Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-08 16:25:39 +00:00
parent 7779c881d0
commit ca305c154a
1 changed files with 2 additions and 2 deletions

View File

@ -22,8 +22,8 @@ JON 1 3 i6bi עִמָּ⁠הֶם֙ 1 with them ଶବ୍ଦ **ସେମାନ
JON 1 3 sw66 figs-metaphor מִ⁠לִּ⁠פְנֵ֖י יְהוָֽה 1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ତାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ। ସଦାପ୍ରଭୁଙ୍କ ଉପସ୍ଥିତିରେ ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଦୌଡ଼ି ପଳାଇ ଯୂନସ ଆଶା କରୁଛନ୍ତି ଯେ ସଦାପ୍ରଭୁ ତାହା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: “ସଦାପ୍ରଭୁଙ୍କ ଉପସ୍ଥିତିରୁ” କିମ୍ବା “ସଦାପ୍ରଭୁଙ୍କଠାରୁ” [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַ⁠יָּ֔ם 1 But Yahweh sent out a great wind on the sea ଏହି ବକ୍ୟାଂଶ ଯୂନସର ପଳାୟନକୁ ସଦାପ୍ରଭୁଙ୍କ ପ୍ରତିକ୍ରିୟାର ନୂତନ ଘଟଣାର ପରିଚୟ ଦିଏ। ଏହାକୁ ଅନୁବାଦ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ପାଠକମାନେ ଜାଣିବେ ଯେ ଏହି ଘଟଣା କାହାଣୀରେ ପରିବର୍ତ୍ତନ ଆଣିଥାଏ । [[rc://en/ta/man/translate/writing-newevent]])ଦେଖନ୍ତୁ)
JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ । ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ଥିଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜ ଭାଙ୍ଗିଯିବା ପରି ହେଲା। [[rc://en/ta/man/translate/figs-personification]])ଦେଖନ୍ତୁ)
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ | ବିକଳ୍ପ ଅନୁବାଦ: “ଭାଙ୍ଗିବା” [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors “the men who worked on the ship
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିବା” [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors “ଜାହାଜରେ କାମ କରୁଥିବା ଲୋକମାନେ।
JON 1 5 u2bj אֱלֹהָי⁠ו֒ 1 his own god Here, **god** refers to false gods and idols that people worship.
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship “the men threw the heavy things off the ship” By doing this, they hoped to keep the ship from sinking.
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them This could mean: (1) to make the ship lighter so that it would float better, Alternate translation: “to help the ship float better” or (2) to lighten or relieve a dangerous situation, Alternate translation: “to lessen the danger they were in”

Can't render this file because it contains an unexpected character in line 16 and column 428.