or_tn/rev/19/20.md

1.6 KiB

The beast was captured and with him the false prophet

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶ୍ବେତବର୍ଣ୍ଣ ଅଶ୍ବ ଉପରେ ଥିବା ଆରୋହୀ ପଶୁକୁ ଓ ଭଣ୍ଡ ଭାବବାଦୀମାନଙ୍କୁ ଧରିଲେ” (ଦେଖ: rc://*/ta/man/translate/figs-activepassive)

the mark of the beast

ଏହା ଗୋଟିଏ ଜଣା ପଡ଼ିଯାଉଥିବା ଚିହ୍ନ ଯାହା ସୂଚାଇ ଦେଉଥିଲା ଯେ ଯେଉଁ ଲୋକ ତାହା ଧାରଣ କରିଛି, ସେ ପଶୁକୁ ପ୍ରଣାମ କରିଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୩:୧୭ରେ ଅନୁବାଦ କରିଅଛ I

The two of them were thrown alive

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ ଓ ଭଣ୍ଡ ଭାବବାଦୀମାନଙ୍କୁ ଜୀବିତ ଅବସ୍ଥାରେ ନିକ୍ଷେପ କଲେ” (ଦେଖ: rc://*/ta/man/translate/figs-activepassive)

the fiery lake of burning sulfur

ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ”