or_tn/rev/02/07.md

2.2 KiB

Let the one who has an ear, hear

ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଅଟେ ଓ ତାହା ବୁଝିବାକୁ ଏବଂ ପାଳନ କରିବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ I ଏଠାରେ ବୁଝିବା ଏବଂ ପାଳନ କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରୁଛି, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରୁଛି, ସେ ବୁଝି ପାଳନ କରୁ” (ଦେଖ: rc://*/ta/man/translate/figs-metonymy)

Let the one ... hear

ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ହୁଏତ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରିବ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କରୁଅଛ, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କରୁଅଛ,ବୁଝି ପାଳନ କର” (ଦେଖ: rc://*/ta/man/translate/figs-123person)

the one who conquers

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେ ଜୟ କରେ I ଅନ୍ୟଏକ ଅନୁବାଦରେ: “ମନ୍ଦକୁ ପ୍ରତିରୋଧ କରୁଥିବା ଯେକୌଣସି ବ୍ୟକ୍ତି” କିମ୍ବା “ମନ୍ଦ ବିଷୟ କରିବାକୁ ଏକମତ ହେଉ ନଥିବା ଯେକୌଣସି ବ୍ୟକ୍ତି” (ଦେଖ: rc://*/ta/man/translate/figs-genericnoun)

the paradise of God

ଈଶ୍ବରଙ୍କ ଉଦ୍ୟାନ I ଏହା ସ୍ବର୍ଗର ନିଦର୍ଶନ ଅଟେ I