# the cowards ଯଥାର୍ଥ ବିଷୟ ସବୁ କରିବାକୁ ଯେଉଁମାନେ ଅତି ଭୀରୁ ଅଟନ୍ତି # the detestable ଯେଉଁମାନେ ଅତି ମନ୍ଦ ବିଷୟ ସବୁ କରନ୍ତି # the fiery lake of burning sulfur ଗନ୍ଧକ ପ୍ରଜ୍ବଳିତ ଅଗ୍ନିମୟ ହ୍ରଦ କିମ୍ବା “ଅଗ୍ନିରେ ପୂର୍ଣ୍ଣ ଏକ ସ୍ଥାନ ଯାହା ଗନ୍ଧକକୁ ପ୍ରଜ୍ବଳନ କରୁଥାଏ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୯:୨୦](../19/20.md)ରେ ଅନୁବାଦ କରିଅଛ I # the second death ଦ୍ବିତୀୟ ଥର ମୃତ୍ୟୁଭୋଗ କରିବା I ଏହାକୁ [ପ୍ରକାଶିତ ବାକ୍ୟ ୨୦:୧୪](../20/14.md) ଓ [ପ୍ରକାଶିତ ବାକ୍ୟ ୨୧:୮](../21/08.md)ରେ ଅଗ୍ନିମୟ ହ୍ରଦରେ ଅନନ୍ତ କାଳୀନ ଦଣ୍ଡଭାବରେ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୨:୧୧](../02/11.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ; “ଅଗ୍ନିମୟ ହ୍ରଦରେ ଶେଷ ମୃତ୍ୟୁ” (ଦେଖ:[[rc://*/ta/man/translate/writing-symlanguage]])