or_tn/rev/20/14.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Death and Hades were thrown
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ମୃତ୍ୟୁ ଓ ପାତାଳରେ ପକାଇଲେ” କିମ୍ବା “ଈଶ୍ବରଙ୍କ ଦୂତ ମୃତ୍ୟୁ ଓ ପାତାଳରେ ପକାଇଲେ” (ଦେଖ:[[rc://*/ta/man/translate/figs-activepassive]])
# the second death
ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ [ପ୍ରକାଶିତ ବାକ୍ୟ :୧୪](../20/14.md) ଓ [ପ୍ରକାଶିତ ବାକ୍ୟ ୨୧:୮](../21/08.md)ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ :୧୧](../02/11.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:[[rc://*/ta/man/translate/writing-symlanguage]])