This commit is contained in:
Vipin Bhadran 2020-05-28 14:47:18 +05:30
parent 0146783641
commit 55b1bf10d4
8 changed files with 8875 additions and 0 deletions

3153
Stage 3/or_tn_43-LUK.tsv Normal file

File diff suppressed because one or more lines are too long

1512
Stage 3/or_tn_44-JHN.tsv Normal file

File diff suppressed because one or more lines are too long

2794
Stage 3/or_tn_45-ACT.tsv Normal file

File diff suppressed because one or more lines are too long

633
Stage 3/or_tn_48-2CO.tsv Normal file

File diff suppressed because one or more lines are too long

251
Stage 3/or_tn_51-PHP.tsv Normal file

File diff suppressed because one or more lines are too long

280
Stage 3/or_tn_61-1PE.tsv Normal file

File diff suppressed because one or more lines are too long

181
Stage 3/or_tn_62-2PE.tsv Normal file

File diff suppressed because one or more lines are too long

71
Stage 3/or_tn_66-JUD.tsv Normal file
View File

@ -0,0 +1,71 @@
Book Chapter Verse ID SupportReference OrigQuote Occurrence GLQuote OccurrenceNote
JUD front intro xh5n 0 # ଯିହୂଦା ପୁସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ

### ଯିହୂଦା ପୁସ୍ତକର ରୂପରେଖା

1. ପରିଚୟ (୧:୧-)
୧. ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ସତର୍କବାଣୀ (୧:୩-୪)
୧. ପୁରାତନ ନିୟମର ଦୃଷ୍ଟାନ୍ତସମୁହ (୧:୫-୧୬)
୧. ଉପଯୁକ୍ତ ପ୍ରତିକ୍ରିୟା (୧:୧୭-୨୩)
୧. ଈଶ୍ବରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଥିଲେ ?

ଲେଖକ ଆପଣାକୁ ଯାକୁବଙ୍କ ଭ୍ରାତା ଭାବେ ପରିଚୟ ଦିଅନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କ ଭ୍ରାତା ଥିଲେ I ଏହା ଅଜ୍ଞାତ ଯେ କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀ ନିମନ୍ତେ ଏକ ଉଦ୍ଧିଷ୍ଟ ପତ୍ର ଥିଲା I

### ଯିହୂଦା ପୁସ୍ତକ କେଉଁ ବିଷୟରେ ଲେଖା ଯାଇଅଛି ?

ଯିହୂଦା ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ ଏହି ପତ୍ର ଲେଖିଥିଲେ I ଯିହୂଦା ସର୍ବଦା ପୁରାତନ ନିୟମକୁ ଉଦ୍ଧୃତ କରିଛନ୍ତି I ଏହା ହୁଏତ ସୁଚନା ଦିଏ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କ ନିକଟକୁ ଲେଖିଥିଲେ I ଏହି ପତ୍ର ଓ ୨ୟ ପିତର ସମାନ ବିଷୟବସ୍ତୁ ଧାରଣ କରନ୍ତି I ଏମାନେ ଉଭୟ ଦୂତ, ସଦୋମ ଓ ଗମୋରା, ଏବଂ ଭଣ୍ଡ ଶିକ୍ଷକଙ୍କ ବିଷୟରେ କହନ୍ତି I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ଦ୍ବାରା “ ଯିହୂଦା”କୁ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ “ଯିହୂଦାଙ୍କଠାରୁ ପତ୍ର” କିମ୍ବା “ଯିହୂଦା ଲେଖିଥିବା ପତ୍ର” ମନୋନୀତ କରିଥାଇ ପାରନ୍ତି I (ଦେଖ: [[rc://or/ta/man/translate/translate-names]])

## ଭାଗ : ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଏହା ସମ୍ଭବ ଯେ ସେହି ଲୋକମାନଙ୍କ ବିରୁଦ୍ଧରେ ଯିହୂଦା କହିଲେ ଯେଉଁମାନେ ଜ୍ଞାନବାଦୀ ଭାବେ ପରିଚିତ ଥିଲେ I ଏହି ଶିକ୍ଷକମାନେ ଆପଣାର କୁତ୍ସିତ ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷା ବିକୃତ କରୁଥିଲେ I ସେମାନେ କାମୁକତାର ଜୀବନଯାପନ କରୁଥିଲେ ଓ ସେହି ପ୍ରକାର ଜୀବନଯାପନ କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I

JUD 1 1 ek3q figs-you 0 General Information: ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାର ପରିଚୟ ଦିଅନ୍ତି ଓ ଆପଣା ପାଠକମାନଙ୍କୁ ଅଭିବାଦନ ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭ୍ରାତା ଥିଲେ I ନୂତନ ନିୟମରେ ଅନ୍ୟ ଦୁଇଜଣ ଯିହୂଦାଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହି ପତ୍ରରେ ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯିହୁଦା ଲେଖୁଛନ୍ତି ଓ ଏହା ସର୍ବଦା ବହୁବଚନ ଅଟେ I (See: [[rc://or/ta/man/translate/figs-you]])
JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of ଯିହୂଦା ଯାକୁବଙ୍କ ଭ୍ରାତା ଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଯିହୂଦା, ଜଣେ ଦାସ” (See: [[rc://or/ta/man/translate/translate-names]])
JUD 1 1 m3v1 ἀδελφὸς ... Ἰακώβου 1 brother of James ଯାକୁବ ଓ ଯିହୂଦା ଯୀଶୁଙ୍କ ଭ୍ରାତା ଥିଲେ I
JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you "ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେପରି ସେମାନେ କିଛି ବସ୍ତୁ ଥିଲେ ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧି ପାଇବ I ଏହା ଗୁଣବାଚକ ବିଶେଷ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବା ନିମନ୍ତେ ଏହାକୁ ଅନ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: [[rc://or/ta/man/translate/figs-abstractnouns]])
JUD 1 3 kjk6 figs-inclusive 0 General Information: ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: [[rc://or/ta/man/translate/figs-inclusive]])
JUD 1 3 yfa8 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I
JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଯେଉଁ ପରିତ୍ରାଣରେ ଆମେମାନେ ଅଂଶୀ ଅଟୁ"
JUD 1 3 si1u ἀνάγκην ἔσχον γράψαι 1 I had to write ମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”
JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστει 1 to exhort you to struggle earnestly for the faith ସତ୍ୟ ଶିକ୍ଷାରେ ସମର୍ଥନ କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ
JUD 1 3 j67u ἅπαξ 1 once for all ପରିଶେଷରେ ଓ ସମ୍ପୂର୍ଣ୍ଣରୁପେ
JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you କାରଣ କେତେକ ଲୋକମାନେ ବିଶ୍ବାସୀମାନଙ୍କ ମଧ୍ୟକୁ ଆପଣା ପ୍ରତି ଧ୍ୟାନ ଆକର୍ଷଣ ନକରି ପ୍ରବେଶ କରିଅଛନ୍ତି
JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: [[rc://or/ta/man/translate/figs-activepassive]])
JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: [[rc://or/ta/man/translate/figs-metaphor]])
JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I
JUD 1 5 fa5e 0 Connecting Statement: ଯିହୂଦା ସେମାନଙ୍କ ଅତୀତରୁ ଦୃଷ୍ଟାନ୍ତ ଦିଅନ୍ତି ଯେଉଁମାନେ ପ୍ରଭୁଙ୍କ ଅନୁକରଣ କଲେନାହି I
JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖି ଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
JUD 1 6 s1j9 figs-metonymy ζόφον 1 utter darkness ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ବା ନରକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://or/ta/man/translate/figs-metonymy]])
JUD 1 6 ccz6 μεγάλης ἡμέρας 1 the great day ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: [[rc://or/ta/man/translate/figs-metonymy]])
JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ସଦୋମ ଓ ଗମୋରାର କାମୁକତା ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ସମାନ ପ୍ରକାର ବିଦ୍ରୋହର ପରିଣାମ ଥିଲେ I
JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଦୁର୍ଭାଗ୍ୟର ଏକ ଦୃଷ୍ଟାନ୍ତ ହେଲା ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କଲେ I
JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଯେଉଁ ଲୋକମାନେ ଈଶ୍ବରଙ୍କ ଅବଜ୍ଞା କରନ୍ତି, କାରଣ ସମ୍ଭବତଃ ସେମାନେ ଦର୍ଶନ ଦେଖି ଦାବି କଲେ ଯାହା ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେଲା
JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: [[rc://or/ta/man/translate/figs-metaphor]])
JUD 1 8 e73k βλασφημοῦσιν 1 say slanderous things ଅପମାନଜନକ କଥା କହନ୍ତି
JUD 1 8 pn3j δόξας 1 glorious ones ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I
JUD 1 9 rmg9 0 General Information: ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I
JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ”
JUD 1 9 kib4 κρίσιν ... βλασφημίας 1 a slanderous judgment ଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର”
JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand "ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md))
JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]])
JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I
JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I
JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]])
JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]])
JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]])
JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]])
JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I
JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”"
JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
JUD 1 16 eaf2 λαλεῖ ὑπέρογκα 1 loud boasters ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])
JUD 1 19 r28j οὗτοί εἰσιν 1 It is these ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”
JUD 1 19 ba6u figs-metaphor ψυχικοί 1 are worldly ଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://or/ta/man/translate/figs-metaphor]])
JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
JUD 1 20 xm93 ὑμεῖς δέ, ἀγαπητοί 1 But you, beloved ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])
JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]])
JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])
JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord "ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I"
1 Book Chapter Verse ID SupportReference OrigQuote Occurrence GLQuote OccurrenceNote
2 JUD front intro xh5n 0 # ଯିହୂଦା ପୁସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ

### ଯିହୂଦା ପୁସ୍ତକର ରୂପରେଖା

1. ପରିଚୟ (୧:୧-୨)
୧. ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ସତର୍କବାଣୀ (୧:୩-୪)
୧. ପୁରାତନ ନିୟମର ଦୃଷ୍ଟାନ୍ତସମୁହ (୧:୫-୧୬)
୧. ଉପଯୁକ୍ତ ପ୍ରତିକ୍ରିୟା (୧:୧୭-୨୩)
୧. ଈଶ୍ବରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଥିଲେ ?

ଲେଖକ ଆପଣାକୁ ଯାକୁବଙ୍କ ଭ୍ରାତା ଭାବେ ପରିଚୟ ଦିଅନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କ ଭ୍ରାତା ଥିଲେ I ଏହା ଅଜ୍ଞାତ ଯେ କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀ ନିମନ୍ତେ ଏକ ଉଦ୍ଧିଷ୍ଟ ପତ୍ର ଥିଲା I

### ଯିହୂଦା ପୁସ୍ତକ କେଉଁ ବିଷୟରେ ଲେଖା ଯାଇଅଛି ?

ଯିହୂଦା ଭଣ୍ଡ ଶିକ୍ଷକଙ୍କ ବିରୁଦ୍ଧରେ ବିଶ୍ବାସୀମାନଙ୍କୁ ସତର୍କ କରାଇବା ନିମନ୍ତେ ଏହି ପତ୍ର ଲେଖିଥିଲେ I ଯିହୂଦା ସର୍ବଦା ପୁରାତନ ନିୟମକୁ ଉଦ୍ଧୃତ କରିଛନ୍ତି I ଏହା ହୁଏତ ସୁଚନା ଦିଏ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କ ନିକଟକୁ ଲେଖିଥିଲେ I ଏହି ପତ୍ର ଓ ୨ୟ ପିତର ସମାନ ବିଷୟବସ୍ତୁ ଧାରଣ କରନ୍ତି I ଏମାନେ ଉଭୟ ଦୂତ, ସଦୋମ ଓ ଗମୋରା, ଏବଂ ଭଣ୍ଡ ଶିକ୍ଷକଙ୍କ ବିଷୟରେ କହନ୍ତି I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ଦ୍ବାରା “ ଯିହୂଦା”କୁ ମନୋନୀତ କରିଥାଇ ପାରନ୍ତି I କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ “ଯିହୂଦାଙ୍କଠାରୁ ପତ୍ର” କିମ୍ବା “ଯିହୂଦା ଲେଖିଥିବା ପତ୍ର” ମନୋନୀତ କରିଥାଇ ପାରନ୍ତି I (ଦେଖ: [[rc://or/ta/man/translate/translate-names]])

## ଭାଗ ୨: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଏହା ସମ୍ଭବ ଯେ ସେହି ଲୋକମାନଙ୍କ ବିରୁଦ୍ଧରେ ଯିହୂଦା କହିଲେ ଯେଉଁମାନେ ଜ୍ଞାନବାଦୀ ଭାବେ ପରିଚିତ ଥିଲେ I ଏହି ଶିକ୍ଷକମାନେ ଆପଣାର କୁତ୍ସିତ ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷା ବିକୃତ କରୁଥିଲେ I ସେମାନେ କାମୁକତାର ଜୀବନଯାପନ କରୁଥିଲେ ଓ ସେହି ପ୍ରକାର ଜୀବନଯାପନ କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I

3 JUD 1 1 ek3q figs-you 0 General Information: ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାର ପରିଚୟ ଦିଅନ୍ତି ଓ ଆପଣା ପାଠକମାନଙ୍କୁ ଅଭିବାଦନ ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭ୍ରାତା ଥିଲେ I ନୂତନ ନିୟମରେ ଅନ୍ୟ ଦୁଇଜଣ ଯିହୂଦାଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହି ପତ୍ରରେ ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯିହୁଦା ଲେଖୁଛନ୍ତି ଓ ଏହା ସର୍ବଦା ବହୁବଚନ ଅଟେ I (See: [[rc://or/ta/man/translate/figs-you]])
4 JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of ଯିହୂଦା ଯାକୁବଙ୍କ ଭ୍ରାତା ଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଯିହୂଦା, ଜଣେ ଦାସ” (See: [[rc://or/ta/man/translate/translate-names]])
5 JUD 1 1 m3v1 ἀδελφὸς ... Ἰακώβου 1 brother of James ଯାକୁବ ଓ ଯିହୂଦା ଯୀଶୁଙ୍କ ଭ୍ରାତା ଥିଲେ I
6 JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେପରି ସେମାନେ କିଛି ବସ୍ତୁ ଥିଲେ ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧି ପାଇବ I ଏହା ଗୁଣବାଚକ ବିଶେଷ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବା ନିମନ୍ତେ ଏହାକୁ ଅନ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: [[rc://or/ta/man/translate/figs-abstractnouns]]) JUD 1 3 kjk6 figs-inclusive 0 General Information: ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: [[rc://or/ta/man/translate/figs-inclusive]]) JUD 1 3 yfa8 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଯେଉଁ ପରିତ୍ରାଣରେ ଆମେମାନେ ଅଂଶୀ ଅଟୁ
7 JUD 1 3 si1u ἀνάγκην ἔσχον γράψαι 1 I had to write ମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”
8 JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστει 1 to exhort you to struggle earnestly for the faith ସତ୍ୟ ଶିକ୍ଷାରେ ସମର୍ଥନ କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ
9 JUD 1 3 j67u ἅπαξ 1 once for all ପରିଶେଷରେ ଓ ସମ୍ପୂର୍ଣ୍ଣରୁପେ
10 JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you କାରଣ କେତେକ ଲୋକମାନେ ବିଶ୍ବାସୀମାନଙ୍କ ମଧ୍ୟକୁ ଆପଣା ପ୍ରତି ଧ୍ୟାନ ଆକର୍ଷଣ ନକରି ପ୍ରବେଶ କରିଅଛନ୍ତି
11 JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: [[rc://or/ta/man/translate/figs-activepassive]])
12 JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: [[rc://or/ta/man/translate/figs-metaphor]])
13 JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ୨) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I
14 JUD 1 5 fa5e 0 Connecting Statement: ଯିହୂଦା ସେମାନଙ୍କ ଅତୀତରୁ ଦୃଷ୍ଟାନ୍ତ ଦିଅନ୍ତି ଯେଉଁମାନେ ପ୍ରଭୁଙ୍କ ଅନୁକରଣ କଲେନାହି I
15 JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
16 JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
17 JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖି ଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
18 JUD 1 6 s1j9 figs-metonymy ζόφον 1 utter darkness ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ବା ନରକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://or/ta/man/translate/figs-metonymy]])
19 JUD 1 6 ccz6 μεγάλης ἡμέρας 1 the great day ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
20 JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: [[rc://or/ta/man/translate/figs-metonymy]])
21 JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ସଦୋମ ଓ ଗମୋରାର କାମୁକତା ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ସମାନ ପ୍ରକାର ବିଦ୍ରୋହର ପରିଣାମ ଥିଲେ I
22 JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଦୁର୍ଭାଗ୍ୟର ଏକ ଦୃଷ୍ଟାନ୍ତ ହେଲା ଯେଉଁମାନେ ଈଶ୍ବରଙ୍କୁ ଅଗ୍ରାହ୍ୟ କଲେ I
23 JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଯେଉଁ ଲୋକମାନେ ଈଶ୍ବରଙ୍କ ଅବଜ୍ଞା କରନ୍ତି, କାରଣ ସମ୍ଭବତଃ ସେମାନେ ଦର୍ଶନ ଦେଖି ଦାବି କଲେ ଯାହା ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେଲା
24 JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ – ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ – ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: [[rc://or/ta/man/translate/figs-metaphor]])
25 JUD 1 8 e73k βλασφημοῦσιν 1 say slanderous things ଅପମାନଜନକ କଥା କହନ୍ତି
26 JUD 1 8 pn3j δόξας 1 glorious ones ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I
27 JUD 1 9 rmg9 0 General Information: ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I
28 JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ”
29 JUD 1 9 kib4 κρίσιν ... βλασφημίας 1 a slanderous judgment ଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର”
30 JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି
31 JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
32 JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand ଯେକୌଣସି ବିଷୟ ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ୧) “ସମସ୍ତ ଉତ୍ତମ ବିଷୟ ଯାହା ସେମାନେ ବୁଝି ପାରନ୍ତି ନାହି “ କିମ୍ବା ୨) “ଗୌରବମୟ ବିଷୟ, ଯାହା ସେମାନେ ବୁଝି ପାରନ୍ତି ନାହି” ([ଯିହୂଦା ୧:୮](../01/08.md)) JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://or/ta/man/translate/figs-metaphor]]) JUD 1 12 s4az 0 Connecting Statement: ଯିହୁଦା ଅଧାର୍ମିକ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରିବା ନିମନ୍ତେ ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେ ଏପରି ଲୋକମାନଙ୍କୁ ଚିହ୍ନିତ କରିବା ନିମନ୍ତେ ବିଶ୍ବାସୀମାନଙ୍କୁ ସଚେତନ କରନ୍ତି ଯେତେବେଳେ ସେମାନେ ସେମାନଙ୍କ ମଧ୍ୟରେ ଥିଲେ I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25d figs-metaphor σπιλάδες 1 hidden reefs ପ୍ରବାଳଶ୍ରେଣୀ ବୃହତ ପ୍ରସ୍ତରମାନ ଅଟନ୍ତି ଯାହା ସମୁଦ୍ରରେ ଜଳପତ୍ତନର ଉତ୍ତାଳ ତରଙ୍ଗ ନିକଟବର୍ତ୍ତୀ ଅଟନ୍ତି I ଯେହେତୁ ନାବିକମାନେ ସେସବୁକୁ ଦେଖି ପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଜାହଜ ସହଜରେ ଧ୍ବଂସ ହୋଇପାରେ ଯଦି ସେଗୁଡିକ ଏହି ପ୍ରସ୍ତର ସହିତ ଧକ୍କା ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]]) JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ – ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]]) JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”
33 JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାର ନିର୍ଣ୍ଣୟ କରିବାକୁ କିମ୍ବା “ବିଚାର କରିବା ନିମନ୍ତେ”
34 JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ଅଜ୍ଞାବହ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କଟୁ କଥା କହନ୍ତି I “ବଚସାକାରୀ” ଧୀର ସ୍ବରରେ କହିଥାନ୍ତି, ଯେଉଁ ସମୟରେ “ଅଭିଯୋଗକାରୀ” ପ୍ରକାଶ୍ୟରେ କହନ୍ତି I
35 JUD 1 16 eaf2 λαλεῖ ὑπέρογκα 1 loud boasters ଯେଉଁ ଲୋକମାନେ ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣି ପାରିବେ I
36 JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
37 JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜାମାନଙ୍କ ସଦୃଶ ଅଟେ ଯେଉଁମାନେ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ବନ୍ଦ କରିବାରେ ସକ୍ଷମ ନୁହନ୍ତି “ (ଦେଖ: [[rc://or/ta/man/translate/figs-metaphor]])
38 JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ସଂସାରିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେପରି ସେଗୁଡିକ ଏକ ପଥ ଅଟେ ଯାହା ଜଣେ ବ୍ୟକ୍ତି ଅନୁକରଣ କରେ I (ଦେଖ: [[rc://or/ta/man/translate/figs-metaphor]])
39 JUD 1 19 r28j οὗτοί εἰσιν 1 It is these ସେମାନେ ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ ଅଟନ୍ତି”
40 JUD 1 19 ba6u figs-metaphor ψυχικοί 1 are worldly ଅନ୍ୟ ଅଧାର୍ମିକ ଲୋକମାନଙ୍କ ସ୍ବରୁପ ବିବେଚନା କରନ୍ତି, ସେମାନେ ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://or/ta/man/translate/figs-metaphor]])
41 JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ରଆତ୍ମାଙ୍କ ବିଷୟରେ କୁହାଯାଏ ଯେପରି ସେ ଏପରି ଏକ ବିଷୟ ଅଟନ୍ତି ଯାହାଙ୍କୁ ଲୋକେ ଅଧିକାର କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଆତ୍ମା ନାହାନ୍ତି”
42 JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
43 JUD 1 20 xm93 ὑμεῖς δέ, ἀγαπητοί 1 But you, beloved ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ
44 JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: [[rc://or/ta/man/translate/figs-metaphor]])
45 JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])
46 JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
47 JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
48 JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି
49 JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଣ କରେ ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରନ୍ତି I ଏହା ଅଗ୍ନି ମଧ୍ୟରୁ ସେମାନଙ୍କୁ ଟାଣି ଆଣିବା ସଦୃଶ ଅଟେ” (ଦେଖ: [[rc://or/ta/man/translate/figs-metaphor]])
50 JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
51 JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବା ନିମନ୍ତେ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇ ଯିବେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଏପରି ବ୍ୟବହାର କର ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇ ପାର” (ଦେଖ: [[rc://or/ta/man/translate/figs-hyperbole]])
52 JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି I
53 JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ ଯାହା ତାହାଙ୍କ ମହାନତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁମତି ଦେବେ” (ଦେଖ: [[rc://or/ta/man/translate/figs-metaphor]])
54 JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ମଇଳା ବା ଏକ କଳଙ୍କ ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ ଏବଂ ପ୍ରାପ୍ତ କରିବ” (ଦେଖ: [[rc://or/ta/man/translate/figs-metaphor]])
55 JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I