# Over these the second death has no power ଏଠାରେ ଯୋହନ “ମୃତ୍ୟୁ”କୁ ଜଣେ ଶକ୍ତିଯୁକ୍ତ ଲୋକ ସଦୃଶ ବର୍ଣ୍ଣନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଏହି ଲୋକମାନେ ଦ୍ବିତୀୟ ମୃତ୍ୟୁର ଆସ୍ବାଦନ କରିବେ ନାହିଁ I (ଦେଖ:[[rc://*/ta/man/translate/figs-personification]]) # the second death ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ [ପ୍ରକାଶିତ ବାକ୍ୟ ୨୦:୧୪](../20/14.md) ଓ [ପ୍ରକାଶିତ ବାକ୍ୟ ୨୧:୮](../21/08.md)ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୨:୧୧](../02/11.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:[[rc://*/ta/man/translate/writing-symlanguage]])