8 lines
1.1 KiB
Markdown
8 lines
1.1 KiB
Markdown
|
# It was impossible for anyone to buy or sell unless he had the mark of the beast
|
||
|
|
||
|
ପଶୁର ଚିହ୍ନ ଥିଲେ କେବଳ ଲୋକମାନେ ଜିନିଷପତ୍ର କ୍ରୟବିକ୍ରୟ କରି ପାରିବେ I ପୃଥିବୀର ପଶୁ ଯାହା ଆଜ୍ଞା କରିଥିଲା, ତାହାର ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଆଜ୍ଞା କରିଥଲା ଯେ ସେମାନେ ପଶୁର ଚିହ୍ନ ଧାରଣ କରିଥିଲେ ଯାଇ ଲୋକମାନେ ଜିନିଷପତ୍ରର କ୍ରୟବିକ୍ରୟ କରି ପାରିବେ” (ଦେଖ:[[rc://*/ta/man/translate/figs-explicit]])
|
||
|
|
||
|
# the mark of the beast
|
||
|
|
||
|
ଏହା ପରିଚୟ କରିବା ନିମନ୍ତେ ଏକ ଚିହ୍ନ ଯାହା ସୂଚାଇ ଦେଉଥିଲା ଯେ ଯେଉଁବ୍ୟକ୍ତି ତାହା ଧାରଣ କରିଛି, ସେ ପଶୁକୁ ପ୍ରଣାମ କରିଛି I
|