୁବାଦ: “ଝଡ଼ ବୃଦ୍ଧି ହେଉଥିଲା” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 12 h982 כִּ֚י יוֹדֵ֣עַ אָ֔נִי כִּ֣י בְשֶׁלִּ֔י הַסַּ֧עַר הַגָּד֛וֹל הַזֶּ֖ה עֲלֵיכֶֽם 1 for I know that this great storm is upon you because of me “କାରଣ ମୁଁ ଜାଣେ ଯେ ଏହି ମହାତୋଫାନର କାରଣ ମୁଁ ଅଟେ”
JON 1 14 wz6z אָנָּ֤ה יְהוָה֙ אַל־נָ֣א נֹאבְדָ֗ה בְּנֶ֨פֶשׁ֙ הָאִ֣ישׁ הַזֶּ֔ה 1 O Yahweh, please do not let us perish on account of the life of this man “ହେ ଯିହୋବା**_,_** ଦୟାକରି ଆମକୁ ନାଶ କର ନାହିଁ କାରଣ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲିଦେଲୁ କିମ୍ବା ହେ ସଦାପ୍ରଭୁ**_,_** ଯଦିଓ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲି ଦେଉଅଛୁ**_,_** ଦୟାକରି ଆମକୁ ନାଶ କର ନାହିଁ”
JON 1 14 ab73 אַתָּ֣ה יְהוָ֔ה כַּאֲשֶׁ֥ר חָפַ֖צְתָּ עָשִֽׂיתָ 1 you, Yahweh, have done just as you desired “ହେ ଯିହୋବା**_,_** ଏହିପରି ଭାବରେ କାର୍ଯ୍ୟ କରିବାକୁ ଆପଣ ବାଛିଛନ୍ତି କିମ୍ବା ଆପଣ**_,_** ସଦାପ୍ରଭୁ**_,_** ଏହି ସବୁ ଘଟାଇଅଛନ୍ତି”
JON 1 15 l9cf וַיַּעֲמֹ֥ד הַיָּ֖ם מִזַּעְפּֽוֹ 1 the sea ceased from its raging “ସମୁଦ୍ର ଆପଣା ପ୍ରଚଣ୍ତତାରୁ ନିବୃତ୍ତ ହେଲା"
JON 1 15 ab89 וַיַּעֲמֹ֥ד הַיָּ֖ם מִזַּעְפּֽוֹ 1 the sea ceased from its raging ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ସମୁଦ୍ର ଶାନ୍ତ ହେଲା”
JON 1 16 r3gs וַיִּֽירְא֧וּ הָאֲנָשִׁ֛ים יִרְאָ֥ה גְדוֹלָ֖ה אֶת־יְהוָ֑ה 1 Then the men feared Yahweh with great fear “ଏହା ପରେ ଲୋକମାନେ ଯିହୋବାଙ୍କ ଶକ୍ତିରେ ଅତ୍ୟଧିକ ବିସ୍ମିତ ହେଲେ କିମ୍ବା ସେହି ଲୋକମାନେ ଅତିଶୟ ଭାବରେ ଯିହୋବାଙ୍କୁ ଉପାସନା କଲେ”
JON 2 2 s7fi קָ֠רָאתִי מִצָּ֥רָה לִ֛י אֶל־יְהוָ֖ה 1 I cried out to Yahweh from my distress “I prayed to Yahweh during my great trouble” or “Yahweh, I cried out to you during my distress”
JON 2 2 wdr4 וַֽיַּעֲנֵ֑נִי 1 he answered me “Yahweh responded to me or he helped me or you answered me”
JON 2 2 w8wn figs-metaphor מִבֶּ֧טֶן שְׁא֛וֹל 1 from the belly of Sheol “from the center of Sheol” or “from the deep part of Sheol” Possible meanings include: (1) Jonah was speaking of being in the belly of the fish as being in Sheol; or (2) Jonah believed that he was about to die and go to Sheol; or (3) He was speaking as if he already had died and gone to Sheol. (See: [[rc://en/ta/man/translate/figs-metaphor]])
JON 2 4 b8vk אַ֚ךְ אוֹסִ֣יף לְהַבִּ֔יט אֶל־הֵיכַ֖ל קָדְשֶֽׁךָ 1 yet I might again look toward your holy temple ଯୂନସ ଭାବନ୍ତି ଯେ, ଏହା ସତ୍ତ୍ବେ ଈଶ୍ଵର ତାଙ୍କୁ ଯିରୂଶାଲମରେ ମନ୍ଦିର ଦେଖିବାକୁ ଅନୁମତି ଦେବେ ।
JON 2 5 abc2 figs-parallelism אֲפָפ֤וּנִי מַ֨יִם֙ עַד־נֶ֔פֶשׁ תְּה֖וֹם יְסֹבְבֵ֑נִי 1 Water had closed around me even as far as life; the deep was surrounding me; ନିଜ ପରିସ୍ଥିତିର ଗମ୍ଭୀରତା ଏବଂ ନିରାଶାକୁ ପ୍ରକାଶ କରିବାକୁ ଯୂନସ ଦୁଇଟି ସମାନ ବାକ୍ୟାଂଶ ବ୍ୟବହାର କରନ୍ତି ।[[rc://en/ta/man/translate/figs-parallelism]])ଦେଖନ୍ତୁ)
JON 3 2 ir79 וִּקְרָ֤א אֵלֶ֨יהָ֙ אֶת־הַקְּרִיאָ֔ה אֲשֶׁ֥ר אָנֹכִ֖י דֹּבֵ֥ר אֵלֶֽיךָ 1 call out to it the proclamation that I tell to you “ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ କହିବା, ତାହା ସେମାନଙ୍କୁ କୁହ”
JON 3 3 k7k9 figs-idiom וַיָּ֣קָם יוֹנָ֗ה וַיֵּ֛לֶךְ אֶל־נִֽינְוֶ֖ה כִּדְבַ֣ר יְהוָ֑ה 1 So Jonah got up and went to Nineveh, according to the word of Yahweh ଏଠାରେ **ଉଠ** ଶବ୍ଦର ଅର୍ଥ ଯୂନସ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ଯିବାକୁ ନିଷ୍ପତ୍ତି ନେଇଥିଲେ, ଏବଂ ଏଥର ସେ ଈଶ୍ଵରଙ୍କ ଅବମାନନା କରିବା ପରିବର୍ତ୍ତେ ଆଜ୍ଞା ପାଳନ କରିଥିଲେ । ବିକଳ୍ପ ଅନୁବାଦ: ଏଥର ଯୂନସ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନୀନିବୀକୁ ଗଲେ କିମ୍ବା "ଯୂନସ ସମୁଦ୍ର କୂଳ ଛାଡି ନୀନିବୀକୁ ଗଲେ, ଯେପରି ସଦାପ୍ରଭୁ ତାଙ୍କୁ ଆଦେଶ ଦେଇଥିଲେ।"[[rc://en/ta/man/translate/figs-idiom]])ଦେଖନ୍ତୁ)
JON 3 3 g4nk figs-metonymy כִּדְבַ֣ר יְהוָ֑ה 1 the word of Yahweh “ସଦାପ୍ରଭୁଙ୍କ ବାର୍ତ୍ତା" କିମ୍ବା "ସଦାପ୍ରଭୁଙ୍କର ଆଦେଶ”
JON 3 3 dt1b writing-background וְנִֽינְוֵ֗ה הָיְתָ֤ה עִיר־גְּדוֹלָה֙ לֵֽאלֹהִ֔ים מַהֲלַ֖ךְ שְׁלֹ֥שֶׁת יָמִֽים 1 Now Nineveh was a great city to Gpd, a journey of three days ଏହି ବାକ୍ୟ ନୀନିବୀ ସହରର ପୃଷ୍ଠଭୂମି ସୂଚନା ପ୍ରଦାନ କରେ । [[rc://en/ta/man/translate/writing-background]])ଦେଖନ୍ତୁ)
JON 3 3 jd8r figs-idiom עִיר־גְּדוֹלָה֙ לֵֽאלֹהִ֔ים 1 a great city to God ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସହରଟି ଦୁନିଆର ସବୁଠୁ ବଡ ସହର ଥିଲା । [[rc://en/ta/man/translate/figs-idiom]])ଦେଖନ୍ତୁ)
JON 3 4 r2al וַיָּ֤חֶל יוֹנָה֙ לָב֣וֹא בָעִ֔יר מַהֲלַ֖ךְ י֣וֹם אֶחָ֑ד וַיִּקְרָא֙ 1 So Jonah began to go into the city a journey of one day, and he called out ଏହି ବାକ୍ୟାଂଶର ଦୁଇଟି ଅର୍ଥ ଅଛି: 1) ଯୂନସ ଏକ ଦିନର ପଦଯାତ୍ରା କରି ସହରକୁ ଗଲେ, ତାପରେ ସେ ପ୍ରଚାର କରିବା ଆରମ୍ଭ କଲେ; କିମ୍ବା 2) ପ୍ରଥମ ଦିନ ଯୂନସ ସହର ଦେଇ ପଦଯାତ୍ରା କରିବା ସମୟରେ ସେ ପ୍ରଚାର କରିବା ଆରମ୍ଭ କଲେ ।
JON 3 4 r94k וַיִּקְרָא֙ וַיֹּאמַ֔ר 1 and he called out and said “ଏବଂ ସେ ପ୍ରଚାର କଲେ" କିମ୍ବା ଏବଂ "ସେ ଉଚ୍ଚୈଃସ୍ଵରରେ ପ୍ରଚାର କଲେ”
JON 3 4 ab78 ע֚וֹד אַרְבָּעִ֣ים י֔וֹם 1 Until 40 days “**_40_** ଦିନ ପରେ" କିମ୍ବା "**_40_** ଦିନ" ପାଇଁ "40 ଦିନ ବାକି ଅଛି ଏବଂ”
JON 3 4 q2nc translate-numbers אַרְבָּעִ֣ים י֔וֹם 1 40 days **_40_ ଦିନ**[[rc://en/ta/man/translate/translate-numbers]])ଦେଖନ୍ତୁ)
JON 3 5 isk5 מִגְּדוֹלָ֖ם וְעַד־קְטַנָּֽם 1 from the greatest of them even to the least of them “ବଡ଼ଠାରୁ ସାନ ପର୍ଯ୍ୟନ୍ତ କିମ୍ବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲୋକ ଏବଂ ସମସ୍ତ ଗୁରୁତ୍ୱହୀନ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ।”
JON 3 6 pna3 הַדָּבָר֙ 1 the word “ଯୂନସଙ୍କ ବାର୍ତ୍ତା”
JON 3 6 h9wz translate-symaction וַיָּ֨קָם֙ מִכִּסְא֔וֹ 1 and he rose up from his throne “ସେ ତାଙ୍କ ସିଂହାସନରୁ ଉଠିଲେ" କିମ୍ବା "ସେ ତାଙ୍କ ସିଂହାସନରୁ ଠିଆ ହେଲେ।" ରାଜା ନମ୍ର ଭାବରେ କାର୍ଯ୍ୟ କରୁଛନ୍ତି ତାହା ଦର୍ଶାଇବାକୁ ସେ ତାଙ୍କ ସିଂହାସନ ଛାଡିଥିଲେ।<br><br>[[rc://en/ta/man/translate/translate-symaction]])ଦେଖନ୍ତୁ)
JON 3 6 ab91 translate-symaction וַיֵּ֖שֶׁב עַל־הָאֵֽפֶר 1 and sat down on the ash heap **ପାଉଁଶରେ ବସିବା** ଅତ୍ୟନ୍ତ ନମ୍ରତା ଏବଂ ଦୁଃଖ ପ୍ରକାଶ କରିବାର ଏକ ଉପାୟ ଥିଲା । ଏହି ପରିପ୍ରେକ୍ଷୀରେ, ସେ ନିଜ ପାପ ପାଇଁ କେତେ ଦୁଃଖିତ ତାହା ପ୍ରକାଶ କରିବାକୁ ଏହା ଥିଲା। [[rc://en/ta/man/translate/translate-symaction]])ଦେଖନ୍ତୁ)
JON 3 7 v29b וַיַּזְעֵ֗ק וַיֹּ֨אמֶר֙…לֵאמֹ֑ר 1 And he proclaimed and spoke “ସେ ଏକ ସାଧାରଣ ବାର୍ତ୍ତା ଘୋଷଣା କରିବାକୁ ପ୍ରେରଣ କଲେ" କିମ୍ବା "ସେ ନିଜ ବାର୍ତ୍ତାକୁ ଘୋଷଣା କରିବାକୁ ତାଙ୍କ ଦୂତମାନଙ୍କୁ ପଠାଇଲେ ।”
JON 3 7 zi06 מִטַּ֧עַם הַמֶּ֛לֶךְ וּגְדֹלָ֖יו 1 from a decree of the king and his nobles “ରାଜା ଏବଂ ତାଙ୍କର ଅଧିକାରୀମାନଙ୍କ ପୂର୍ଣ୍ଣ ଅଧିକାର ସହିତ ଏକ ଆଦେଶ ।”
JON 3 7 xw6c הַבָּקָ֣ר וְהַצֹּ֗אן 1 herd or flock This refers to two kinds of animals that people care for. A **herd** is made up of large livestock (such as oxen or cattle) and a **flock** is made up of small livestock (such as sheep or goats). Alternate translation: “cattle or sheep”
JON 3 9 jdrg figs-idiom מֵחֲר֥וֹן אַפּ֖וֹ 1 from the burning of his nose ଏଠାରେ **ତାଙ୍କ ନାକ ଜଳିବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ବ୍ୟକ୍ତିଜଣକ କ୍ରୋଧିତ ଅଟେ । ବିକଳ୍ପ ଅନୁବାଦ: "ତାଙ୍କ କ୍ରୋଧରୁ"<br><br>[[rc://en/ta/man/translate/figs-idiom]])ଦେଖନ୍ତୁ)
JON 3 9 uvp9 וְלֹ֥א נֹאבֵֽד 1 so that we will not perish “ଏବଂ ଆମ୍ଭେମାନେ ନ ମରିବା”
JON 3 10 w3uu וַיַּ֤רְא הָֽאֱלֹהִים֙ אֶֽת־מַ֣עֲשֵׂיהֶ֔ם כִּי־שָׁ֖בוּ מִדַּרְכָּ֣ם הָרָעָ֑ה 1 And God saw their deeds, that they turned away from their evil ways “ଈଶ୍ଵର ଦେଖିଲେ ଯେ ସେମାନେ ପାପ କରିବା ବନ୍ଦ କଲେ ।”
JON 3 10 k8am figs-metaphor שָׁ֖בוּ מִדַּרְכָּ֣ם הָרָעָ֑ה 1 they turned from their evil ways ଏଠାରେ ଲେଖକ ଲୋକମାନେ ପାପରୁ ନିବୃତ୍ତ ହେବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ପାପ ପଥରୁ ବିପରୀତ ଦିଗରେ ଚାଲିବା ଆରମ୍ଭ କରଛନ୍ତି । [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 4 1 jdr8 writing-newevent וַיֵּ֥רַע אֶל־יוֹנָ֖ה רָעָ֣ה גְדוֹלָ֑ה וַיִּ֖חַר לֽוֹ׃ 1 But this was evil to Jonah, a great evil, and it burned to him. ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ ଯେଉଁଠାରେ ନୀନିବୀ ସହରକୁ ରକ୍ଷା କରିବା ପାଇଁ ଯୂନସ ଈଶ୍ଵରଙ୍କୁ ପ୍ରାର୍ଥନା କରିଥିଲେ । [[rc://en/ta/man/translate/writing-newevent]])ଦେଖନ୍ତୁ)
JON 4 1 abc3 figs-idiom וַיִּ֖חַר לֽוֹ 1 and it burned to him ଏହା ଏକ ରୂଢ଼ି ଅଟେ ଯାହା ଯୂନସଙ୍କ କ୍ରୋଧ ବିଷୟରେ କହିଥାଏ ଯେପରି ଏହା ତାଙ୍କ ଭିତରେ ଆଲୋଚିତ ହେଉଥିଲା । ବିକଳ୍ପ ଅନୁବାଦ: “ଏବଂ ସେ ବହୁତ କ୍ରୁଦ୍ଧ ହେଲେ” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 4 3 yk5v כִּ֛י ט֥וֹב מוֹתִ֖י מֵחַיָּֽי 1 for my death is better than my life “ମୁଁ ବଞ୍ଚିବା ଅପେକ୍ଷା ମରିବାକୁ ପସନ୍ଦ କରିବି କିମ୍ବା ମୁଁ ମରିବାକୁ ଚାହେଁ । ମୁଁ ବଞ୍ଚିବାକୁ ଚାହେଁ ନାହିଁ”
JON 4 4 ab82 figs-idiom הַהֵיטֵ֖ב חָ֥רָה לָֽךְ 1 Is it right that it burns to you? ଏହା ଏକ ରୂଢ଼ି ଅଟେ ଯାହା ଯୂନସଙ୍କ କ୍ରୋଧ ବିଷୟରେ କହିଥାଏ ଯେପରି ଏହା ତାଙ୍କ ଭିତରେ ଆଲୋଚିତ ହେଉଛି। ଆପଣ ଏହାକୁ 4: 1ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଏହା ବିଷୟରେ କ୍ରୋଧ କରିବା ତୁମ୍ଭ ପାଇଁ ଠିକ୍ କି?"[[rc://en/ta/man/translate/figs-idiom]])ଦେଖନ୍ତୁ)
JON 4 4 ab83 figs-explicit הַהֵיטֵ֖ב חָ֥רָה לָֽךְ 1 Is it right that it burns to you? ଯୂନସଙ୍କ କ୍ରୋଧର କାରଣ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୁଁ ନୀନିବୀକୁ ଧ୍ୱଂସ କରି ନ ଥିବାରୁ କ୍ରୋଧିତ ହେବା ତୁମ୍ଭ ପାଇଁ ଠିକ୍ କି?"[[rc://en/ta/man/translate/figs-explicit]])ଦେଖନ୍ତୁ)
JON 4 5 q1f7 וַיֵּצֵ֤א יוֹנָה֙ מִן־הָעִ֔יר 1 Then Jonah went out from the city “ଏହାପରେ ଯୂନସ ନୀନିବୀ ନଗର ଛାଡି ଚାଲିଗଲେ”
JON 4 5 af46 מַה־יִּהְיֶ֖ה בָּעִֽיר 1 what would transpire within the city ଈଶ୍ୱର ନଗରକୁ ଧ୍ୱଂସ କରିବେ କି ନାହିଁ ଦେଖିବା ପାଇଁ ଯୂନସ ଚାହୁଁଥିଲେ। ବିକଳ୍ପ ଅନୁବାଦ: "ସହରରେ କଣ ହେବ" କିମ୍ବା "ଈଶ୍ଵର ସହରକୁ କଣ କରିବେ" ।
JON 4 6 i4r4 מֵעַ֣ל לְיוֹנָ֗ה לִֽהְי֥וֹת צֵל֙ עַל־רֹאשׁ֔וֹ 1 from over Jonah to be a shade over his head “ଯୂନସଙ୍କ ମୁଣ୍ଡରେ ଛାଇ”
JON 4 8 z95v וַיִּתְעַלָּ֑ף 1 and he became faint “ଏବଂ ସେ ବହୁତ ଦୁର୍ବଳ ହେଲେ" କିମ୍ବା "ସେ ନିଜର ଶକ୍ତି ହରାଇଲେ”
JON 4 8 ab87 וַיִּשְׁאַ֤ל אֶת־נַפְשׁוֹ֙ לָמ֔וּת 1 he asked his spirit to die ଯୂନସ ନିଜ ସହିତ ବାର୍ତ୍ତାଳାପ କରୁଛନ୍ତି। ବିକଳ୍ପ ଅନୁବାଦ: “ସେ ମରିବାକୁ ଇଚ୍ଛା କଲେ” କିମ୍ବା “ସେ ମରିବାକୁ ଚାହୁଁଥିଲେ”
JON 4 8 eln6 ט֥וֹב מוֹתִ֖י מֵחַיָּֽי 1 My death is better than my life “ମୁଁ ବଞ୍ଚିବା ଅପେକ୍ଷା ମରିବାକୁ ପସନ୍ଦ କରିବି" କିମ୍ବା "ମୁଁ ମରିବାକୁ ଚାହେଁ । ମୁଁ ବଞ୍ଚିବାକୁ ଚାହେଁ ନାହିଁ" 4: 3 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
JON 4 9 w24z figs-explicit הַהֵיטֵ֥ב חָרָֽה־לְךָ֖ עַל־הַקִּֽיקָי֑וֹן 1 Is it right that it burns to you about the plant? ଏହି ପରିପ୍ରେକ୍ଷୀରେ, ଈଶ୍ଵରଙ୍କ ପ୍ରଶ୍ନର ଉଦ୍ଦେଶ୍ୟ ଯୂନସଙ୍କୁ ତାଙ୍କ ସ୍ୱାର୍ଥପର ମନୋଭାବ ବିଷୟରେ ଏକ ନିଷ୍ପତ୍ତି ନେବାକୁ ପ୍ରବର୍ତ୍ତାଇବା ଥିଲା । ଏଥିରେ ଥିବା ସୂଚନା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: " ତୁମ୍ଭେ ଲତା ଉପରେ ଏତେ କ୍ରୋଧିତ ହେବା ଉଚିତ କି ଯାହା ତୁମ୍ଭକୁ କେବଳ ଛାଇ ଦେଇଥିଲା?"[[rc://en/ta/man/translate/figs-explicit]])ଦେଖନ୍ତୁ)
JON 4 9 h43a הֵיטֵ֥ב חָֽרָה־לִ֖י עַד־מָֽוֶת 1 It is right that it burns to me, even as far as death. “ମୋ ରାଗି ଠିକ୍ କରିଛି। ମୁଁ ମରିବାକୁ ଯଥେଷ୍ଟ କ୍ରୋଧିତ ଅଟେ!”
JON 4 10 ab88 figs-idiom שֶׁבִּן־ לַ֥יְלָה הָיָ֖ה וּבִן־ לַ֥יְלָה אָבָֽד־ לַ֥יְלָה 1 it came as a son of a night, and it perished as a son of a night ଏହି ରୂଢ଼ିର ଅର୍ଥ ଲତା କେବଳ ସଂକ୍ଷେପରେ ବିଦ୍ୟମାନ ଥିଲା । ବିକଳ୍ପ ଅନୁବାଦ: " ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। " କିମ୍ବା "ଏହା ଶୀଘ୍ର ବଡ଼ିଲା ଏବଂ ଶୀଘ୍ର ମରିଗଲା ।"[[rc://en/ta/man/translate/figs-idiom]])ଦେଖନ୍ତୁ)
JON 4 11 ecl1 figs-rquestion וַֽאֲנִי֙ לֹ֣א אָח֔וּס עַל־נִינְוֵ֖ה הָעִ֣יר הַגְּדוֹלָ֑ה אֲשֶׁ֣ר יֶשׁ־בָּ֡הּ הַרְבֵּה֩ מִֽשְׁתֵּים־עֶשְׂרֵ֨ה רִבּ֜וֹ אָדָ֗ם אֲשֶׁ֤ר לֹֽא־יָדַע֙ בֵּין־יְמִינ֣וֹ לִשְׂמֹאל֔וֹ וּבְהֵמָ֖ה רַבָּֽה 1 So as for me, should I not feel troubled about Nineveh, the great city, in which there are more than 120,000 people who cannot distinguish between their right hand and their left hand, and many animals? ନୀନିବୀ ଉପରେ ଈଶ୍ଵରଙ୍କର ଦୟା ରହିବା ଉଚିତ ବୋଲି ତାଙ୍କ ଦାବିକୁ ଗୁରୁତ୍ୱ ଦେବା ପାଇଁ ଈଶ୍ଵର ଏହି ଅଳଙ୍କାରିକ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: "ନିଶ୍ଚିତ ଭାବରେ ମୁଁ ନୀନିବୀ ମହାନ ସହର ଉପରେ ଦୟା କରିବା ଉଚିତ୍, ଯେଉଁଥିରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଡାହାଣ ହାତ ଏବଂ ବାମ ହାତ ଏବଂ ଅନେକ ଗୃହପଶୁ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ।"[[rc://en/ta/man/translate/figs-rquestion]])ଦେଖନ୍ତୁ)
JON 4 11 dqi1 אֲשֶׁ֣ר יֶשׁ־בָּ֡הּ הַרְבֵּה֩ 1 in which there are more than ଏହାକୁ ଏକ ନୂତନ ପଦର ଆରମ୍ଭ ଭାବରେ ଅନୁବାଦ କରାଯାଇପାରିବ । ବିକଳ୍ପ ଅନୁବାଦ: "ସେଠାରେ ଅଧିକ କିମ୍ବା ଏଥିର ଅଧିକ ଅଛନ୍ତି ।"
JON 4 11 c3b7 translate-numbers מִֽשְׁתֵּים־עֶשְׂרֵ֨ה רִבּ֜וֹ אָדָ֗ם 1 120,000 people **ଏକ ଶହ ଏବଂ କୋଡ଼ିଏ ହଜାର ଲୋକ**[[rc://en/ta/man/translate/translate-numbers]])ଦେଖନ୍ତୁ)
JON 4 11 j35h figs-idiom אֲשֶׁ֤ר לֹֽא־יָדַע֙ בֵּין־יְמִינ֣וֹ לִשְׂמֹאל֔וֹ 1 who cannot distinguish between their right hand and their left hand ଏହି ରୂଢ଼ି ଅର୍ଥ ଯିଏ ଭଲ ଏବଂ ଭୁଲର ପାର୍ଥକ୍ୟ ଜାଣନ୍ତି ନାହିଁ । [[rc://en/ta/man/translate/figs-idiom]])ଦେଖନ୍ତୁ)