Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-09 01:44:35 +00:00
parent f39cc2eb92
commit bb585d2272
1 changed files with 2 additions and 2 deletions

View File

@ -104,8 +104,8 @@ JON 2 9 jdrh יְשׁוּעָ֖תָ⁠ה לַ⁠יהוָֽה 1 Salvation belong
JON 2 9 r4j4 figs-abstractnouns יְשׁוּעָ֖תָ⁠ה לַ⁠יהוָֽה 1 Salvation belongs to Yahweh ଏହାକୁ ପୁଣିଥରେ ଲେଖା ଯାଇପାରିବ ଯାହା ଦ୍ଵାରା ବିସ୍ତୃତ ବିଶେଷ୍ୟ **ପରିତ୍ରାଣ** ର ଅର୍ଥ ରକ୍ଷା ବୋଲି ପ୍ରକାଶ ପାଇବ । ବିକଳ୍ପ ଅନୁବାଦ: "କେବଳ ସଦାପ୍ରଭୁ ଲୋକମାନଙ୍କୁ ରକ୍ଷା କରନ୍ତି" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
JON 2 10 dz3j אֶל־הַ⁠יַּבָּשָֽׁה 1 onto the dry land “ଭୂମି ଉପରେ" କିମ୍ବା "କୂଳରେ”
JON 3 intro z3ut 0 # ଯୂନସ 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

This chapter returns to a narrative of Jonahs life.

## ଏହି ଅଧ୍ୟାୟ ଯୂନସଙ୍କ ଜୀବନର ଏକ କାହାଣୀକୁ ଫେରେ

### ପଶୁଗଣ

ରାଜାଙ୍କ ଘୋଷଣା ଅନୁଯାୟୀ, ପଶୁମାନେ ତାଙ୍କ ଦ୍ୱାରା ଦିଆଯାଇଥିବା ଉପବାସରେ ଅଂଶଗ୍ରହଣ କରିବାର ଥିଲା। ଏହା ବୋଧହୁଏ ସେମାନଙ୍କର ପାଗନ୍ ମାନସିକତାକୁ ସୂଚାଏ। ମୋଶାଙ୍କ ନିୟମରେ ଏପରି କିଛି ବିଷୟ ନଥିଲା ଯାହା ପଶୁମାନଙ୍କୁ କୌଣସି ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଏ ନ ଥିଲେ ।[[rc://en/tw/dict/bible/kt/lawofmoses]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ନୀନିବୀର ଆକାର

ଯେତେବେଳେ ଲେଖକ ନୀନିବୀର ଆକାର ବିଷୟରେ ଉଲ୍ଲେଖ କରନ୍ତି, ସେ ଦେଉଥିବା ମାପଗୁଡ଼ିକ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ଅନେକ ଜ୍ଞାନୀ ବ୍ୟକ୍ତିଙ୍କ ଅନୁଯାୟୀ ତିନି ଦିନିଆ ଯାତ୍ରା ବାକ୍ୟାଂଶଟି ଏବ୍ରୀୟ ଭାଷାରେ ଅସ୍ପଷ୍ଟ ଅଟେ । ଯୂନସଙ୍କ ସମୟରେ ସହରଗୁଡ଼ିକ ଆଜି ପରି ବଡ଼ ନଥିଲା। ତେଣୁ ନୀନିବୀ ଏକ ବଡ଼ ସହର ହୋଇଥିଲେ ମଧ୍ୟ ଅଧିକାଂଶ ଆଧୁନିକ ସହର ପରି ଏହା ବଡ଼ ନଥିଲା ।

### ଈଶ୍ଵର ଅନୁତାପ କରୁଛନ୍ତି କିମ୍ବା ପ୍ରାୟଶ୍ଚିତ କରୁଛନ୍ତି

ଏହି ଅଧ୍ୟାୟର ଶେଷ ପଦରେ କୁହାଯାଇଛି, ତେଣୁ ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। ଈଶ୍ଵରଙ୍କ ମନ ପରିବର୍ତ୍ତନ କରୁଥିବା ଏହି ଧାରଣା ତାଙ୍କ ଚରିତ୍ର ଏବଂ ଯୋଜନାଗୁଡ଼ିକ ପରିବର୍ତ୍ତନ ନହେବା ସହିତ ଅସଙ୍ଗତ ମନେହୁଏ । କିନ୍ତୁ ଏହି ପୁରା ପୁସ୍ତକଟି ମନୁଷ୍ୟ ଦୃଷ୍ଟିକୋଣରୁ ଲେଖାଯାଇଛି ଏବଂ ସେଥିପାଇଁ ଯୂନସ ଯେପରି ଦେଖିଲେ ସେହିପରି ଈଶ୍ଵରଙ୍କ କାର୍ଯ୍ୟଗୁଡ଼ିକୁ ଉପସ୍ଥାପନ କରନ୍ତି । ଈଶ୍ଵର ଯୂନସଙ୍କୁ ନୀନିବୀ ସହରର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ବିଚାର କରିବାକୁ ଚେତାବନୀ ଦେବାକୁ କହିଥିଲେ।

ସଦାପ୍ରଭୁ ଧାର୍ମିକ ଏବଂ ଦୟାଳୁ ଅଟନ୍ତି। କାରଣ ନୀନିବୀ ଲୋକମାନେ ଅନୁତାପ କଲେ ତେଣୁ ଏହି ଘଟଣାରେ ସେମାନଙ୍କର ବିଚାର କଲେ ନାହିଁ, ଏବଂ ଯୂନସ ଏହାକୁ ମନୁଷ୍ୟ ରୂପରେ ବର୍ଣ୍ଣନା କଲେ ।ଯେପରି ପାଠକ ବୁଝିପାରିବେ ଯେ ଆରମ୍ଭରୁ ଏହା ଈଶ୍ଵରଙ୍କ ଯୋଜନା ଥିଲା ।

[[rc://en/tw/dict/bible/kt/justice]], [[rc://en/tw/dict/bible/kt/mercy]] ଏବଂ [[rc://en/tw/dict/bible/kt/judge]]ଏବଂ [[rc://en/tw/dict/bible/kt/evil]])ଦେଖନ୍ତୁ)
JON 3 1 jdr7 writing-newevent וַ⁠יְהִ֧י דְבַר־יְהוָ֛ה 1 The word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ । ସେହି ବାକ୍ୟାଂଶ କାହାଣୀରପ୍ରଥମ ଅର୍ଦ୍ଧେକ (1: 1) କୁ ପରିଚିତ କରାଏ ।[[rc://en/ta/man/translate/writing-newevent]])ଦେଖନ୍ତୁ)
JON 3 1 xj6n figs-idiom וַ⁠יְהִ֧י דְבַר־יְהוָ֛ה 1 The word of Yahweh came This is an idiom meaning that Yahweh spoke in some way. See how you translated this in [1:1](../01/01.md). Alternate translation: “Yahweh spoke his message” (See: [[rc://en/ta/man/translate/figs-idiom]])
JON 3 1 jdr7 writing-newevent וַ⁠יְהִ֧י דְבַר־יְהוָ֛ה 1 The word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ । ସେହି ବାକ୍ୟାଂଶ କାହାଣୀରପ୍ରଥମ ଅର୍ଦ୍ଧେକ (1: 1) କୁ ପରିଚିତ କରାଏ । [[rc://en/ta/man/translate/writing-newevent]])ଦେଖନ୍ତୁ)
JON 3 1 xj6n figs-idiom וַ⁠יְהִ֧י דְבַר־יְהוָ֛ה 1 The word of Yahweh came ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯାହା ସଦାପ୍ରଭୁ କୌଣସି ପ୍ରକାରେ କହିଥିଲେ .. ଆପଣ ଏହାକୁ 1: 1 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ସଦାପ୍ରଭୁ ତାଙ୍କ ବାର୍ତ୍ତା କହିଥିଲେ” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 3 2 ve4i ק֛וּם לֵ֥ךְ אֶל־נִֽינְוֵ֖ה הָ⁠עִ֣יר הַ⁠גְּדוֹלָ֑ה 1 Get up, go to Nineveh, the great city “Go to the large and important city of Nineveh”
JON 3 2 cl3b figs-idiom ק֛וּם 1 Get up **Get up** here is an idiom intended to motivate Jonah to obey the next command, which is “go.” See how you translated this in [1:2](..01/02.md) and [1:3](..01/03.md). (See: [[rc://en/ta/man/translate/figs-idiom]])
JON 3 2 ir79 וִּ⁠קְרָ֤א אֵלֶ֨י⁠הָ֙ אֶת־הַ⁠קְּרִיאָ֔ה אֲשֶׁ֥ר אָנֹכִ֖י דֹּבֵ֥ר אֵלֶֽי⁠ךָ 1 call out to it the proclamation that I tell to you “tell the people there what I tell you to tell them”

Can't render this file because it contains an unexpected character in line 16 and column 428.