43 KiB
43 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | JUD | front | intro | xh5n | 0 | # ଯିହୂଦାର ପରିଚୟ

## ଭାଗ 1: ସାଧାରଣ ପରିଚୟ

### ଯିହୂଦା ପୁସ୍ରତକ ରୂପରେଖା

1. ପରିଚୟ (୧:୧-୨)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ୨ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର” ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### “ତୁମେ” ଏକକ ବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ ବୁଝାଏ । (ଦେଖନ୍ତୁ: @ ଏବଂ @)

### ୨ ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]]) | |||
3 | JUD | 1 | 1 | ek3q | figs-you | 0 | General Information: | ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପ୍ରଥମେ ସେମାନଙ୍କର ନାମକୁ ଉଲ୍ଲେଖ କରନ୍ତି, ଏବଂ ସେମାନେ ତୃତୀୟ ପୁରୁଷରେ ନିଜକୁ ସୂଚାନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଆପଣ ପ୍ରଥମ ପୁରୁଷବାଚକ ଶବ୍ଦକୁ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷାରେ ଏକ ପତ୍ରରର ଲେଖକକୁ ପରିଚିତ କରାଇବାର ଏକ ନିର୍ଦ୍ଦିଷ୍ଟ ଉପାୟ ଅଛି, ତେବେ ଆପଣ ମଧ୍ୟ ଏହାକୁ ଏଠାରେ ବ୍ୟବହାର କରିପାରିବେ। ବିକଳ୍ପ ଅନୁବାଦ: “ମୁଁ, ଯିହୂଦା, ଏହି ପତ୍ରକୁ ଲେଖୁଅଛି” କିମ୍ବା “ଯିହୂଦା ଠାରୁ” (ଦେଖନ୍ତୁ: [[rc://or/ta/man/translate/figs-you]]) | |
4 | JUD | 1 | 1 | npc3 | translate-names | Ἰούδας, Ἰησοῦ Χριστοῦ δοῦλος | 1 | Jude, a servant of | **ଯିହୂଦା** ଜଣେ ପୁରୁଷ ତଥା ଯାକୁବଙ୍କ ଭାଇଙ୍କର ନାମ ଅଟେ । ଯିହୂଦାର ପରିଚୟର ଭାଗ ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ ।(ଦେଖନ୍ତୁ: [[rc://or/ta/man/translate/translate-names]]) |
5 | JUD | 1 | 1 | m3v1 | ἀδελφὸς ... Ἰακώβου | 1 | brother of James | **ଯାକୁବ** ଏବଂ ଯିହୂଦା ଯୀଶୁଙ୍କ ଭାଇ ଥିଲେ । ଯୋଷେଫ ସେମାନଙ୍କର ଶାରୀରିକ ପିତା ଥିଲେ, କିନ୍ତୁ ସେ ଯୀଶୁଙ୍କ ଶାରୀରିକ ପିତା ନଥିଲେ ।ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାକୁବଙ୍କ ଭାଇ, ଉଭୟ ଯୀଶୁଙ୍କ ଭାଇ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | |
6 | JUD | 1 | 2 | r5ae | figs-abstractnouns | ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη | 1 | May mercy and peace and love be multiplied to you | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଦୟା**, **ଶାନ୍ତି**, ଏବଂ **ପ୍ରେମ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାଳୁ କର୍ମକୁ ତୁମ୍ଭମାନଙ୍କ ପ୍ରତି ପ୍ରଚୁରଭାବେ ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁରଭାବେ ଶାନ୍ତିପୂର୍ଣ୍ଣ ଆତ୍ମା ଦିଅନ୍ତୁ ଏବଂ ତୁମକୁ ଅଧିକରୁ ଅଧିକ ପ୍ରେମ କରନ୍ତୁ” (ଦେଖନ୍ତୁ: [[rc://or/ta/man/translate/figs-abstractnouns]]) |
7 | JUD | 1 | 3 | kjk6 | figs-inclusive | 0 | General Information: | ଏଠାରେ, **ଆମ୍ଭମାନଙ୍କର** ଯିହୂଦା ଏବଂ ତାଙ୍କ ପାଠକ ତଥା ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://or/ta/man/translate/figs-inclusive]]) | |
8 | JUD | 1 | 3 | yfa8 | 0 | Connecting Statement: | ଏହି ବାକ୍ୟାଂଶ ନିମ୍ନଲିଖିତ ବିଷୟଗୁଡ଼ିକୁ ବୁଝାଇପାରେ: (୧) ଯିହୂଦା ଏହି ପତ୍ରର ବିଷୟଠାରୁ ଭିନ୍ନ କିଛି ବିଷୟକୁ ଉଲ୍ଲେଖ କରିବାକୁ ଇଚ୍ଛା କରିଥିଲେ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହୁଏ” (୨) ଯିହୂଦା ଲେଖୁଥିବା ସମୟକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହେବା ସମୟରେ” | ||
9 | JUD | 1 | 3 | mi3w | τῆς κοινῆς ἡμῶν σωτηρίας | 1 | our common salvation | ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପରିତ୍ରାଣ ସମ୍ବନ୍ଧରେ”

10 | JUD | 1 | 3 | si1u | ἀνάγκην ἔσχον γράψαι | 1 | I had to write | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆବଶ୍ୟକତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ଲେଖିବା ଆବଶ୍ୟକ ଥିଲା” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) | |
11 | JUD | 1 | 3 | yyf4 | παρακαλῶν ἐπαγωνίζεσθαι τῇ ... πίστει | 1 | to exhort you to struggle earnestly for the faith | ଏହା ଏକ ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ଅଟେ । ଯେଉଁ ଉଦ୍ଦେଶ୍ୟରେ ଯିହୂଦା ଏହି ପତ୍ରକୁ ଲେଖିଛନ୍ତି ତାହା ସେ ଏଠାରେ ଉଲ୍ଲେଖ କରନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟମୁଳକ ବାକ୍ୟାଂଶ ନିମନ୍ତେ ଆପଣଙ୍କ ଭାଷାର ନିୟମାବଳୀ ଅନୁସରଣ କରନ୍ତୁ
। ବିକଳ୍ପ ଅନୁବାଦ (ପୂର୍ବର କମା ବ୍ୟବହାର ନ କରି): “ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଚେଷ୍ଟା କରିବାକୁ ଉତ୍ସାହିତ କରିବା ନିମନ୍ତେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]]) | |
12 | JUD | 1 | 3 | j67u | ἅπαξ | 1 | once for all | ଏଠାରେ, **ସମସ୍ତଙ୍କ ପାଇଁ ଏକାଥରକେ** ବାକ୍ୟାଂଶ ଏକ ଏପରି ବିଷୟକୁ ପ୍ରକାଶ କରେ ଯାହା କେବଳ ଥରେ କରାଯାଇଥିଲା ଏବଂ ଆଉ କେବେ ହେଁ କରାଯିବ ନାହିଁ । **ସମସ୍ତଙ୍କ ପାଇଁ** ବାକ୍ୟାଂଶର ଅର୍ଥ “ଚିରକାଳ ପାଇଁ” ଅଟେ । ଏହାର ଅର୍ଥ “ସମସ୍ତ ଲୋକମାନଙ୍କ ପାଇଁ” ନୁହେଁ

13 | JUD | 1 | 4 | v94i | παρεισέδυσαν γάρ τινες ἄνθρωποι | 1 | For certain men have slipped in secretly among you | ବିକଳ୍ପ ଅନୁବାଦ: “କେତେକ ଲୋକ ଗୁପ୍ତରେ ପ୍ରବେଶ କରିଅଛନ୍ତି” କିମ୍ବା “କେତେକ ଲୋକ ନିଜ ପ୍ରତି ଧ୍ୟାନ ନ ଦେଇ ପ୍ରବେଶ
କରିଛନ୍ତି” | |
14 | JUD | 1 | 4 | wwz3 | figs-activepassive | οἱ ... προγεγραμμένοι εἰς ... τὸ κρίμα | 1 | men who were marked out for condemnation | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରିପାରିବେ ଏବଂ କାର୍ଯ୍ୟରେ କିଏ ଅନ୍ତର୍ଭୁକ୍ତ ଅଛି ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ଵର ଏହି ଦଣ୍ଡ ପାଇଁ
ବହୁ ପୂର୍ବରୁ ନିଯୁକ୍ତ କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]]) |
15 | JUD | 1 | 4 | c642 | figs-metaphor | τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν | 1 | who have changed the grace of our God into sensuality | ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧-୨ “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା? ତାହା କେବେ ହେଁ ନ ହେଉ!” କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]]) |
16 | JUD | 1 | 4 | ws1b | τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι | 1 | deny our only Master and Lord, Jesus Christ | ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର କର୍ତ୍ତା ଓ ପ୍ରଭୁ ନୁହଁନ୍ତି ବୋଲି ଶିକ୍ଷା ଦିଅନ୍ତି” | |
17 | JUD | 1 | 5 | fa5e | 0 | Connecting Statement: | ଏଠାରେ, **ସମସ୍ତ ବିଷୟ** ବିଶେଷ ଭାବରେ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଯିହୂଦା ତାହାଙ୍କ ପାଠକମାନଙ୍କୁ ଏଠାରେ ସ୍ମରଣ କରାନ୍ତି । ଏଠାରେ ଥିବା ସମସ୍ତ ବିଷୟ ଈଶ୍ଵରଙ୍କ ବିଷୟରେ କିମ୍ବା ସମସ୍ତ ବିଷୟରେ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯାହା ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଏ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | ||
18 | JUD | 1 | 5 | f4mm | Ἰησοῦς λαὸν ἐκ γῆς Αἰγύπτου σώσας | 1 | Jesus saved a people out of the land of Egypt | ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ “ଲୋକେ ଉଦ୍ଧାର ହେଲେ” ବୋଲି ସ୍ପଷ୍ଟ ଭାବରେ
ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” କିମ୍ବା “ଇସ୍ରାଏଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” (ଦେଖନ୍ତୁ: [[rc://en/ta/man/translate/figs-explicit]]) | |
19 | JUD | 1 | 6 | pt1k | τὴν ἑαυτῶν ἀρχὴν | 1 | their own position of authority | ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର” | |
20 | JUD | 1 | 6 | s3cn | δεσμοῖς ἀϊδίοις ὑπὸ ζόφον τετήρηκεν | 1 | God has kept them in everlasting chains, in utter darkness | ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
[[rc://en/ta/man/translate/writing-pronouns]]) | |
21 | JUD | 1 | 6 | s1j9 | figs-metonymy | ζόφον | 1 | utter darkness | ଏଠାରେ, **ଅନ୍ଧକାରମୟ** ଏକ ଉପନାମ ଅଟେ ଯାହା ମୃତ କିମ୍ବା ନର୍କର ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ନର୍କର ପୂର୍ଣ୍ଣ ଅନ୍ଧକାରରେ” (ଦେଖନ୍ତୁ: [[rc://or/ta/man/translate/figs-metonymy]]) |
22 | JUD | 1 | 6 | ccz6 | μεγάλης ἡμέρας | 1 | the great day | ଏଠାରେ, **ମହା ଦିନ** “ପ୍ରଭୁଙ୍କ ଦିନ” କୁ ବୁଝାଏ ଯାହା ଈଶ୍ଵର ସମସ୍ତଙ୍କର ବିଚାର କରିବାକୁ, ଏବଂ ଯୀଶୁ ପୃଥିବୀକୁ ଫେରି ଆସିବାକୁ ବୁଝାଏ । (ଦେଖନ୍ତୁ: [[rc://en/tw/dict/bible/kt/dayofthelord]]) ଯଦି ଏହା ଆପଣଙ୍କ ପାଠକମାନଙ୍କ
ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ମହାନ ଦିନ” (ଦେଖନ୍ତୁ:
[[rc://en/ta/man/translate/figs-explicit]]) | |
23 | JUD | 1 | 7 | yn36 | figs-metonymy | αἱ περὶ αὐτὰς πόλεις | 1 | the cities around them | ଏଠାରେ, **ସଦୋମ**, **ଗମୋରା**, ଏବଂ **ନଗରଗୁଡ଼ିକ** ସେହି ନଗର ଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ
। ବିକଳ୍ପ ଅନୁବାଦ: “ସେହି ଅଞ୍ଚଳରେ ଥିବା ଲୋକମାନେ” (ଦେଖନ୍ତୁ: [[rc://or/ta/man/translate/figs-metonymy]]) |
24 | JUD | 1 | 7 | r3e9 | τὸν ὅμοιον τρόπον τούτοις ἐκπορνεύσασαι | 1 | also indulged themselves | ଏଠାରେ, **ଏହି** ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଦୂତମାନଙ୍କୁ ବୁଝାଏ । ସଦୋମ ଏବଂ ଗୋମୋରାର ଯୌନଗତ ପାପଗୁଡ଼ିକ ଦୂତମାନଙ୍କ ମନ୍ଦ ମାର୍ଗ ପରି ସମାନ ପ୍ରକାରର ବିଦ୍ରୋହର ଫଳାଫଳ ଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ। ବିକଳ୍ପ ଅନୁବାଦ: “ଏହି ଦୁଷ୍ଟ ଦୂତମାନଙ୍କ ପରି ଯୌନଗତ ପାପ କରି” (ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
25 | JUD | 1 | 7 | pi4t | δεῖγμα ... δίκην ὑπέχουσαι | 1 | as examples of those who suffer the punishment | ସଦୋମ ଏବଂ ଗୋମୋରାର ଲୋକମାନଙ୍କର ବିନାଶ ଏକ **ଉଦାହରଣ** ଅଟେ ଯାହା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଲୋକମାନଙ୍କ ସହ ଘଟିଥିଲା । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଉଦାହରଣ ଭାବରେ ଉଲ୍ଲେଖିତ” (ଦେଖନ୍ତୁ: [[rc://en/ta/man/translate/figs-explicit]]) | |
26 | JUD | 1 | 8 | ujs2 | οὗτοι ἐνυπνιαζόμενοι | 1 | these dreamers | ଏଠାରେ, **ଏହିମାନେ** ଶବ୍ଦ ପଦ [୪](../୦୧/୦୪.md) ରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକ ଯେଉଁମାନେ ସ୍ୱପ୍ନ ଦେଖନ୍ତି”(ଦେଖନ୍ତୁ: [[rc://en/ta/man/translate/writing-pronouns]]) | |
27 | JUD | 1 | 8 | ez4l | figs-metaphor | σάρκα μὲν μιαίνουσιν | 1 | pollute their bodies | ଏଠାରେ, **ଶରୀର** ଏହି ମିଥ୍ୟା ଶିକ୍ଷକମାନଙ୍କ ଶରୀରକୁ ବୁଝାଏ । ପାଉଲ ଏହି ଧାରଣା ସହ ସହମତ ଥିଲେ ଯେବେ ସେ ୧ କରିନ୍ଥୀୟ: ୧୮:୧ ରେ ଯୌନ ବ୍ୟଭିଚାର ନିଜ ଶରୀର ବିରୁଦ୍ଧରେ ପାପ ଅଟେ ବୋଲି ଉଲ୍ଲେଖ କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଅପର ପକ୍ଷରେ ସେମାନଙ୍କ ଶରୀରକୁ ଅପବିତ୍ର କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metonymy]]) |
28 | JUD | 1 | 8 | e73k | βλασφημοῦσιν | 1 | say slanderous things | ||
29 | JUD | 1 | 8 | pn3j | δόξας | 1 | glorious ones | ଏଠାରେ, **ଅଲୌକିକ** ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ, ଯେପରିକି ଦୂତଗଣ । ବିକଳ୍ପ ଅନୁବାଦ: “ଅଲୌକିକ ଆତ୍ମିକ ପ୍ରାଣୀ” | |
30 | JUD | 1 | 9 | rmg9 | 0 | General Information: | |||
31 | JUD | 1 | 9 | uzj1 | οὐκ ἐτόλμησεν ... ἐπενεγκεῖν | 1 | did not dare to bring | ||
32 | JUD | 1 | 9 | kib4 | κρίσιν ... βλασφημίας | 1 | a slanderous judgment | ||
33 | JUD | 1 | 9 | v9fh | κρίσιν ἐπενεγκεῖν βλασφημίας | 1 | bring a slanderous judgment against | ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି | |
34 | JUD | 1 | 10 | h6sq | οὗτοι | 1 | these people | ଅଧାର୍ମିକ ଲୋକମାନେ | |
35 | JUD | 1 | 10 | fjm5 | ὅσα μὲν οὐκ οἴδασιν | 1 | whatever they do not understand | ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ୨) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md)) JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]]) JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]]) JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ – ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]]) JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ” | |
36 | JUD | 1 | 15 | bl4q | ποιῆσαι κρίσιν κατὰ | 1 | to execute judgment on | ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ” | |
37 | JUD | 1 | 16 | zs28 | γογγυσταί μεμψίμοιροι | 1 | grumblers, complainers | ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I | |
38 | JUD | 1 | 16 | eaf2 | λαλεῖ ὑπέρογκα | 1 | loud boasters | ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I | |
39 | JUD | 1 | 16 | j8rh | θαυμάζοντες πρόσωπα | 1 | flatter others | ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି | |
40 | JUD | 1 | 18 | w1mx | figs-metaphor | κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν | 1 | will follow their own ungodly desires | ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]]) |
41 | JUD | 1 | 18 | j5m4 | figs-metaphor | κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν | 1 | will follow their own ungodly desires | ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]]) |
42 | JUD | 1 | 19 | r28j | οὗτοί εἰσιν | 1 | It is these | ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି” | |
43 | JUD | 1 | 19 | ba6u | figs-metaphor | ψυχικοί | 1 | are worldly | ଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://or/ta/man/translate/figs-metaphor]]) |
44 | JUD | 1 | 19 | qn4p | Πνεῦμα μὴ ἔχοντες | 1 | they do not have the Spirit | ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି” | |
45 | JUD | 1 | 20 | e3ga | 0 | Connecting Statement: | ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I | ||
46 | JUD | 1 | 20 | xm93 | ὑμεῖς δέ, ἀγαπητοί | 1 | But you, beloved | ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ | |
47 | JUD | 1 | 20 | cc68 | figs-metaphor | ἐποικοδομοῦντες ἑαυτοὺς | 1 | build yourselves up | ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]]) |
48 | JUD | 1 | 21 | zd2c | figs-metaphor | ἑαυτοὺς ἐν ἀγάπῃ Θεοῦ τηρήσατε | 1 | Keep yourselves in God's love | ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]]) |
49 | JUD | 1 | 21 | s6w6 | προσδεχόμενοι | 1 | wait for | ଆଗ୍ରହର ସହିତ ଅପେକ୍ଷା କରୁଅଛୁ | |
50 | JUD | 1 | 21 | p3bw | figs-metonymy | τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον | 1 | the mercy of our Lord Jesus Christ that brings you eternal life | ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]]) |
51 | JUD | 1 | 22 | wbr5 | οὓς ... διακρινομένους | 1 | those who doubt | ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି | |
52 | JUD | 1 | 23 | wkj9 | figs-metaphor | ἐκ πυρὸς ἁρπάζοντες | 1 | snatching them out of the fire | ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]]) |
53 | JUD | 1 | 23 | ign7 | οὓς ... ἐλεᾶτε ἐν φόβῳ | 1 | To others be merciful with fear | ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ | |
54 | JUD | 1 | 23 | u4px | figs-hyperbole | μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα | 1 | Hate even the garment stained by the flesh | ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]]) |
55 | JUD | 1 | 24 | r3jx | 0 | Connecting Statement: | ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I | ||
56 | JUD | 1 | 24 | w1dc | figs-metaphor | στῆσαι κατενώπιον τῆς δόξης αὐτοῦ | 1 | to cause you to stand before his glorious presence | ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]]) |
57 | JUD | 1 | 24 | gq9e | figs-metaphor | τῆς δόξης αὐτοῦ ἀμώμους ἐν | 1 | glorious presence without blemish and with | ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]]) |
58 | JUD | 1 | 25 | a3ua | μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν | 1 | to the only God our Savior through Jesus Christ our Lord | ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I |