Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-10 09:35:51 +00:00
parent 30fe46cfaf
commit a01c45a871
1 changed files with 1 additions and 1 deletions

View File

@ -4,7 +4,7 @@ JUD 1 1 ek3q figs-you 0 General Information: ଏହି ସଂସ୍କୃତି
JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of **ଯିହୂଦା** ଜଣେ ପୁରୁଷ ତଥା ଯାକୁବଙ୍କ ଭାଇଙ୍କର ନାମ ଅଟେ । ଯିହୂଦାର ପରିଚୟର ଭାଗ ୧ ରେ ତାଙ୍କ ବିଷୟରେ ସୂଚନା ଦେଖନ୍ତୁ ।(ଦେଖନ୍ତୁ: [[rc://or/ta/man/translate/translate-names]])
JUD 1 1 m3v1 ἀδελφὸς ... Ἰακώβου 1 brother of James **ଯାକୁବ** ଏବଂ ଯିହୂଦା ଯୀଶୁଙ୍କ ଭାଇ ଥିଲେ । ଯୋଷେଫ ସେମାନଙ୍କର ଶାରୀରିକ ପିତା ଥିଲେ, କିନ୍ତୁ ସେ ଯୀଶୁଙ୍କ ଶାରୀରିକ ପିତା ନଥିଲେ ।ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାକୁବଙ୍କ ଭାଇ, ଉଭୟ ଯୀଶୁଙ୍କ ଭାଇ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଦୟା**, **ଶାନ୍ତି**, ଏବଂ **ପ୍ରେମ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାଳୁ କର୍ମକୁ ତୁମ୍ଭମାନଙ୍କ ପ୍ରତି ପ୍ରଚୁରଭାବେ ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁରଭାବେ ଶାନ୍ତିପୂର୍ଣ୍ଣ ଆତ୍ମା ​​ଦିଅନ୍ତୁ ଏବଂ ତୁମକୁ ଅଧିକରୁ ଅଧିକ ପ୍ରେମ କରନ୍ତୁ” (ଦେଖନ୍ତୁ: [[rc://or/ta/man/translate/figs-abstractnouns]])
JUD 1 3 kjk6 figs-inclusive 0 General Information: ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: [[rc://or/ta/man/translate/figs-inclusive]])
JUD 1 3 kjk6 figs-inclusive 0 General Information: ଏଠାରେ, **ଆମ୍ଭମାନଙ୍କର** ଯିହୂଦା ଏବଂ ତାଙ୍କ ପାଠକ ତଥା ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://or/ta/man/translate/figs-inclusive]])
JUD 1 3 yfa8 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I
JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଯେଉଁ ପରିତ୍ରାଣରେ ଆମେମାନେ ଅଂଶୀ ଅଟୁ"
JUD 1 3 si1u ἀνάγκην ἔσχον γράψαι 1 I had to write ମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”

Can't render this file because it contains an unexpected character in line 9 and column 176.