Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-10 10:48:18 +00:00
parent 762103a06f
commit 747e3197b4
1 changed files with 3 additions and 3 deletions

View File

@ -15,9 +15,9 @@ JUD 1 4 wwz3 figs-activepassive οἱ ... προγεγραμμένοι εἰς .
JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧- “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା?  ତାହା କେବେ ହେଁ ନ ହେଉ!”  କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର କର୍ତ୍ତା ଓ ପ୍ରଭୁ ନୁହଁନ୍ତି ବୋଲି ଶିକ୍ଷା ଦିଅନ୍ତି”
JUD 1 5 fa5e 0 Connecting Statement: ଏଠାରେ, **ସମସ୍ତ ବିଷୟ** ବିଶେଷ ଭାବରେ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଯିହୂଦା ତାହାଙ୍କ ପାଠକମାନଙ୍କୁ ଏଠାରେ ସ୍ମରଣ କରାନ୍ତି । ଏଠାରେ ଥିବା ସମସ୍ତ ବିଷୟ ଈଶ୍ଵରଙ୍କ ବିଷୟରେ କିମ୍ବା ସମସ୍ତ  ବିଷୟରେ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯାହା ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଏ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖି ଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ “ଲୋକେ ଉଦ୍ଧାର ହେଲେ” ବୋଲି ସ୍ପଷ୍ଟ ଭାବରେ
ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” କିମ୍ବା “ଇସ୍ରାଏଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” (ଦେଖନ୍ତୁ: [[rc://en/ta/man/translate/figs-explicit]])
JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
[[rc://en/ta/man/translate/writing-pronouns]])
JUD 1 6 s1j9 figs-metonymy ζόφον 1 utter darkness ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ବା ନରକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://or/ta/man/translate/figs-metonymy]])
JUD 1 6 ccz6 μεγάλης ἡμέρας 1 the great day ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: [[rc://or/ta/man/translate/figs-metonymy]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
15 JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧-୨ “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା?  ତାହା କେବେ ହେଁ ନ ହେଉ!”  କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
16 JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର କର୍ତ୍ତା ଓ ପ୍ରଭୁ ନୁହଁନ୍ତି ବୋଲି ଶିକ୍ଷା ଦିଅନ୍ତି”
17 JUD 1 5 fa5e 0 Connecting Statement: ଏଠାରେ, **ସମସ୍ତ ବିଷୟ** ବିଶେଷ ଭାବରେ ସେହି ସମସ୍ତ ବିଷୟକୁ ବୁଝାଏ ଯାହା ଯିହୂଦା ତାହାଙ୍କ ପାଠକମାନଙ୍କୁ ଏଠାରେ ସ୍ମରଣ କରାନ୍ତି । ଏଠାରେ ଥିବା ସମସ୍ତ ବିଷୟ ଈଶ୍ଵରଙ୍କ ବିଷୟରେ କିମ୍ବା ସମସ୍ତ  ବିଷୟରେ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ ।ବିକଳ୍ପ ଅନୁବାଦ: “ଏହି ସମସ୍ତ ବିଷୟ ଯାହା ମୁଁ ତୁମ୍ଭମାନଙ୍କୁ ସ୍ମରଣ କରାଏ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
18 JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ “ଲୋକେ ଉଦ୍ଧାର ହେଲେ” ବୋଲି ସ୍ପଷ୍ଟ ଭାବରେ
ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଇସ୍ରାଏଲର ଲୋକମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” କିମ୍ବା “ଇସ୍ରାଏଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରି” (ଦେଖନ୍ତୁ: [[rc://en/ta/man/translate/figs-explicit]])
19 JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
20 JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖି ଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ ଏଠାରେ, **ବାସସ୍ଥାନ** ଭାବରେ ଅନୁବାଦିତ ଶବ୍ଦଟି ଏକ ବ୍ୟକ୍ତିର ପ୍ରଭାବ କ୍ଷେତ୍ରକୁ କିମ୍ବା ଯେଉଁଠାରେ ଅଧିକାର ଅଛି ସେହି ସ୍ଥାନକୁ ବୁଝାଏ । ବିକଳ୍ପ ଅନୁବାଦ: “ସେମାନଙ୍କର ଉଛିତ ଅଧିକାର କ୍ଷେତ୍ର” କିମ୍ବା “ସେମାନଙ୍କର ନିଜସ୍ୱ ଅଧିକାର”
[[rc://en/ta/man/translate/writing-pronouns]])
21 JUD 1 6 s1j9 figs-metonymy ζόφον 1 utter darkness ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ବା ନରକକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://or/ta/man/translate/figs-metonymy]])
22 JUD 1 6 ccz6 μεγάλης ἡμέρας 1 the great day ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
23 JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ “ନଗରସମୁହ” ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ବାସ କରୁଥିଲେ I (ଦେଖ: [[rc://or/ta/man/translate/figs-metonymy]])