or_tn/rev/20/06.md

1.2 KiB
Raw Permalink Blame History

Over these the second death has no power

ଏଠାରେ ଯୋହନ “ମୃତ୍ୟୁ”କୁ ଜଣେ ଶକ୍ତିଯୁକ୍ତ ଲୋକ ସଦୃଶ ବର୍ଣ୍ଣନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହି ଲୋକମାନେ ଦ୍ବିତୀୟ ମୃତ୍ୟୁର ଆସ୍ବାଦନ କରିବେ ନାହିଁ I (ଦେଖ:rc://*/ta/man/translate/figs-personification)

the second death

ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ ପ୍ରକାଶିତ ବାକ୍ୟ :୧୪ପ୍ରକାଶିତ ବାକ୍ୟ ୨୧:୮ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୧୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:rc://*/ta/man/translate/writing-symlanguage)