or_tn/rev/02/11.md

2.8 KiB
Raw Permalink Blame History

Let the one who has an ear, hear

ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଅଟେ ଓ ତାହା ବୁଝିବାକୁ ଏବଂ ପାଳନ କରିବା ନିମନ୍ତେ କିଛି ଉଦ୍ୟମ କରିବା ଆବଶ୍ୟକ ହେବ I ବୁଝିବା ଏବଂ ପାଳନ କରିବାକୁ ଇଛା କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶଟି ଏକ ରୂପକ ଅଟେ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରୁଛି, ସେ ବୁଝି ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

Let the one ... hear

ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରିପାର I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ପ୍ରକାଶିତ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କରୁଅଛ,ବୁଝି ପାଳନ କର” (ଦେଖ: rc://*/ta/man/translate/figs-123person)

The one who conquers

ଏହା ଜୟ କରୁଥିବା ଯେକୌଣସି ବ୍ୟକ୍ତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୭ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେକୌଣସି ବ୍ୟକ୍ତି ଯେ ମନ୍ଦକୁ ପ୍ରତିରୋଧ କରେ” କିମ୍ବା “ଯେଉଁମାନେ ମନ୍ଦ କରିବାକୁ ଏକମତ ହୁଅନ୍ତି ନାହି” (ଦେଖ: rc://*/ta/man/translate/figs-genericnoun)

will not be hurt by the second death

ଦ୍ବିତୀୟ ମୃତ୍ୟୁକୁ ଆସ୍ବାଦନ କରିବେ ନାହିଁ କିମ୍ବା “ଦ୍ବିତୀୟ ଥର ମୃତ୍ୟୁଭୋଗ କରିବେ ନାହିଁ”