Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-10 11:22:17 +00:00
parent 2a03f094c1
commit 3cfdb43849
1 changed files with 6 additions and 6 deletions

View File

@ -24,12 +24,12 @@ JUD 1 7 yn36 figs-metonymy αἱ περὶ αὐτὰς πόλεις 1 the citie
JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ଏଠାରେ, **ଏହି** ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଦୂତମାନଙ୍କୁ ବୁଝାଏ । ସଦୋମ ଏବଂ ଗୋମୋରାର ଯୌନଗତ ପାପଗୁଡ଼ିକ ଦୂତମାନଙ୍କ ମନ୍ଦ ମାର୍ଗ ପରି ସମାନ ପ୍ରକାରର ବିଦ୍ରୋହର ଫଳାଫଳ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ଏହି ଦୁଷ୍ଟ ଦୂତମାନଙ୍କ ପରି ଯୌନଗତ ପାପ କରି” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଏବଂ ଗୋମୋରାର ଲୋକମାନଙ୍କର ବିନାଶ ଏକ **ଉଦାହରଣ** ଅଟେ ଯାହା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କ ସହ ଘଟିଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଉଦାହରଣ ଭାବରେ ଉଲ୍ଲେଖିତ” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଏଠାରେ, **ଏହିମାନେ** ଶବ୍ଦ ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକ ଯେଉଁମାନେ ସ୍ୱପ୍ନ ଦେଖନ୍ତି”(ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: [[rc://or/ta/man/translate/figs-metaphor]])
JUD 1 8 e73k βλασφημοῦσιν 1 say slanderous things ଅପମାନଜନକ କଥା କହନ୍ତି
JUD 1 8 pn3j δόξας 1 glorious ones ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I
JUD 1 9 rmg9 0 General Information: ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I
JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ”
JUD 1 9 kib4 κρίσιν ... βλασφημίας 1 a slanderous judgment ଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର”
JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ଏଠାରେ, **ଶରୀର** ଏହି ମିଥ୍ୟା ଶିକ୍ଷକମାନଙ୍କ ଶରୀରକୁ ବୁଝାଏ । ପାଉଲ ଏହି ଧାରଣା ସହ ସହମତ ଥିଲେ ଯେବେ ସେ ୧ କରିନ୍ଥୀୟ: ୧୮:୧ ରେ ଯୌନ ବ୍ୟଭିଚାର ନିଜ ଶରୀର ବିରୁଦ୍ଧରେ ପାପ ଅଟେ ବୋଲି ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅପର ପକ୍ଷରେ ସେମାନଙ୍କ ଶରୀରକୁ ଅପବିତ୍ର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
JUD 1 8 e73k βλασφημοῦσιν 1 say slanderous things
JUD 1 8 pn3j δόξας 1 glorious ones ଏଠାରେ, **ଅଲୌକିକ** ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ, ଯେପରିକି ଦୂତଗଣ । ବିକଳ୍ପ ଅନୁବାଦ: “ଅଲୌକିକ ଆତ୍ମିକ ପ୍ରାଣୀ”
JUD 1 9 rmg9 0 General Information:
JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring
JUD 1 9 kib4 κρίσιν ... βλασφημίας 1 a slanderous judgment
JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand "ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md))

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
24 JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ଏଠାରେ, **ଏହି** ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଦୂତମାନଙ୍କୁ ବୁଝାଏ । ସଦୋମ ଏବଂ ଗୋମୋରାର ଯୌନଗତ ପାପଗୁଡ଼ିକ ଦୂତମାନଙ୍କ ମନ୍ଦ ମାର୍ଗ ପରି ସମାନ ପ୍ରକାରର ବିଦ୍ରୋହର ଫଳାଫଳ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ଏହି ଦୁଷ୍ଟ ଦୂତମାନଙ୍କ ପରି ଯୌନଗତ ପାପ କରି” (ଦେଖନ୍ତୁ: [[rc://en/ta/man/translate/writing-pronouns]])
25 JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଏବଂ ଗୋମୋରାର ଲୋକମାନଙ୍କର ବିନାଶ ଏକ **ଉଦାହରଣ** ଅଟେ ଯାହା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କ ସହ ଘଟିଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଉଦାହରଣ ଭାବରେ ଉଲ୍ଲେଖିତ” (ଦେଖନ୍ତୁ: [[rc://en/ta/man/translate/figs-explicit]])
26 JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଏଠାରେ, **ଏହିମାନେ** ଶବ୍ଦ ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକ ଯେଉଁମାନେ ସ୍ୱପ୍ନ ଦେଖନ୍ତି”(ଦେଖନ୍ତୁ: [[rc://en/ta/man/translate/writing-pronouns]])
27 JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ – ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ – ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: [[rc://or/ta/man/translate/figs-metaphor]]) ଏଠାରେ, **ଶରୀର** ଏହି ମିଥ୍ୟା ଶିକ୍ଷକମାନଙ୍କ ଶରୀରକୁ ବୁଝାଏ । ପାଉଲ ଏହି ଧାରଣା ସହ ସହମତ ଥିଲେ ଯେବେ ସେ ୧ କରିନ୍ଥୀୟ: ୧୮:୧ ରେ ଯୌନ ବ୍ୟଭିଚାର ନିଜ ଶରୀର ବିରୁଦ୍ଧରେ ପାପ ଅଟେ ବୋଲି ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅପର ପକ୍ଷରେ ସେମାନଙ୍କ ଶରୀରକୁ ଅପବିତ୍ର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
28 JUD 1 8 e73k βλασφημοῦσιν 1 say slanderous things ଅପମାନଜନକ କଥା କହନ୍ତି
29 JUD 1 8 pn3j δόξας 1 glorious ones ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I ଏଠାରେ, **ଅଲୌକିକ** ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ, ଯେପରିକି ଦୂତଗଣ । ବିକଳ୍ପ ଅନୁବାଦ: “ଅଲୌକିକ ଆତ୍ମିକ ପ୍ରାଣୀ”
30 JUD 1 9 rmg9 0 General Information: ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I
31 JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ”
32 JUD 1 9 kib4 κρίσιν ... βλασφημίας 1 a slanderous judgment ଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର”
33 JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
34 JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
35 JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ୨) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md)) JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]]) JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]]) JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ – ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]]) JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”