# The beast was captured and with him the false prophet ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶ୍ବେତବର୍ଣ୍ଣ ଅଶ୍ବ ଉପରେ ଥିବା ଆରୋହୀ ପଶୁକୁ ଓ ଭଣ୍ଡ ଭାବବାଦୀମାନଙ୍କୁ ଧରିଲେ” (ଦେଖ: [[rc://*/ta/man/translate/figs-activepassive]]) # the mark of the beast ଏହା ଗୋଟିଏ ଜଣା ପଡ଼ିଯାଉଥିବା ଚିହ୍ନ ଯାହା ସୂଚାଇ ଦେଉଥିଲା ଯେ ଯେଉଁ ଲୋକ ତାହା ଧାରଣ କରିଛି, ସେ ପଶୁକୁ ପ୍ରଣାମ କରିଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୩:୧୭](../13/17.md)ରେ ଅନୁବାଦ କରିଅଛ I # The two of them were thrown alive ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ ଓ ଭଣ୍ଡ ଭାବବାଦୀମାନଙ୍କୁ ଜୀବିତ ଅବସ୍ଥାରେ ନିକ୍ଷେପ କଲେ” (ଦେଖ: [[rc://*/ta/man/translate/figs-activepassive]]) # the fiery lake of burning sulfur ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ”