translationCore-Create-BCS_.../en_tn_66-JUD.tsv

72 lines
43 KiB
Plaintext
Raw Normal View History

2020-05-28 09:17:18 +00:00
Book Chapter Verse ID SupportReference OrigQuote Occurrence GLQuote OccurrenceNote
JUD front intro xh5n 0 # ଯିହୂଦାର ପରିଚୟ

## ଭାଗ 1: ସାଧାରଣ ପରିଚୟ

### ଯିହୂଦା ପୁସ୍ରତକ ରୂପରେଖା

1. ପରିଚୟ (୧:୧-)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର”  ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ : ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ  ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍<E0ACA3><E0AD8D>
JUD 1 1 ek3q figs-you 0 General Information: ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପ୍ରଥମେ ସେମାନଙ୍କର ନାମକୁ ଉଲ୍ଲେଖ କରନ୍ତି, ଏବଂ ସେମାନେ ତୃତୀୟ ପୁରୁଷରେ ନିଜକୁ ସୂଚାନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଆପଣ ପ୍ରଥମ ପୁରୁଷବାଚକ ଶବ୍ଦକୁ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାରେ ଏକ ପତ୍ରରର ଲେଖକକୁ ପରିଚିତ କରାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ତେବେ ଆପଣ ମଧ୍ୟ ଏହାକୁ ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ମୁଁ, ଯିହୂଦା, ଏହି ପତ୍ରକୁ ଲେଖୁଅଛି” କିମ୍ବା “ଯିହୂଦା ଠାରୁ” (ଦେଖନ୍ତୁ: [[rc://or/ta/man/translate/figs-you]])
JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of **ଯିହୂଦା** ଜଣେ ପୁରୁଷ ତଥା ଯାକୁବଙ୍କ ଭାଇଙ୍କର ନାମ ଅଟେ । ଯିହୂଦାର ପରିଚୟର ଭାଗ ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ ।(ଦେଖନ୍ତୁ: [[rc://or/ta/man/translate/translate-names]])
JUD 1 1 m3v1 ἀδελφὸς ... Ἰακώβου 1 brother of James **ଯାକୁବ** ଏବଂ ଯିହୂଦା ଯୀଶୁଙ୍କ ଭାଇ ଥିଲେ । ଯୋଷେଫ ସେମାନଙ୍କର ଶାରୀରିକ ପିତା ଥିଲେ, କିନ୍ତୁ ସେ ଯୀଶୁଙ୍କ ଶାରୀରିକ ପିତା ନଥିଲେ ।ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାକୁବଙ୍କ ଭାଇ, ଉଭୟ ଯୀଶୁଙ୍କ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଦୟା**, **ଶାନ୍ତି**, ଏବଂ **ପ୍ରେମ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାଳୁ କର୍ମକୁ ତୁମ୍ଭମାନଙ୍କ ପ୍ରତି ପ୍ରଚୁରଭାବେ ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁରଭାବେ ଶାନ୍ତିପୂର୍ଣ୍ଣ ଆତ୍ମା ​​ଦିଅନ୍ତୁ ଏବଂ ତୁମକୁ ଅଧିକରୁ ଅଧିକ ପ୍ରେମ କରନ୍ତୁ” (ଦେଖନ୍ତୁ: [[rc://or/ta/man/translate/figs-abstractnouns]])
JUD 1 3 kjk6 figs-inclusive 0 General Information: ଏଠାରେ, **ଆମ୍ଭମାନଙ୍କର** ଯିହୂଦା ଏବଂ ତାଙ୍କ ପାଠକ ତଥା ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://or/ta/man/translate/figs-inclusive]])
JUD 1 3 yfa8 0 Connecting Statement: ଏହି ବାକ୍ୟାଂଶ ନିମ୍ନଲିଖିତ ବିଷୟଗୁଡ଼ିକୁ ବୁଝାଇପାରେ: (୧) ଯିହୂଦା ଏହି ପତ୍ରର ବିଷୟଠାରୁ ଭିନ୍ନ କିଛି ବିଷୟକୁ ଉଲ୍ଲେଖ କରିବାକୁ ଇଚ୍ଛା କରିଥିଲେ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହୁଏ” () ଯିହୂଦା ଲେଖୁଥିବା ସମୟକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହେବା ସମୟରେ”
JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପରିତ୍ରାଣ ସମ୍ବନ୍ଧରେ”

JUD 1 3 si1u ἀνάγκην ἔσχον γράψαι 1 I had to write ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆବଶ୍ୟକତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ଲେଖିବା ଆବଶ୍ୟକ ଥିଲା” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστει 1 to exhort you to struggle earnestly for the faith ଏହା ଏକ ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ଅଟେ । ଯେଉଁ ଉଦ୍ଦେଶ୍ୟରେ ଯିହୂଦା ଏହି ପତ୍ରକୁ ଲେଖିଛନ୍ତି ତାହା ସେ ଏଠାରେ ଉଲ୍ଲେଖ କରନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ନିମନ୍ତେ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ
। ବିକଳ୍ପ ଅନୁବାଦ (ପୂର୍ବର କମା ବ୍ୟବହାର ନ କରି): “ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଚେଷ୍ଟା କରିବାକୁ ଉତ୍ସାହିତ କରିବା ନିମନ୍ତେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
JUD 1 3 j67u ἅπαξ 1 once for all ଏଠାରେ, **ସମସ୍ତଙ୍କ ପାଇଁ ଏକାଥରକେ** ବାକ୍ୟାଂଶ ଏକ ଏପରି ବିଷୟକୁ ପ୍ରକାଶ କରେ ଯାହା କେବଳ ଥରେ କରାଯାଇଥିଲା ଏବଂ ଆଉ କେବେ ହେଁ କରାଯିବ ନାହିଁ । **ସମସ୍ତଙ୍କ ପାଇଁ** ବାକ୍ୟାଂଶର ଅର୍ଥ “ଚିରକାଳ ପାଇଁ” ଅଟେ । ଏହାର ଅର୍ଥ “ସମସ୍ତ ଲୋକମାନଙ୍କ ପାଇଁ” ନୁହେଁ

JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you ବିକଳ୍ପ ଅନୁବାଦ: “କେତେକ ଲୋକ ଗୁପ୍ତରେ ପ୍ରବେଶ କରିଅଛନ୍ତି” କିମ୍ବା “କେତେକ ଲୋକ ନିଜ ପ୍ରତି ଧ୍ୟାନ ନ ଦେଇ ପ୍ରବେଶ
କରିଛନ୍ତି”
JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରିପାରିବେ ଏବଂ କାର୍ଯ୍ୟରେ କିଏ ଅନ୍ତର୍ଭୁକ୍ତ ଅଛି ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ଵର ଏହି ଦଣ୍ଡ ପାଇଁ
ବହୁ ପୂର୍ବରୁ ନିଯୁକ୍ତ କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧- “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା?  ତାହା କେବେ ହେଁ ନ ହେଉ!”  କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର କର୍ତ୍ତା ଓ ପ୍ରଭୁ ନୁହଁନ୍ତି ବୋଲି ଶିକ୍ଷା ଦିଅନ୍ତି”
JUD 1 5 fa5e 0 Connecting Statement: ଏଠାରେ, **ସମସ୍ତ ବିଷୟ** ବିଶେଷ ଭାବରେ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଯିହୂଦା ତାହାଙ୍କ ପାଠକମାନଙ୍କୁ ଏଠାରେ ସ୍ମରଣ କରାନ୍ତି । ଏଠାରେ ଥିବା ସମସ୍ତ ବିଷୟ ଈଶ୍ଵରଙ୍କ ବିଷୟରେ କିମ୍ବା ସମସ୍ତ  ବିଷୟରେ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯାହା ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଏ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ “ଲୋକେ ଉଦ୍ଧାର ହେଲେ” ବୋଲି ସ୍ପଷ୍ଟ ଭାବରେ
ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” କିମ୍ବା “ଇସ୍ରାଏଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
[[rc://en/ta/man/translate/writing-pronouns]])
JUD 1 6 s1j9 figs-metonymy ζόφον 1 utter darkness ଏଠାରେ, **ଅନ୍ଧକାରମୟ** ଏକ ଉପନାମ ଅଟେ ଯାହା ମୃତ କିମ୍ବା ନର୍କର ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ନର୍କର ପୂର୍ଣ୍ଣ ଅନ୍ଧକାରରେ” (ଦେଖନ୍ତୁ: [[rc://or/ta/man/translate/figs-metonymy]])
JUD 1 6 ccz6 μεγάλης ἡμέρας 1 the great day ଏଠାରେ, **ମହା ଦିନ** “ପ୍ରଭୁଙ୍କ ଦିନ” କୁ ବୁଝାଏ ଯାହା ଈଶ୍ଵର ସମସ୍ତଙ୍କର ବିଚାର କରିବାକୁ, ଏବଂ ଯୀଶୁ ପୃଥିବୀକୁ ଫେରି ଆସିବାକୁ ବୁଝାଏ । (ଦେଖନ୍ତୁ: [[rc://en/tw/dict/bible/kt/dayofthelord]]) ଯଦି ଏହା ଆପଣଙ୍କ ପାଠକମାନଙ୍କ
ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ମହାନ ଦିନ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ, **ସଦୋମ**, **ଗମୋରା**, ଏବଂ **ନଗରଗୁଡ଼ିକ** ସେହି ନଗର ଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ
। ବିକଳ୍ପ ଅନୁବାଦ: “ସେହି ଅଞ୍ଚଳରେ ଥିବା ଲୋକମାନେ” (ଦେଖନ୍ତୁ: [[rc://or/ta/man/translate/figs-metonymy]])
JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ଏଠାରେ, **ଏହି** ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଦୂତମାନଙ୍କୁ ବୁଝାଏ । ସଦୋମ ଏବଂ ଗୋମୋରାର ଯୌନଗତ ପାପଗୁଡ଼ିକ ଦୂତମାନଙ୍କ ମନ୍ଦ ମାର୍ଗ ପରି ସମାନ ପ୍ରକାରର ବିଦ୍ରୋହର ଫଳାଫଳ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ଏହି ଦୁଷ୍ଟ ଦୂତମାନଙ୍କ ପରି ଯୌନଗତ ପାପ କରି” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଏବଂ ଗୋମୋରାର ଲୋକମାନଙ୍କର ବିନାଶ ଏକ **ଉଦାହରଣ** ଅଟେ ଯାହା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କ ସହ ଘଟିଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଉଦାହରଣ ଭାବରେ ଉଲ୍ଲେଖିତ” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଏଠାରେ, **ଏହିମାନେ** ଶବ୍ଦ ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକ ଯେଉଁମାନେ ସ୍ୱପ୍ନ ଦେଖନ୍ତି”(ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ଏଠାରେ, **ଶରୀର** ଏହି ମିଥ୍ୟା ଶିକ୍ଷକମାନଙ୍କ ଶରୀରକୁ ବୁଝାଏ । ପାଉଲ ଏହି ଧାରଣା ସହ ସହମତ ଥିଲେ ଯେବେ ସେ ୧ କରିନ୍ଥୀୟ: ୧୮:୧ ରେ ଯୌନ ବ୍ୟଭିଚାର ନିଜ ଶରୀର ବିରୁଦ୍ଧରେ ପାପ ଅଟେ ବୋଲି ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅପର ପକ୍ଷରେ ସେମାନଙ୍କ ଶରୀରକୁ ଅପବିତ୍ର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
JUD 1 8 e73k βλασφημοῦσιν 1 say slanderous things
JUD 1 8 pn3j δόξας 1 glorious ones ଏଠାରେ, **ଅଲୌକିକ** ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ, ଯେପରିକି ଦୂତଗଣ । ବିକଳ୍ପ ଅନୁବାଦ: “ଅଲୌକିକ ଆତ୍ମିକ ପ୍ରାଣୀ”
JUD 1 9 rmg9 0 General Information:
JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring
JUD 1 9 kib4 κρίσιν ... βλασφημίας 1 a slanderous judgment
2020-05-28 09:17:18 +00:00
JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand "ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md))
JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]])
JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I
JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I
JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]])
JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]])
JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]])
JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]])
JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I
JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”"
JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
JUD 1 16 eaf2 λαλεῖ ὑπέρογκα 1 loud boasters ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])
JUD 1 19 r28j οὗτοί εἰσιν 1 It is these ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”
JUD 1 19 ba6u figs-metaphor ψυχικοί 1 are worldly ଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://or/ta/man/translate/figs-metaphor]])
JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
JUD 1 20 xm93 ὑμεῖς δέ, ἀγαπητοί 1 But you, beloved ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])
JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]])
JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])
JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord "ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I"