or_tn/rev/02/18.md

24 lines
2.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହା ଥୁୟତୀରା ମଣ୍ଡଳୀର ଦୂତଙ୍କ ନିକଟକୁ ମନୁଷ୍ୟପୁତ୍ରଙ୍କ ବାର୍ତ୍ତାର ଆରମ୍ଭ ଅଟେ I
# the angel
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତ” ୧) ସ୍ବର୍ଗୀୟ ଦୂତଗଣ, ଯେଉଁମାନେ ଏହି ମଣ୍ଡଳୀକୁ ସୁରକ୍ଷା ଦିଅନ୍ତି କିମ୍ବା ) ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକଗଣ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷଗଣ I ଦେଖ ତୁମେ “ଦୂତ”କୁ କିପରି [ପ୍ରକାଶିତ ୧:](../01/20.md)ରେ ଅନୁବାଦ କରିଅଛ I
# Thyatira
ଏହା ପଶ୍ଚିମ ଏସିଆର ଏକ ଅଞ୍ଚଳରେ ଥିବା ଏକ ନଗରର ନାମ, ଯାହା ଆଜିର ଆଧୁନିକ ତୁର୍କୀରେ ଅବସ୍ଥିତ ଅଟେ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୧](../01/11.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-names]])
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ମହତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# who has eyes like a flame of fire
ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ ଆଲୋକରେ ପରିପୂର୍ଣ୍ଣ ହେବା ସଦୃଶ ବର୍ଣ୍ଣନା କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ୧:୧୪](../01/14.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ ଜଳୁଥିଲା” (ଦେଖ: [[rc://*/ta/man/translate/figs-simile]])
# feet like polished bronze
ତେଜିୟାନ ଓ ଆଲୋକିତ କରାଯିବା ନିମନ୍ତେ ପିତ୍ତଳକୁ ପରିଷ୍କାର କରାଯାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୫](../01/15.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯାହାଙ୍କ ପାଦ ପରିଷ୍କୃତ ପିତ୍ତଳ ସଦୃଶ ଉଜ୍ଜଳ ଥିଲା” (ଦେଖ: [[rc://*/ta/man/translate/figs-simile]])