Edit 'en_tn_32-JON.tsv' using 'tc-create-app'

This commit is contained in:
Sibaji.Digal 2021-09-24 10:21:55 +00:00
parent c75643d168
commit f76a140101
1 changed files with 18 additions and 18 deletions

View File

@ -24,30 +24,30 @@ JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ
JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ । ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ହେଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜଟି ପ୍ରାୟ ଭାଙ୍ଗିଯିବା ପରି ହେଲା। [[rc://en/ta/man/translate/figs-personification]]) ଦେଖନ୍ତୁ)
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିଯିବା” [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors “ଜାହାଜରେ କାମ କରୁଥିବା ଲୋକମାନେ। ”
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଈଶ୍ୱର** କହିଲେ ମିଥ୍ୟା ଦେବତାମାନଙ୍କୁ ବୁଝାଏ ଏବଂ ମୂର୍ତ୍ତିଗୁଡ଼ିକୁ ଯାହାକୁ ଲୋକମାନେ ପୂଜା କରନ୍ତି।
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଥିଲେ। ଏହା କରି ସେମାନେ ଜାହାଜକୁ ହାଲୁକା କଲେ 
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them ଏହାର ଅର୍ଥ ହୋଇପାରେ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2)ଏକ ବିପଜ୍ଜନକ ପରିସ୍ଥିତିକୁ ହାଲୁକା କରିବାକୁ କିମ୍ବା ମୁକ୍ତ କରିବାକୁ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ କମ୍ କରିବାକୁ।"
JON 1 5 uzt4 writing-background וְ⁠יוֹנָ֗ה יָרַד֙ אֶל־יַרְכְּתֵ֣י הַ⁠סְּפִינָ֔ה 1 But Jonah had gone down into the innermost parts of the ship ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ  ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରିଥିଲେ । [[rc://en/ta/man/translate/writing-background]])ଦେଖନ୍ତୁ)
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଦେବତା** ଶବ୍ଦ ମିଥ୍ୟା ଦେବତାଗଣ ଏବଂ ମୂର୍ତ୍ତିଗୁଡ଼ିକୁ ବୁଝାଏ ଯାହାକୁ ଲୋକମାନେ ପୂଜା କରନ୍ତି
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship "ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଲେ" ଏହା କଲେ  ଜାହାଜଟି ହାଲୁକା ହେବ ବୋଲି ସେମାନେ ଭାବିଲେ
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them ଏହାର ଅର୍ଥ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ ହେଇପାରେ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2) ଏକ ବିପଜ୍ଜନକ ପରିସ୍ଥିତିକୁ ଏଡେଇବାକୁ କିମ୍ବା ମୁକ୍ତ କରିବାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ ଏଡେଇବାକୁ ।"
JON 1 5 uzt4 writing-background וְ⁠יוֹנָ֗ה יָרַד֙ אֶל־יַרְכְּתֵ֣י הַ⁠סְּפִינָ֔ה 1 But Jonah had gone down into the innermost parts of the ship ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ  ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରି ଥିଲେ । [[rc://en/ta/man/translate/writing-background]]) ଦେଖନ୍ତୁ)
JON 1 5 f63r יַרְכְּתֵ֣י הַ⁠סְּפִינָ֔ה 1 the innermost parts of the ship “ଜାହାଜ ଭିତରେ”
JON 1 5 g4y4 וַ⁠יִּשְׁכַּ֖ב וַ⁠יֵּרָדַֽם 1 and had lain down, and was deeply asleep “ସେ ସେଠାରେ ଶୋଇଥିଲେ" କିମ୍ବା "ସେଠାରେ ଗଭୀର ନିଦରେ ଶୋଇଥିଲେ" । ଏହି କାରଣରୁ**_,_** ଝଡ଼ ତାଙ୍କୁ ଜାଗ୍ରତ କରି ନଥିଲା ।
JON 1 6 laa3 וַ⁠יִּקְרַ֤ב אֵלָי⁠ו֙ רַ֣ב הַ⁠חֹבֵ֔ל וַ⁠יֹּ֥אמֶר ל֖⁠וֹ 1 So the captain of the crew came to him and said to him “ଜାହାଜରେ କାମ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ଯୂନସଙ୍କ ନିକଟକୁ ଯାଇ କହିଲ।”
JON 1 6 laa3 וַ⁠יִּקְרַ֤ב אֵלָי⁠ו֙ רַ֣ב הַ⁠חֹבֵ֔ל וַ⁠יֹּ֥אמֶר ל֖⁠וֹ 1 So the captain of the crew came to him and said to him “ଜାହାଜରେ କାମ କରୁଥିବା ଲୋକମାନଙ୍କ ଦାୟିତ୍ୱରେ ଥିବା ବ୍ୟକ୍ତି ଯୂନସଙ୍କ ନିକଟକୁ ଯାଇ କହିଲ।”
JON 1 6 yx7e figs-rquestion מַה־לְּ⁠ךָ֣ נִרְדָּ֑ם 1 What are you doing sleeping? **ତୁମେ କାହିଁକି ଶୋଇଛ?** ଏଠାରେ ସେନାପତି ଯୂନସଙ୍କୁ ଗାଳି ଦେବା ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଶୋଇବା ବନ୍ଦ କର!” [[rc://en/ta/man/translate/figs-rquestion]])ଦେଖନ୍ତୁ)
JON 1 6 bd4f figs-idiom ק֚וּם 1 Get up! କିଛି କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଏହା ଏକ ଆଦେଶ ଅଟେ। 1: 2 ଏବଂ 1: 3 ରେ ଏହି ରୂଢ଼ିକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ, କପ୍ତାନ ଯୂନସଙ୍କୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବାକୁ କହୁଛନ୍ତି । ଯେହେତୁ ଯୂନସ ଶୋଇଥିଲେ, କପ୍ତାନ ମଧ୍ୟ ଯୂନସଙ୍କୁ ଆକ୍ଷରିକ ଭାବରେ ଠିଆ ହେବାକୁ କହୁଥିଲେ । [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 6 k7a5 figs-idiom קְרָ֣א אֶל־אֱלֹהֶ֔י⁠ךָ 1 Cry out to your god! “ତୁମ ଦେବତାଙ୍କୁ ପ୍ରାର୍ଥନା କର"! କାହାକୁ ଚିତ୍କାର କରି ଡାକିବା ଅର୍ଥ ତାଙ୍କୁ ସାହାଯ୍ୟ ପାଇଁ ଉଚ୍ଚ ସ୍ୱରରେ କହିବା । [[rc://en/ta/man/translate/figs-idiom]])
JON 1 6 sk7i figs-explicit אוּלַ֞י יִתְעַשֵּׁ֧ת הָ⁠אֱלֹהִ֛ים לָ֖⁠נוּ וְ⁠לֹ֥א נֹאבֵֽד 1 Maybe that god will notice us and we will not perish ଯୂନସଙ୍କ ଈଶ୍ୱର ସେମାନଙ୍କୁ ରକ୍ଷା କରନ୍ତୁ ବୋଲି ଏହି ବାକ୍ୟାଂଶକୁ ସ୍ପଷ୍ଟଭାବେ ଅନୁବାଦ କରାଯାଇ ପାରେ । ବିକଳ୍ପ ଅନୁବାଦ: "ବୋଧହୁଏ ତୁମର ଦେବତା ଶୁଣିବେ ଏବଂ ଆମକୁ ଉଦ୍ଧାର କରିବେ ଯାହା ଦ୍ଵାରା ଆମେ ମରିବା ନାହିଁ" [[rc://en/ta/man/translate/figs-explicit]])ଦେଖନ୍ତୁ)
JON 1 6 zi04 figs-doublenegatives וְ⁠לֹ֥א נֹאבֵֽד 1 and we will not perish ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇ ପାରେ । ବିକଳ୍ପ ଅନୁବାଦ: “ଏବଂ ସେ ଆମକୁ ରକ୍ଷା କରିବେ” [[rc://en/ta/man/translate/figs-doublenegatives]])ଦେଖନ୍ତୁ)
JON 1 7 sc57 וַ⁠יֹּאמְר֞וּ אִ֣ישׁ אֶל־רֵעֵ֗⁠הוּ 1 Then every man said to his friend ପ୍ରତ୍ୟେକ **ବ୍ୟକ୍ତି… ନିଜ ବନ୍ଧୁଙ୍କୁ** ବାକ୍ୟ ପାରସ୍ପରିକ କାର୍ଯ୍ୟକୁ ପ୍ରକାଶ କରୁଥିବା ଏକ ରୂଢ଼ି ଅଟେ। ଏହାର ଅର୍ଥ ଗୋଷ୍ଠୀର ସମସ୍ତ ଲୋକ ପରସ୍ପରକୁ ଏହା କହୁଥିଲେ। ବିକଳ୍ପ ଅନୁବାଦ: “ନାବିକମାନେ ସମସ୍ତେ ପରସ୍ପରକୁ କହିଲେ” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 7 l5xq לְכוּ֙ וְ⁠נַפִּ֣ילָה גֽוֹרָל֔וֹת וְ⁠נֵ֣דְעָ֔ה בְּ⁠שֶׁ⁠לְּ⁠מִ֛י הָ⁠רָעָ֥ה הַ⁠זֹּ֖את לָ֑⁠נוּ 1 Come, and let us cast lots, so that we may know on whose account this evil is happening to us “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆସ, ଆମ୍ଭେମାନେ ଗୁଲିବାଣ୍ଟ କର।" ଲୋକମାନେ ବିଶ୍ଵାସ କରୁଥିଲେ ଯେ ସେମାନେ ଯାହା ଜାଣିବାକୁ ଚାହୁଁଛନ୍ତି ତାହା ଗୁଲିବାଣ୍ଟ ଦ୍ଵାରା ସେମାନଙ୍କର ଦେବତାମାନେ ସେମାନଙ୍କୁ ଜଣାଇବେ । ଏହା ଦୈବଶକ୍ତିର ଏକ ରୂପ ଥିଲା ।
JON 1 6 bd4f figs-idiom ק֚וּם 1 Get up! କିଛି କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ଏହା ଏକ ଆଦେଶ ଅଟେ। [1:2](https://create.translationcore.com/..01/02.md)  ଏବଂ [1:3](https://create.translationcore.com/..01/03.md) ରେ ଏହି ରୂଢ଼ିକୁ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ, କପ୍ତାନ ଯୂନସଙ୍କୁ ତାଙ୍କ ଦେବତା ନିକଟରେ ପ୍ରାର୍ଥନା କରିବାକୁ କହୁଛନ୍ତି । ଯେହେତୁ ଯୂନସ ଶୋଇଥିଲେ, କପ୍ତାନ ମଧ୍ୟ ଯୂନସଙ୍କୁ  ଠିଆ ହେବାକୁ କହୁଥିଲେ । [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 6 k7a5 figs-idiom קְרָ֣א אֶל־אֱלֹהֶ֔י⁠ךָ 1 Cry out to your god! “ତୁମ ଦେବତାକୁ ପ୍ରାର୍ଥନା କର" କାହାକୁ **ଚିତ୍କାର କରି ଡାକିବା** ଅର୍ଥ ତାଙ୍କୁ ସାହାଯ୍ୟ ପାଇଁ ଉଚ୍ଚ ସ୍ୱରରେ କହିବା ଅଟେ । [[rc://en/ta/man/translate/figs-idiom]])
JON 1 6 sk7i figs-explicit אוּלַ֞י יִתְעַשֵּׁ֧ת הָ⁠אֱלֹהִ֛ים לָ֖⁠נוּ וְ⁠לֹ֥א נֹאבֵֽד 1 Maybe that god will notice us and we will not perish ଯୂନସଙ୍କ ଈଶ୍ୱର ସେମାନଙ୍କୁ ରକ୍ଷା କରନ୍ତୁ ବୋଲି ଏହି ବାକ୍ୟାଂଶକୁ ସ୍ପଷ୍ଟଭାବେ ଅନୁବାଦ କରାଯାଇ ପାରେ । ବିକଳ୍ପ ଅନୁବାଦ: "ବୋଧହୁଏ ତୁମ୍ଭର ଦେବତା ଶୁଣିବେ ଏବଂ ଆମକୁ ଉଦ୍ଧାର କରିବେ ଯାହା ଦ୍ଵାରା ଆମେ ମରିବା ନାହିଁ" [[rc://en/ta/man/translate/figs-explicit]]) ଦେଖନ୍ତୁ)
JON 1 6 zi04 figs-doublenegatives וְ⁠לֹ֥א נֹאבֵֽד 1 and we will not perish ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ସେ ଆମକୁ ଉଦ୍ଧାର କରିବେ” [[rc://en/ta/man/translate/figs-doublenegatives]])ଦେଖନ୍ତୁ)
JON 1 7 sc57 וַ⁠יֹּאמְר֞וּ אִ֣ישׁ אֶל־רֵעֵ֗⁠הוּ 1 Then every man said to his friend ପ୍ରତ୍ୟେକ ଲୋକ ଆପଣା ଆପଣା ସଙ୍ଗୀକୁ .. ବାକ୍ୟ ପାରସ୍ପରିକ କାର୍ଯ୍ୟକୁ ପ୍ରକାଶ କରୁଥିବା ଏକ ରୂଢ଼ି ଅଟେ। ଏହାର ଅର୍ଥ ଗୋଷ୍ଠୀର ସମସ୍ତ ଲୋକ ପରସ୍ପରକୁ ଏହା କହୁଥିଲେ। ବିକଳ୍ପ ଅନୁବାଦ: “ନାବିକମାନେ ସମସ୍ତେ ପରସ୍ପରକୁ କହିଲେ” [[rc://en/ta/man/translate/figs-idiom]]) ଦେଖନ୍ତୁ)
JON 1 7 l5xq לְכוּ֙ וְ⁠נַפִּ֣ילָה גֽוֹרָל֔וֹת וְ⁠נֵ֣דְעָ֔ה בְּ⁠שֶׁ⁠לְּ⁠מִ֛י הָ⁠רָעָ֥ה הַ⁠זֹּ֖את לָ֑⁠נוּ 1 Come, and let us cast lots, so that we may know on whose account this evil is happening to us “କାହା ହେତୁରୁ ଏହି ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟୁଅଛି ଏହା ଜାଣିବା ନିମନ୍ତେ ଆମ୍ଭେମାନେ ଗୁଲିବାଣ୍ଟ କରିବା ଉଚିତ।" ଲୋକମାନେ ବିଶ୍ଵାସ କରୁଥିଲେ ଯେ ସେମାନେ ଯାହା ଜାଣିବାକୁ ଚାହୁଁଛନ୍ତି ତାହା ଗୁଲିବାଣ୍ଟ ଦ୍ଵାରା ସେମାନଙ୍କର ଦେବତାମାନେ ସେମାନଙ୍କୁ ଜଣାଇବେ । ଏହା ଦୈବଶକ୍ତିର ଏକ ରୂପ ଥିଲା ।
JON 1 7 d726 הָ⁠רָעָ֥ה הַ⁠זֹּ֖את 1 this evil ଏହା ଭୟଙ୍କର ଝଡ଼କୁ ବୁଝାଏ ।
JON 1 7 at67 וַ⁠יִּפֹּ֥ל הַ⁠גּוֹרָ֖ל עַל־יוֹנָֽה 1 the lot fell on Jonah **ଗୁଲିବାଣ୍ଟ ଯୂନସ ଉପରେ ପଡିଲା** ଅଭିବ୍ୟକ୍ତି ରୂଢ଼ିର ଅର୍ଥ, ଯେତେବେଳେ ଲୋକମାନେ ଗୁଲିବାଣ୍ଟ ପକାଇଲେ, ଫଳାଫଳ ଯୂନସକୁ ସୂଚାଇଲା । ଏହାର ଅର୍ଥ ନୁହେଁ ଯେ ଗୁଲିବାଣ୍ଟଟି ପ୍ରକୃତରେ ଯୂନସଙ୍କ ଉପରେ ପଡିଲା। ବିକଳ୍ପ ଅନୁବାଦ: “ଯୂନସ ଦୋଷୀ ବ୍ୟକ୍ତି ବୋଲି ଗୁଲିବାଣ୍ଟ ଦର୍ଶାଇଲା” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 7 at67 וַ⁠יִּפֹּ֥ל הַ⁠גּוֹרָ֖ל עַל־יוֹנָֽה 1 the lot fell on Jonah **ଗୁଲିବାଣ୍ଟ** **ଯୂନସଙ୍କ ନାମରେ ଗୁଲି ଉଠିଲା** ଅଭିବ୍ୟକ୍ତି ରୂଢ଼ିର ଅର୍ଥ, ଯେତେବେଳେ ଲୋକମାନେ ଗୁଲିବାଣ୍ଟ ପକାଇଲେ, ଫଳାଫଳ ଯୂନସକୁ ସୂଚାଇଲା । ଏହାର ଅର୍ଥ ନୁହେଁ ଯେ ଗୁଲିବାଣ୍ଟଟି ପ୍ରକୃତରେ ଯୂନସଙ୍କ ଉପରେ ପଡିଲା। ବିକଳ୍ପ ଅନୁବାଦ: “ଯୂନସ ଦୋଷୀ ବ୍ୟକ୍ତି ବୋଲି ଗୁଲିବାଣ୍ଟ ଦର୍ଶାଇଲା” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 1 8 wkh6 וַ⁠יֹּאמְר֣וּ אֵלָ֔י⁠ו 1 Then they said to him “ତା**__**ପରେ ଜାହାଜରେ କାମ କରୁଥିବା ଲୋକମାନେ ଯୂନସଙ୍କୁ କହିଲେ”
JON 1 8 e7wb הַגִּידָ⁠ה־נָּ֣א לָ֔⁠נוּ בַּ⁠אֲשֶׁ֛ר לְ⁠מִי־הָ⁠רָעָ֥ה הַ⁠זֹּ֖את לָ֑⁠נוּ 1 Please tell us on whose account this evil is happening to us ଆମ ସହିତ ଘଟୁଥିବା ଏହି ବିପଦର କାରଣ କିଏ**_?_**
JON 1 8 e7wb הַגִּידָ⁠ה־נָּ֣א לָ֔⁠נוּ בַּ⁠אֲשֶׁ֛ר לְ⁠מִי־הָ⁠רָעָ֥ה הַ⁠זֹּ֖את לָ֑⁠נוּ 1 Please tell us on whose account this evil is happening to us "ଆମ ସହିତ ଘଟୁଥିବା ଏହି ବିପଦର କାରଣ କିଏ**_"_**
JON 1 9 wav5 יְהוָ֞ה אֱלֹהֵ֤י הַ⁠שָּׁמַ֨יִם֙ אֲנִ֣י יָרֵ֔א 1 I fear Yahweh, the God of heaven ଏଠାରେ **ଭୟ** ଶବ୍ଦର ଅର୍ଥ ଏହା ଯେ ଯୂନସ ସଦାପ୍ରଭୁଙ୍କୁ ଉପାସନା କରିଥିଲେ ଏବଂ ଅନ୍ୟ କୌଣସି ଦେବତାକୁ ନୁହେଁ।
JON 1 10 zi05 וַ⁠יִּֽירְא֤וּ הָֽ⁠אֲנָשִׁים֙ יִרְאָ֣ה גְדוֹלָ֔ה 1 Then the men were afraid with great fear “ତା’ପରେ ଲୋକମାନେ ବହୁତ ଡରିଗଲେ”
JON 1 10 peg3 figs-rquestion מַה־זֹּ֣את עָשִׂ֑יתָ 1 What is this that you have done? ଜାହାଜରେ ଥିବା ଲୋକମାନେ ଯୂନସଙ୍କ ଉପରେ କେତେ ଭୟଭୀତ ଓ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଏକ ଭୟଙ୍କର କାର୍ଯ୍ୟ କରିଅଛ!” [[rc://en/ta/man/translate/figs-rquestion]])ଦେଖନ୍ତୁ)
JON 1 10 us1r figs-metaphor מִ⁠לִּ⁠פְנֵ֤י יְהוָה֙ 1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ସଦାପ୍ରଭୁଙ୍କ ଉପସ୍ଥିତିକୁ ସୂଚାଏ ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତିରେ ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।<br><br>ଦୌଡି ପଳାଇ ଯୂନସ ଭାବୁଛନ୍ତି ଯେ ସଦାପ୍ରଭୁ ସେ ଅବମାନନା କରୁଛନ୍ତି ବୋଲି ଦୃଷ୍ଟି କରିପାରିବେ ନାହିଁ ବୋଲି। ବିକଳ୍ପ ଅନୁବାଦ: “ସଦାପ୍ରଭୁଙ୍କ ଉପସ୍ଥିତିରୁ” କିମ୍ବା “ସଦାପ୍ରଭୁଙ୍କଠାରୁ” [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 1 10 jdrb grammar-connect-time-background כִּ֥י הִגִּ֖יד לָ⁠הֶֽם 1 because he had told them ନାବିକମାନେ ଗୁଲିବାଣ୍ଟ କରିବା ପୂର୍ବରୁ, ଯୂନସ ସେମାନଙ୍କୁ କହିଲେ ଯେ ସେ ଉପାସନା କରୁଥିବା ଈଶ୍ୱର ସଦାପ୍ରଭୁଙ୍କଠାରୁ ଦୂରେଇ ଯାଉଛନ୍ତି। [[rc://en/ta/man/translate/grammar-connect-time-background]])ଦେଖନ୍ତୁ)
JON 1 10 hw1p figs-explicit כִּ֥י הִגִּ֖יד לָ⁠הֶֽם 1 because he had told them ସେ ସେମାନଙ୍କୁ ଯାହା କହିଲେ ତାହା ସ୍ପଷ୍ଟ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: “କାରଣ ସେ ସେମାନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। ’” [[rc://en/ta/man/translate/figs-explicit]])ଦେଖନ୍ତୁ)
JON 1 10 zi05 וַ⁠יִּֽירְא֤וּ הָֽ⁠אֲנָשִׁים֙ יִרְאָ֣ה גְדוֹלָ֔ה 1 Then the men were afraid with great fear “ତା’ପରେ ଲୋକମାନେ ମହାଭୀତ ହେଲେ”
JON 1 10 peg3 figs-rquestion מַה־זֹּ֣את עָשִׂ֑יתָ 1 What is this that you have done? ଜାହାଜରେ ଥିବା ଲୋକମାନେ ଯୂନସଙ୍କ ଉପରେ କେତେ ଭୟଭୀତ ଓ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେ ଏକ ଭୟଙ୍କର କର୍ମ କରିଅଛ!” [[rc://en/ta/man/translate/figs-rquestion]])ଦେଖନ୍ତୁ)
JON 1 10 us1r figs-metaphor מִ⁠לִּ⁠פְנֵ֤י יְהוָה֙ 1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ସୂଚାଏ ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତିରେ ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।  ଯୂନସ ପଳାଇଯାଇ  ଭାବୁଛନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିପାରିବେ ନାହିଁ । ବିକଳ୍ପ ଅନୁବାଦ: “ସଦାପ୍ରଭୁଙ୍କ ଉପସ୍ଥିତିରୁ” କିମ୍ବା “ସଦାପ୍ରଭୁଙ୍କଠାରୁ” [[rc://en/ta/man/translate/figs-metaphor]]) ଦେଖନ୍ତୁ)
JON 1 10 jdrb grammar-connect-time-background כִּ֥י הִגִּ֖יד לָ⁠הֶֽם 1 because he had told them ନାବିକମାନେ ଗୁଲିବାଣ୍ଟ କରିବା ପୂର୍ବରୁ, ଯୂନସ ସେମାନଙ୍କୁ କହିଲେ ଯେ ସେ ଉପାସନା କରୁଥିବା ଈଶ୍ୱର ଯିହୋବାଙ୍କଠାରୁ ଦୂରେଇ ଯାଉଛନ୍ତି। [[rc://en/ta/man/translate/grammar-connect-time-background]]) ଦେଖନ୍ତୁ)
JON 1 10 hw1p figs-explicit כִּ֥י הִגִּ֖יד לָ⁠הֶֽם 1 because he had told them ସେ ସେମାନଙ୍କୁ ଯାହା କହିଲେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “କାରଣ ସେ ସେମାନଙ୍କୁ କହିଲେ,ମୁଁ ଯିହୋବାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। ’” [[rc://en/ta/man/translate/figs-explicit]])ଦେଖନ୍ତୁ)
JON 1 11 kb4c וַ⁠יֹּאמְר֤וּ אֵלָי⁠ו֙ 1 Then they said to him “ଏହା ପରେ ଜାହାଜରେ ଥିବା ଲୋକମାନେ ଯୂନସକୁ କହିଲେ" କିମ୍ବା "ନାବିକମାନେ ଯୂନସଙ୍କୁ କହିଲେ”
JON 1 11 ik6d מַה־נַּ֣עֲשֶׂה לָּ֔⁠ךְ וְ⁠יִשְׁתֹּ֥ק הַ⁠יָּ֖ם מֵֽ⁠עָלֵ֑י⁠נוּ 1 What should we do to you so that the sea will calm down from upon us? “ସମୁଦ୍ରକୁ ଶାନ୍ତ କରିବା ପାଇଁ ଆମେ ତୁମ୍ଭ ସହିତ କ’ଣ କରିବା?”
JON 1 11 wxr7 figs-idiom הַ⁠יָּ֖ם הוֹלֵ֥ךְ וְ⁠סֹעֵֽר 1 the sea was going forward and storming ଏହା ଏକ ରୂଢ଼ି ଅଟେ ଅର୍ଥାତ ସମୁଦ୍ର ବିଶାଳ ତୋଫାନ ହେବାକୁ ଲାଗିଲା । ବିକଳ୍ପ ଅନୁବାଦ: “ଝଡ଼ର ଶକ୍ତି ବୃଦ୍ଧି ହେଉଥିଲା” [[rc://en/ta/man/translate/figs-idiom]])ଦେଖନ୍ତୁ)

Can't render this file because it contains an unexpected character in line 12 and column 245.