Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-10 18:10:49 +00:00
parent b5e4ef9d8d
commit f6892f9d5c
1 changed files with 1 additions and 1 deletions

View File

@ -96,7 +96,7 @@ JON 2 7 l2b6 אֶת־יְהוָ֖ה זָכָ֑רְתִּי 1 I remembered Yahwe
JON 2 7 ue9g figs-metaphor וַ⁠תָּב֤וֹא אֵלֶ֨י⁠ךָ֙ תְּפִלָּתִ֔⁠י אֶל־הֵיכַ֖ל קָדְשֶֽׁ⁠ךָ 1 and my prayer came to you, to your holy temple ଯୂନସ କହନ୍ତି ଯେପରି ତାଙ୍କର ପ୍ରାର୍ଥନା ଈଶ୍ଵର ଏବଂ ତାଙ୍କ ମନ୍ଦିର ପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥନା ଯାତ୍ରା କରି ଯାଇପାରିବ । ଏହାର ଅର୍ଥ ଏହା ଯେ ଯେ ଈଶ୍ଵର ତାଙ୍କ ପ୍ରାର୍ଥନା ଶୁଣି ଏହାର ଉତ୍ତର ଦେବେ । ବିକଳ୍ପ ଅନୁବାଦ: "ତାପରେ ତୁମ୍ଭେ ତୁମ୍ଭର ପବିତ୍ର ମନ୍ଦିରରୁ ମୋର ପ୍ରାର୍ଥନା ଶୁଣିଲ" [[rc://en/ta/man/translate/figs-metaphor]])ଦେଖନ୍ତୁ)
JON 2 7 jdrf figs-metonymy הֵיכַ֖ל קָדְשֶֽׁ⁠ךָ 1 your holy temple ଏଠାରେ ବାକ୍ୟାଂଶ **ପବିତ୍ର ମନ୍ଦିର** ଆକ୍ଷରିକ ବା ଆଳଙ୍କାରିକ ଅର୍ଥ ହୋଇପାରେ, କିମ୍ବା  ଉଭୟ ହୋଇପାରେ । ୟୂନସ ହୁଏତ ଆକ୍ଷରିକ ମନ୍ଦିର ଯିରୂଶାଲମ ବିଷୟରେ ବ୍ୟକ୍ତ କରୁଥିଲେ କିମ୍ବା ସେ ଈଶ୍ଵରଙ୍କ ବାସସ୍ଥାନ ସ୍ୱର୍ଗ ବିଷୟରେ କହୁଥିଲେ । UST ଦେଖନ୍ତୁ । [[rc://en/ta/man/translate/figs-metonymy]])
JON 2 7 jdre נַפְשִׁ֔⁠י 1 my spirit ଏଠାରେ ଏବ୍ରୀୟ ଶବ୍ଦ **ମୋର ଆତ୍ମା,  ମୋ ଜୀବନକୁ** ମଧ୍ୟ ବୁଝାଏ ।
JON 2 8 u1l9 figs-idiom מְשַׁמְּרִ֖ים הַבְלֵי־שָׁ֑וְא 1 Those who give attention to empty vanities ଏଠାରେ “ଖାଲି ଅସାରତା” ଶବ୍ଦଟି ବୋଧହୁଏ ମିଥ୍ୟା ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଦର୍ଶାଉଥିବା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ଅଦରକାରୀ ପ୍ରତିମା ପ୍ରତି ଧ୍ୟାନ ଦିଅନ୍ତି” କିମ୍ବା “ଯେଉଁମାନେ ଅଦରକାରୀ ଦେବତା ପ୍ରତି ମନୟଯୋଗ କରନ୍ତି” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 2 8 u1l9 figs-idiom מְשַׁמְּרִ֖ים הַבְלֵי־שָׁ֑וְא 1 Those who give attention to empty vanities ଏଠାରେ **ଖାଲି ଅସାରତା** ଶବ୍ଦଟି ବୋଧହୁଏ ମିଥ୍ୟା ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଦର୍ଶାଉଥିବା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେଉଁମାନେ ଅଦରକାରୀ ପ୍ରତିମା ପ୍ରତି ଧ୍ୟାନ ଦିଅନ୍ତି” କିମ୍ବା “ଯେଉଁମାନେ ଅଦରକାରୀ ଦେବତା ପ୍ରତି ମନୟଯୋଗ କରନ୍ତି” [[rc://en/ta/man/translate/figs-idiom]])ଦେଖନ୍ତୁ)
JON 2 8 fac9 חַסְדָּ֖⁠ם יַעֲזֹֽבוּ 1 forsake their covenant faithfulness ଏଠାରେ, **ଚୁକ୍ତି ବିଶ୍ଵସ୍ତତାର** ଅର୍ଥ 1) ଈଶ୍ଵରଙ୍କ ବିଶ୍ୱସ୍ତତା କିମ୍ବା 2) ଲୋକଙ୍କ ବିଶ୍ୱସ୍ତତାକୁ ସୂଚାଇପାରେ । ତେଣୁ, ଏହାର ଅର୍ଥ ହୋଇପାରେ 1) “ତୁମ୍ଭକୁ ପ୍ରତ୍ୟାଖ୍ୟାନ କରୁଛ, ଯିଏ ସେମାନଙ୍କ ପ୍ରତି ବିଶ୍ୱସ୍ତ ହେବ” କିମ୍ବା 2) “ତୁମ୍ଭ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ତ୍ୟାଗ କରୁଛନ୍ତି”
JON 2 9 q3yb grammar-connect-logic-contrast וַ⁠אֲנִ֗י 1 But as for me, ଏହି ଅଭିବ୍ୟକ୍ତି ଦର୍ଶାଏ ଯେ ଯୂନସ ବର୍ତ୍ତମାନ ଏବଂ ନିଜ ବିଷୟରେ କହିଥିବା ଲୋକଙ୍କ ମଧ୍ୟରେ ଏକ ଭିନ୍ନତା ଅଛି । ସେମାନେ ଅଦରକାରୀ ଦେବତାମାନଙ୍କୁ ଧ୍ୟାନ ଦେଲେ, କିନ୍ତୁ ସେ ସଦାପ୍ରଭୁଙ୍କୁ ଉପାସନା କଲେ। ବିକଳ୍ପ ଅନୁବାଦ: "କିନ୍ତୁ ମୁଁ" [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
JON 2 9 nfd2 בְּ⁠ק֤וֹל תּוֹדָה֙ אֶזְבְּחָה־לָּ֔⁠ךְ 1 I will sacrifice to you with a voice of thanksgiving ଏହି ବାକ୍ୟାଂଶର ଅର୍ଥ ଯୂନସ ଯେତେବେଳେ ଈଶ୍ଵରଙ୍କ ପାଇଁ ଏକ ବଳିଦାନ ଦେଇଥିଲେ ସେତେବେଳେ ତାଙ୍କୁ ଧନ୍ୟବାଦ ଦେବେ । ଯୂନସ ଆନନ୍ଦରେ ଗୀତ ଗାଇ କିମ୍ବା ପାଟି କରି ଈଶ୍ଵଙ୍କୁ ଧନ୍ୟବାଦ ଦେବାକୁ ଯୋଜନା କରିଥିଲେ ନା ନାହିଁ ତାହା ସ୍ପଷ୍ଟ ନୁହେଁ।

Can't render this file because it contains an unexpected character in line 16 and column 428.