or_tn/rev/02/18.md

2.7 KiB
Raw Permalink Blame History

General Information:

ଏହା ଥୁୟତୀରା ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I

the angel

ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀକୁ ସୁରକ୍ଷା ଦିଅନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକଗଣ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି ପ୍ରକାଶିତ ୧:ରେ ଅନୁବାଦ କରିଅଛ I

Thyatira

ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେ ଥିବା ଏକ ନଗରର ନାମ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୧ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/translate-names)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

who has eyes like a flame of fire

ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ ଆଲୋକରେ ପରିପୂର୍ଣ୍ଣ ହେବା ସଦୃଶ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ୧:୧୪ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ ଜଳୁଥିଲା” (ଦେଖ: rc://*/ta/man/translate/figs-simile)

feet like polished bronze

ତେଜିୟାନ ଓ ଆଲୋକିତ କରାଯିବା ନିମନ୍ତେ ପିତ୍ତଳକୁ ପରିଷ୍କାର କରାଯାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୫ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯାହାଙ୍କ ପାଦ ପରିଷ୍କୃତ ପିତ୍ତଳ ସଦୃଶ ଉଜ୍ଜଳ ଥିଲା” (ଦେଖ: rc://*/ta/man/translate/figs-simile)