or_tn/rev/20/14.md

1.2 KiB
Raw Permalink Blame History

Death and Hades were thrown

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ମୃତ୍ୟୁ ଓ ପାତାଳରେ ପକାଇଲେ” କିମ୍ବା “ଈଶ୍ବରଙ୍କ ଦୂତ ମୃତ୍ୟୁ ଓ ପାତାଳରେ ପକାଇଲେ” (ଦେଖ:rc://*/ta/man/translate/figs-activepassive)

the second death

ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ ପ୍ରକାଶିତ ବାକ୍ୟ :୧୪ପ୍ରକାଶିତ ବାକ୍ୟ ୨୧:୮ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୧୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:rc://*/ta/man/translate/writing-symlanguage)