or_tn/rev/01/15.md

1.6 KiB

His feet were like polished bronze

ତେଜିୟାନ ଓ ଆଲୋକିତ କରାଯିବା ନିମନ୍ତେ ପିତ୍ତଳକୁ ପରିଷ୍କୃତ କରାଯାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କର ପାଦ ପରିଷ୍କୃତ ପିତ୍ତଳ ସଦୃଶ ଉଜ୍ଜଳ ଥିଲା” (ଦେଖ: rc://*/ta/man/translate/figs-simile)

like polished bronze, like bronze that had been refined in a furnace

ପ୍ରଥମେ ପିତ୍ତଳକୁ ଚିକ୍କଣ କରାଯାଇ ପରେ ପରିଷ୍କାର କରାଯାଏ I ଅନ୍ୟଏକ ଅନୁବାଦରେ: “ଏକ ଜ୍ବଳନ୍ତ ଭାଟୀରେ ପରିଷ୍କୃତ ଉଜ୍ଜଳ ପିତ୍ତଳ ତୁଲ୍ୟ” (ଦେଖ: rc://*/ta/man/translate/figs-events)

furnace

ଅତି ଉତ୍ତପ୍ତ ଅଗ୍ନିକୁ ଧରି ରଖୁଥିବା ଏକ ସଶକ୍ତ ପାତ୍ର I ଲୋକମାନେ ଏଥିରେ ଧାତୁ ପକାଇବେ, ଓ ଉତ୍ତପ୍ତ ଅଗ୍ନି ଧାତୁରେ ଥିବା ଅଶୁଚି ବସ୍ତୁକୁ ପୋଡି ପକାଇବ I

the sound of many rushing waters

ଏହା ମହା ଶବ୍ଦ, ଏକ କୋଳାହଳର ଶବ୍ଦ, ଅତି ପ୍ରଖର ଭାବରେ ବହି ଯାଉଥିବା ନଦୀ, ଏକ ବୃହତ୍ ଜଳପ୍ରପାତ, କିମ୍ବା ସମୁଦ୍ରର ଶବ୍ଦକାରୀ ତରଙ୍ଗର ଶବ୍ଦ ତୁଲ୍ୟ ମହାଶବ୍ଦ ଅଟେ I