or_tn/rev/13/17.md

1.1 KiB

It was impossible for anyone to buy or sell unless he had the mark of the beast

ପଶୁର ଚିହ୍ନ ଥିଲେ କେବଳ ଲୋକମାନେ ଜିନିଷପତ୍ର କ୍ରୟବିକ୍ରୟ କରି ପାରିବେ I ପୃଥିବୀର ପଶୁ ଯାହା ଆଜ୍ଞା କରିଥିଲା, ତାହାର ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଆଜ୍ଞା କରିଥଲା ଯେ ସେମାନେ ପଶୁର ଚିହ୍ନ ଧାରଣ କରିଥିଲେ ଯାଇ ଲୋକମାନେ ଜିନିଷପତ୍ରର କ୍ରୟବିକ୍ରୟ କରି ପାରିବେ” (ଦେଖ:rc://*/ta/man/translate/figs-explicit)

the mark of the beast

ଏହା ପରିଚୟ କରିବା ନିମନ୍ତେ ଏକ ଚିହ୍ନ ଯାହା ସୂଚାଇ ଦେଉଥିଲା ଯେ ଯେଉଁବ୍ୟକ୍ତି ତାହା ଧାରଣ କରିଛି, ସେ ପଶୁକୁ ପ୍ରଣାମ କରିଛି I