or_tn/rev/20/06.md

8 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Over these the second death has no power
ଏଠାରେ ଯୋହନ “ମୃତ୍ୟୁ”କୁ ଜଣେ ଶକ୍ତିଯୁକ୍ତ ଲୋକ ସଦୃଶ ବର୍ଣ୍ଣନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହି ଲୋକମାନେ ଦ୍ବିତୀୟ ମୃତ୍ୟୁର ଆସ୍ବାଦନ କରିବେ ନାହିଁ I (ଦେଖ:[[rc://*/ta/man/translate/figs-personification]])
# the second death
ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ [ପ୍ରକାଶିତ ବାକ୍ୟ :୧୪](../20/14.md) ଓ [ପ୍ରକାଶିତ ବାକ୍ୟ ୨୧:୮](../21/08.md)ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ :୧୧](../02/11.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:[[rc://*/ta/man/translate/writing-symlanguage]])