Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-10 10:07:36 +00:00
parent bd5b0539d4
commit 33639e8296
1 changed files with 1 additions and 1 deletions

View File

@ -12,7 +12,7 @@ JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστ
JUD 1 3 j67u ἅπαξ 1 once for all ଏଠାରେ, **ସମସ୍ତଙ୍କ ପାଇଁ ଏକାଥରକେ** ବାକ୍ୟାଂଶ ଏକ ଏପରି ବିଷୟକୁ ପ୍ରକାଶ କରେ ଯାହା କେବଳ ଥରେ କରାଯାଇଥିଲା ଏବଂ ଆଉ କେବେ ହେଁ କରାଯିବ ନାହିଁ । **ସମସ୍ତଙ୍କ ପାଇଁ** ବାକ୍ୟାଂଶର ଅର୍ଥ “ଚିରକାଳ ପାଇଁ” ଅଟେ । ଏହାର ଅର୍ଥ “ସମସ୍ତ ଲୋକମାନଙ୍କ ପାଇଁ” ନୁହେଁ

JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you ବିକଳ୍ପ ଅନୁବାଦ: “କେତେକ ଲୋକ ଗୁପ୍ତରେ ପ୍ରବେଶ କରିଅଛନ୍ତି” କିମ୍ବା “କେତେକ ଲୋକ ନିଜ ପ୍ରତି ଧ୍ୟାନ ନ ଦେଇ ପ୍ରବେଶ
କରିଛନ୍ତି”
JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରିପାରିବେ ଏବଂ କାର୍ଯ୍ୟରେ କିଏ ଅନ୍ତର୍ଭୁକ୍ତ ଅଛି ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ଵର ଏହି ଦଣ୍ଡ ପାଇଁ
ବହୁ ପୂର୍ବରୁ ନିଯୁକ୍ତ କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: [[rc://or/ta/man/translate/figs-metaphor]])
JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧- “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା?  ତାହା କେବେ ହେଁ ନ ହେଉ!”  କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I
JUD 1 5 fa5e 0 Connecting Statement: ଯିହୂଦା ସେମାନଙ୍କ ଅତୀତରୁ ଦୃଷ୍ଟାନ୍ତ ଦିଅନ୍ତି ଯେଉଁମାନେ ପ୍ରଭୁଙ୍କ ଅନୁକରଣ କଲେନାହି I
JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
12 JUD 1 3 j67u ἅπαξ 1 once for all ଏଠାରେ, **ସମସ୍ତଙ୍କ ପାଇଁ ଏକାଥରକେ** ବାକ୍ୟାଂଶ ଏକ ଏପରି ବିଷୟକୁ ପ୍ରକାଶ କରେ ଯାହା କେବଳ ଥରେ କରାଯାଇଥିଲା ଏବଂ ଆଉ କେବେ ହେଁ କରାଯିବ ନାହିଁ । **ସମସ୍ତଙ୍କ ପାଇଁ** ବାକ୍ୟାଂଶର ଅର୍ଥ “ଚିରକାଳ ପାଇଁ” ଅଟେ । ଏହାର ଅର୍ଥ “ସମସ୍ତ ଲୋକମାନଙ୍କ ପାଇଁ” ନୁହେଁ

13 JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you ବିକଳ୍ପ ଅନୁବାଦ: “କେତେକ ଲୋକ ଗୁପ୍ତରେ ପ୍ରବେଶ କରିଅଛନ୍ତି” କିମ୍ବା “କେତେକ ଲୋକ ନିଜ ପ୍ରତି ଧ୍ୟାନ ନ ଦେଇ ପ୍ରବେଶ
କରିଛନ୍ତି”
14 JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କ୍ରିୟାବାଚ୍ୟରେ ପ୍ରକାଶ କରିପାରିବେ ଏବଂ କାର୍ଯ୍ୟରେ କିଏ ଅନ୍ତର୍ଭୁକ୍ତ ଅଛି ତାହା ଆପଣ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ଵର ଏହି ଦଣ୍ଡ ପାଇଁ
ବହୁ ପୂର୍ବରୁ ନିଯୁକ୍ତ କରିଥିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
15 JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: [[rc://or/ta/man/translate/figs-metaphor]]) ଏଠାରେ, ଈଶ୍ଵରଙ୍କ **ଅନୁଗ୍ରହ** ସାଙ୍କେତିକ ଭାବରେ ଉଲ୍ଲେଖ କରାଯାଇଛି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ପାପପୂର୍ଣ୍ଣ ଅବସ୍ଥାରେ ପରିବର୍ତ୍ତନ କରାଯାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିଶ୍ଵାସୀମାନେ ଯୌନ କାମୁକତାରେ ଲିପ୍ତ ରହିପାରିବେ କାରଣ ଈଶ୍ଵରଙ୍କ ଅନୁଗ୍ରହ ଏହା କରିବାକୁ ଅନୁମତି ପ୍ରଦାନ କରେ ବୋଲି ମିଥ୍ୟା ଶିକ୍ଷକମାନେ ଶିକ୍ଷା ଦେଉଥିଲେ । ପାଉଲ ରୋମୀୟ ୬:୧-୨ “ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ଆମ୍ଭେମାନେ ରହିଥିବା?  ତାହା କେବେ ହେଁ ନ ହେଉ!”  କୁ ଲେଖିଥିବା ସମୟରେ ଏହି ପ୍ରକାରର ମିଥ୍ୟା ଶିକ୍ଷା ବିଷୟରେ ଉଲ୍ଲେଖ କରି କରିଥିଲେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହ କାମୁକତାରେ ଲିପ୍ତ ରହିବାକୁ ଅନୁମତି ଦିଏ ବୋଲି ଶିକ୍ଷା ଦେଇ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
16 JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ୨) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I
17 JUD 1 5 fa5e 0 Connecting Statement: ଯିହୂଦା ସେମାନଙ୍କ ଅତୀତରୁ ଦୃଷ୍ଟାନ୍ତ ଦିଅନ୍ତି ଯେଉଁମାନେ ପ୍ରଭୁଙ୍କ ଅନୁକରଣ କଲେନାହି I
18 JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଈଶ୍ବର ଇଶ୍ରାୟେଲୀୟମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ