Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-10 09:43:15 +00:00
parent 60bad73019
commit 20b5fdc8e8
1 changed files with 2 additions and 2 deletions

View File

@ -6,8 +6,8 @@ JUD 1 1 m3v1 ἀδελφὸς ... Ἰακώβου 1 brother of James **ଯା
JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହ ଗୁଣବାଚକ ବିଶେଷ୍ୟ **ଦୟା**, **ଶାନ୍ତି**, ଏବଂ **ପ୍ରେମ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟାଳୁ କର୍ମକୁ ତୁମ୍ଭମାନଙ୍କ ପ୍ରତି ପ୍ରଚୁରଭାବେ ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ପ୍ରଚୁରଭାବେ ଶାନ୍ତିପୂର୍ଣ୍ଣ ଆତ୍ମା ​​ଦିଅନ୍ତୁ ଏବଂ ତୁମକୁ ଅଧିକରୁ ଅଧିକ ପ୍ରେମ କରନ୍ତୁ” (ଦେଖନ୍ତୁ: [[rc://or/ta/man/translate/figs-abstractnouns]])
JUD 1 3 kjk6 figs-inclusive 0 General Information: ଏଠାରେ, **ଆମ୍ଭମାନଙ୍କର** ଯିହୂଦା ଏବଂ ତାଙ୍କ ପାଠକ ତଥା ସହ ବିଶ୍ଵାସୀମାନଙ୍କୁ ବୁଝାଏ । (ଦେଖନ୍ତୁ: [[rc://or/ta/man/translate/figs-inclusive]])
JUD 1 3 yfa8 0 Connecting Statement: ଏହି ବାକ୍ୟାଂଶ ନିମ୍ନଲିଖିତ ବିଷୟଗୁଡ଼ିକୁ ବୁଝାଇପାରେ: (୧) ଯିହୂଦା ଏହି ପତ୍ରର ବିଷୟଠାରୁ ଭିନ୍ନ କିଛି ବିଷୟକୁ ଉଲ୍ଲେଖ କରିବାକୁ ଇଚ୍ଛା କରିଥିଲେ । ବିକଳ୍ପ ଅନୁବାଦ: “ଯଦିଓ ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହୁଏ” () ଯିହୂଦା ଲେଖୁଥିବା ସମୟକୁ ବୁଝାଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିକଟକୁ ଲେଖିବାକୁ ବିଶେଷ ଯତ୍ନଶୀଳ ହେବା ସମୟରେ”
JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଯେଉଁ ପରିତ୍ରାଣରେ ଆମେମାନେ ଅଂଶୀ ଅଟୁ"
JUD 1 3 si1u ἀνάγκην ἔσχον γράψαι 1 I had to write ମୁଁ ଲେଖିବା ନିମନ୍ତେ ଅତି ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବା ନିମନ୍ତେ ଅତି ଜରୁରୀ ମନେ କଲି”
JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପରିତ୍ରାଣ ସମ୍ବନ୍ଧରେ”<br><br><br>
JUD 1 3 si1u ἀνάγκην ἔσχον γράψαι 1 I had to write ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଆବଶ୍ୟକତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋତେ ଲେଖିବା ଆବଶ୍ୟକ ଥିଲା” (ଦେଖନ୍ତୁ:
JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστει 1 to exhort you to struggle earnestly for the faith ସତ୍ୟ ଶିକ୍ଷାରେ ସମର୍ଥନ କରିବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ନିମନ୍ତେ
JUD 1 3 j67u ἅπαξ 1 once for all ପରିଶେଷରେ ଓ ସମ୍ପୂର୍ଣ୍ଣରୁପେ
JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you କାରଣ କେତେକ ଲୋକମାନେ ବିଶ୍ବାସୀମାନଙ୍କ ମଧ୍ୟକୁ ଆପଣା ପ୍ରତି ଧ୍ୟାନ ଆକର୍ଷଣ ନକରି ପ୍ରବେଶ କରିଅଛନ୍ତି

Can't render this file because it contains an unexpected character in line 9 and column 176.