or_tn/rev/21/08.md

1.4 KiB
Raw Permalink Blame History

the cowards

ଯଥାର୍ଥ ବିଷୟ ସବୁ କରିବାକୁ ଯେଉଁମାନେ ଅତି ଭୀରୁ ଅଟନ୍ତି

the detestable

ଯେଉଁମାନେ ଅତି ମନ୍ଦ ବିଷୟ ସବୁ କରନ୍ତି

the fiery lake of burning sulfur

ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ I” ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୯:ରେ ଅନୁବାଦ କରିଅଛ I

the second death

ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ ପ୍ରକାଶିତ ବାକ୍ୟ :୧୪ପ୍ରକାଶିତ ବାକ୍ୟ ୨୧:୮ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ :୧୧ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:rc://*/ta/man/translate/writing-symlanguage)