or_tn/rev/19/20.md

16 lines
1.6 KiB
Markdown

# The beast was captured and with him the false prophet
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶ୍ବେତବର୍ଣ୍ଣ ଅଶ୍ବ ଉପରେ ଥିବା ଆରୋହୀ ପଶୁକୁ ଓ ଭଣ୍ଡ ଭାବବାଦୀମାନଙ୍କୁ ଧରିଲେ” (ଦେଖ: [[rc://*/ta/man/translate/figs-activepassive]])
# the mark of the beast
ଏହା ଗୋଟିଏ ଜଣା ପଡ଼ିଯାଉଥିବା ଚିହ୍ନ ଯାହା ସୂଚାଇ ଦେଉଥିଲା ଯେ ଯେଉଁ ଲୋକ ତାହା ଧାରଣ କରିଛି, ସେ ପଶୁକୁ ପ୍ରଣାମ କରିଛି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୩:୧୭](../13/17.md)ରେ ଅନୁବାଦ କରିଅଛ I
# The two of them were thrown alive
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ ଓ ଭଣ୍ଡ ଭାବବାଦୀମାନଙ୍କୁ ଜୀବିତ ଅବସ୍ଥାରେ ନିକ୍ଷେପ କଲେ” (ଦେଖ: [[rc://*/ta/man/translate/figs-activepassive]])
# the fiery lake of burning sulfur
ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ”