or_tn/rev/01/14.md

1.1 KiB

His head and hair were as white as wool—as white as snow

ମେଷ ଲୋମ ଓ ହିମ ଏହି ଶୁକ୍ଲବସ୍ତ୍ରର ଉଦାହରଣ ଅଟନ୍ତି I “ଶୁକ୍ଲବର୍ଣ୍ଣ ପରି” ପୁନରାବୃତ୍ତି ବିଷୟକୁ ଗୁରୁତ୍ବାରୋପ କରେ ଯେପରି ତାହା ଅତି ଶୁକ୍ଲବର୍ଣ୍ଣ ଥିଲା I (ଦେଖ: [[rc:///ta/man/translate/figs-simile]] ଓ [[rc:///ta/man/translate/figs-doublet]])

wool

ଏହା ମେଷ କିମ୍ବା ଛାଗର ଲୋମ ଅଟେ I ଏହା ଅତି ଶୁକ୍ଲବର୍ଣ୍ଣ ସଦୃଶ ପରିଚିତ ଥିଲେ I

his eyes were like a flame of fire

ତାହାଙ୍କର ଚକ୍ଷୁ ଅଗ୍ନିଶିଖା ସଦୃଶ ଆଲୋକରେ ପରିପୂର୍ଣ୍ଣ ସ୍ବରୁପ ବର୍ଣ୍ଣନା କରାଯାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କର ଚକ୍ଷୁ ଅଗ୍ନିଶିଖା ସଦୃଶ ପ୍ରଜ୍ବଳିତ ଥିଲା” (ଦେଖ: rc://*/ta/man/translate/figs-simile)