Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-10 18:09:08 +00:00
parent c8203637d6
commit ea57bbbef4
1 changed files with 2 additions and 2 deletions

View File

@ -93,8 +93,8 @@ JON 2 6 dc3r figs-metaphor וַ⁠תַּ֧עַל מִ⁠שַּׁ֛חַת חַי
JON 2 6 i3mx יְהוָ֥ה אֱלֹהָֽ⁠י 1 Yahweh, my God! କେତେକ ଭାଷାରେ, ଏହାକୁ ବାକ୍ୟର ଆରମ୍ଭରେ କିମ୍ବା "ତୁମ୍ଭ" ଶବ୍ଦ ପୂର୍ବରୁ ଉଲ୍ଲେଖ କରିବା ଅଧିକ ସ୍ୱାଭାବିକ ହୋଇପାରେ ।”
JON 2 7 jdr6 grammar-connect-time-simultaneous בְּ⁠הִתְעַטֵּ֤ף עָלַ⁠י֙ נַפְשִׁ֔⁠י 1 When my spirit fainted upon me, ଏହି ବାକ୍ୟର ଅର୍ଥ ହୋଇପାରେ: 1) ଯୂନସ ଯେତେବେଳେ ସଦାପ୍ରଭୁଙ୍କୁ ମନେ ପକାଉଥିଲେ, ସେ ମରୁଥିଲେ; କିମ୍ବା 2) ଯୂନସ ଉଦ୍ଧାର ହେବାର ଆଶା ଛାଡିଥିଲେ ଏବଂ ସେ ମରିବେ ବୋଲି ନିଜକୁ ସମର୍ପଣ କରିଥିଲେ । ବିକଳ୍ପ ଅନୁବାଦ: "ଯେତେବେଳେ ମୋ ଜୀବନ ମୋ ଠାରୁ ଦୂରେଇ ଯାଉଥିଲା" କିମ୍ବା "ଯେତେବେଳେ ମୋ ଭିତରର ପ୍ରାଣ ଦୁର୍ବଳ ହୋଇଗଲା" । [[rc://en/ta/man/translate/grammar-connect-time-simultaneous]])ଦେଖନ୍ତୁ)
JON 2 7 l2b6 אֶת־יְהוָ֖ה זָכָ֑רְתִּי 1 I remembered Yahweh ଯେହେତୁ ଯୂନସ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ, ତେଣୁ କେତେକ ଭାଷାରେ ଏହିପରି କହିବା ଏହା ଅଧିକ ସ୍ପଷ୍ଟ ହୋଇପାରେ ଯେପରି " ମୁଁ ତୁମ୍ଭ ବିଷୟରେ ଭାବିଲି, ହେ ସଦାପ୍ରଭୁ " କିମ୍ବା "ହେ ସଦାପ୍ରଭୁ, ମୁଁ ତୁମ୍ଭ ବିଷୟରେ ଭାବିଲି।"
JON 2 7 ue9g figs-metaphor וַ⁠תָּב֤וֹא אֵלֶ֨י⁠ךָ֙ תְּפִלָּתִ֔⁠י אֶל־הֵיכַ֖ל קָדְשֶֽׁ⁠ךָ 1 and my prayer came to you, to your holy temple Jonah speaks as if his prayers could travel to God and his temple. This means that God heard his prayer and responded to it. Alternate translation: “then you in your holy temple heard my prayer” (See: [[rc://en/ta/man/translate/figs-metaphor]])
JON 2 7 jdrf figs-metonymy הֵיכַ֖ל קָדְשֶֽׁ⁠ךָ 1 your holy temple Here the term **holy temple** may have either a literal or a figurative meaning, or perhaps both. Jonah might be speaking about the literal temple in Jerusalem, or he might be speaking about Gods dwelling place in heaven. See the UST. (See: [[rc://en/ta/man/translate/figs-metonymy]])
JON 2 7 ue9g figs-metaphor וַ⁠תָּב֤וֹא אֵלֶ֨י⁠ךָ֙ תְּפִלָּתִ֔⁠י אֶל־הֵיכַ֖ל קָדְשֶֽׁ⁠ךָ 1 and my prayer came to you, to your holy temple ଯୂନସ କହନ୍ତି ଯେପରି ତାଙ୍କର ପ୍ରାର୍ଥନା ଈଶ୍ଵର ଏବଂ ତାଙ୍କ ମନ୍ଦିର ପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥନା ଯାତ୍ରା କରି ଯାଇପାରିବ । ଏହାର ଅର୍ଥ ଏହା ଯେ ଯେ ଈଶ୍ଵର ତାଙ୍କ ପ୍ରାର୍ଥନା ଶୁଣି ଏହାର ଉତ୍ତର ଦେବେ । ବିକଳ୍ପ ଅନୁବାଦ: "ତାପରେ ତୁମ୍ଭେ ତୁମ୍ଭର ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ" [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 2 7 jdrf figs-metonymy הֵיכַ֖ל קָדְשֶֽׁ⁠ךָ 1 your holy temple ଏଠାରେ ବାକ୍ୟାଂଶ **ପବିତ୍ର ମନ୍ଦିର** ଆକ୍ଷରିକ ବା ଆଳଙ୍କାରିକ ଅର୍ଥ ହୋଇପାରେ, କିମ୍ବା  ଉଭୟ ହୋଇପାରେ । ୟୂନସ ହୁଏତ ଆକ୍ଷରିକ ମନ୍ଦିର ଯିରୂଶାଲମ ବିଷୟରେ ବ୍ୟକ୍ତ କରୁଥିଲେ କିମ୍ବା ସେ ଈଶ୍ଵରଙ୍କ ବାସସ୍ଥାନ ସ୍ୱର୍ଗ ବିଷୟରେ କହୁଥିଲେ । UST ଦେଖନ୍ତୁ । [[rc://en/ta/man/translate/figs-metonymy]])
JON 2 7 jdre נַפְשִׁ֔⁠י 1 my spirit ଏଠାରେ ଏବ୍ରୀୟ ଶବ୍ଦ **ମୋର ଆତ୍ମା,  ମୋ ଜୀବନକୁ** ମଧ୍ୟ ବୁଝାଏ ।
JON 2 8 u1l9 figs-idiom מְשַׁמְּרִ֖ים הַבְלֵי־שָׁ֑וְא 1 Those who give attention to empty vanities ଏଠାରେ “ଖାଲି ଅସାରତା” ଶବ୍ଦଟି ବୋଧହୁଏ ମିଥ୍ୟା ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଦର୍ଶାଉଥିବା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ଅଦରକାରୀ ପ୍ରତିମା ପ୍ରତି ଧ୍ୟାନ ଦିଅନ୍ତି” କିମ୍ବା “ଯେଉଁମାନେ ଅଦରକାରୀ ଦେବତା ପ୍ରତି ମନୟଯୋଗ କରନ୍ତି” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 2 8 fac9 חַסְדָּ֖⁠ם יַעֲזֹֽבוּ 1 forsake their covenant faithfulness ଏଠାରେ, **ଚୁକ୍ତି ବିଶ୍ଵସ୍ତତାର** ଅର୍ଥ 1) ଈଶ୍ଵରଙ୍କ ବିଶ୍ୱସ୍ତତା କିମ୍ବା 2) ଲୋକଙ୍କ ବିଶ୍ୱସ୍ତତାକୁ ସୂଚାଇପାରେ । ତେଣୁ, ଏହାର ଅର୍ଥ ହୋଇପାରେ 1) “ତୁମ୍ଭକୁ ପ୍ରତ୍ୟାଖ୍ୟାନ କରୁଛ, ଯିଏ ସେମାନଙ୍କ ପ୍ରତି ବିଶ୍ୱସ୍ତ ହେବ” କିମ୍ବା 2) “ତୁମ୍ଭ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ତ୍ୟାଗ କରୁଛନ୍ତି”

Can't render this file because it contains an unexpected character in line 16 and column 428.