Edit 'en_tn_32-JON.tsv' using 'tc-create-app'

This commit is contained in:
Sibaji.Digal 2021-09-24 10:40:53 +00:00
parent 5ed55bd62e
commit 942d6c2b80
1 changed files with 1 additions and 1 deletions

View File

@ -67,7 +67,7 @@ JON 1 16 r3gs וַ⁠יִּֽירְא֧וּ הָ⁠אֲנָשִׁ֛ים יִר
JON 1 17 q87y 0 General Information: କେତେକ ସଂସ୍କରଣ ଏହି ପଦକୁ ଅଧ୍ୟାୟ 2 ର ପ୍ରଥମ ପଦ ଭାବରେ ଉଲ୍ଲେଖ କରେ । ଆପଣ ଆପଣଙ୍କ ଭାଷାଗୋଷ୍ଠୀ ବ୍ୟବହାର କରୁଥିବା ମୁଖ୍ୟ ସଂସ୍କରଣ ଅନୁଯାୟୀ ପଦଗୁଡ଼ିକୁ ସଂଖ୍ୟା ନିର୍ଣ୍ଣୟ କରନ୍ତୁ ।
JON 1 17 jdr4 writing-newevent וַ⁠יְמַ֤ן יְהוָה֙ דָּ֣ג גָּד֔וֹל לִ⁠בְלֹ֖עַ אֶת־יוֹנָ֑ה 1 Now Yahweh appointed a great fish to swallow Jonah, ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ଯିହୋବା ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ **ବର୍ତ୍ତମାନ** ଶବ୍ଦ ବ୍ୟବହୃତ ହୋଇଅଛି ।[[rc://en/ta/man/translate/writing-newevent]])ଦେଖନ୍ତୁ)
JON 1 17 cjb6 figs-idiom שְׁלֹשָׁ֥ה יָמִ֖ים וּ⁠שְׁלֹשָׁ֥ה לֵילֽוֹת 1 three days and three nights ଏହି ଅଭିବ୍ୟକ୍ତି ଏବ୍ରୀୟ ଭାଷାରେ ଏକ ରୂଢ଼ି ଅଟେ ଯାହାର ଅର୍ଥ “କେତେକ ଦିନ” କିମ୍ବା “କିଛି ଦିନ” କିନ୍ତୁ ଏହା ଅନିଶ୍ଚିତ ଅଟେ । ବିକଳ୍ପ ଅନୁବାଦ: “ତିନି ଦିନ ଏବଂ ରାତି”[[rc://en/ta/man/translate/figs-idiom]]) ଦେଖନ୍ତୁ)
JON 2 intro ae4k 0 # ଯୂନସ 2 ସାଧାରଣ ଟିପ୍ପଣୀ

## ଗଠନ ଏବଂ ଆକାର

ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ, ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏହାର ରେଖା ସେଟ୍ କରି ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକମାନେ ଏହି ଅଭ୍ୟାସ ଅନୁସରଣ କରିପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମୁଦ୍ର

ଏହି ଅଧ୍ୟାୟରେ ସମୁଦ୍ରରୁ ଅନେକ ଶବ୍ଦ ଅଛି ।

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଳଙ୍କାରିକ ଶବ୍ଦଗୁଡ଼ିକ

### କାବ୍ୟକବିତା

ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ଶିଲ ପେଟରେ ଏହା ପ୍ରକାଶ କରିଥିଲେ । [[rc://en/ta/man/translate/figs-metaphor]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ପଶ୍ଚାତ୍ତାପ

##### ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ବିଭକ୍ତ ହୋଇଛନ୍ତି। ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ।

[[rc://en/tw/dict/bible/kt/repent]] and [[rc://en/tw/dict/bible/kt/save]])ଦେଖନ୍ତୁ)
JON 2 intro ae4k 0 # ଯୂନସ 2 ସାଧାରଣ ଟିପ୍ପଣୀ

## ଗଠନ ଏବଂ ଆକାର

ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏକ ରେଖା ଟାଣି  ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକଗଣ ଏହିପରି କରି ପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମୁଦ୍ର

ଏହି ଅଧ୍ୟାୟରେ ସମୁଦ୍ର ପାଇଁ ଅନେକ ଶବ୍ଦ ଅଛି ।

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଳଙ୍କାରିକ ଶବ୍ଦଗୁଡ଼ିକ

### କାବ୍ୟକବିତା

ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ସମୁଦ୍ର ଉଦରରେ ଏହା ପ୍ରକାଶ କରିଥିଲେ  [[rc://en/ta/man/translate/figs-metaphor]]) ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ପଶ୍ଚାତ୍ତାପ

##### ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରନ୍ତି । ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ଅଛି । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ।  [[rc://en/tw/dict/bible/kt/repent]] and [[rc://en/tw/dict/bible/kt/save]]) ଦେଖନ୍ତୁ)
JON 2 1 alr2 יְהוָ֖ה אֱלֹהָ֑י⁠ו 1 Yahweh his God ଏହାର ଅର୍ଥ ସଦାପ୍ରଭୁ, ସେ ଉପାସନା କରୁଥିବା ଈଶ୍ୱର। **ତାଙ୍କର** ଶବ୍ଦର ଅର୍ଥ ଯୂନସ ଈଶ୍ଵରଙ୍କର ଥିଲେ ନୁହେଁ।
JON 2 2 al5b וַ⁠יֹּ֗אמֶר 1 And he said “ଯୂନସ କହିଲେ”
JON 2 2 jdrc writing-poetry קָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה וַֽ⁠יַּעֲנֵ֑⁠נִי 1 I cried out to Yahweh from my distress, and he answered me ଏହି ଧାଡ଼ିଟି ମତ୍ସ୍ୟ ଉଦରରେ ଥାଇ ଯୂନସଙ୍କ ଅନୁଭୂତି ଏବଂ ପ୍ରାର୍ଥନା ବର୍ଣ୍ଣନା କରୁଥିବା ଏକ କବିତାରୁ ଆରମ୍ଭ କରେ । ଏହି ପଦରେ ଯୂନସ ଯେଉଁ ସମୟରେ ପ୍ରାର୍ଥନା କରିଥିଲେ, କେଉଁ ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ ତାହା ଏହି କବିତା ପ୍ରକାଶ କରେ ନାହିଁ କାରଣ କବିତାଟି ପରବର୍ତ୍ତୀ ସମୟରେ ଲେଖାଯାଇଥିଲା, ଯୂନସଙ୍କ ମତ୍ସ୍ୟ ଉଦରରେ ଥିବା ଅନୁଭୂତି, ତାଙ୍କ ପ୍ରାର୍ଥନା ଏବଂ ଈଶ୍ଵରଙ୍କ ଉତ୍ତରଗୁଡ଼ିକ ଯେପରି ଏହି ଘଟଣା ପୂର୍ବରୁ ଘଟିଥିବାର ବର୍ଣ୍ଣନା କରାଯାଇଅଛି । କବିତାର ଏହି ପ୍ରଥମ ଧାଡିର ଅର୍ଥ ଏହା ବୁଝାଏ: ପ୍ରାର୍ଥନାର ବର୍ଣ୍ଣନାର ଏକ ଅଂଶ ଭାବରେ ସଦାପ୍ରଭୁଙ୍କୁ ସମ୍ବୋଧିତ କରେ; କିମ୍ବା ଯେପରି ଅନ୍ୟ ଜଣଙ୍କୁ ସମ୍ବୋଧିତ କରାଯାଉଥିବା ପ୍ରାର୍ଥନାର ସବିଶେଷ ତଥ୍ୟର ପରିଚୟ ଭାବରେ । "ପରିତ୍ରାଣ ସଦାପ୍ରଭୁଙ୍କର ଅଟେ!" [2:9](file:///C:/home/rmahn/output/02/09/jdrH)ରେ ବାକ୍ୟାଂଶ ସମ୍ବନ୍ଧୀୟ ଟିପ୍ପଣୀ ମଧ୍ୟ ଦେଖନ୍ତୁ । [[rc://en/ta/man/translate/writing-poetry]])ଦେଖନ୍ତୁ)

Can't render this file because it contains an unexpected character in line 12 and column 245.