or_tn/rev/01/15.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# His feet were like polished bronze
ତେଜିୟାନ ଓ ଆଲୋକିତ କରାଯିବା ନିମନ୍ତେ ପିତ୍ତଳକୁ ପରିଷ୍କୃତ କରାଯାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କର ପାଦ ପରିଷ୍କୃତ ପିତ୍ତଳ ସଦୃଶ ଉଜ୍ଜଳ ଥିଲା” (ଦେଖ: [[rc://*/ta/man/translate/figs-simile]])
# like polished bronze, like bronze that had been refined in a furnace
ପ୍ରଥମେ ପିତ୍ତଳକୁ ଚିକ୍କଣ କରାଯାଇ ପରେ ପରିଷ୍କାର କରାଯାଏ I ଅନ୍ୟଏକ ଅନୁବାଦରେ: “ଏକ ଜ୍ବଳନ୍ତ ଭାଟୀରେ ପରିଷ୍କୃତ ଉଜ୍ଜଳ ପିତ୍ତଳ ତୁଲ୍ୟ” (ଦେଖ: [[rc://*/ta/man/translate/figs-events]])
# furnace
ଅତି ଉତ୍ତପ୍ତ ଅଗ୍ନିକୁ ଧରି ରଖୁଥିବା ଏକ ସଶକ୍ତ ପାତ୍ର I ଲୋକମାନେ ଏଥିରେ ଧାତୁ ପକାଇବେ, ଓ ଉତ୍ତପ୍ତ ଅଗ୍ନି ଧାତୁରେ ଥିବା ଅଶୁଚି ବସ୍ତୁକୁ ପୋଡି ପକାଇବ I
# the sound of many rushing waters
ଏହା ମହା ଶବ୍ଦ, ଏକ କୋଳାହଳର ଶବ୍ଦ, ଅତି ପ୍ରଖର ଭାବରେ ବହି ଯାଉଥିବା ନଦୀ, ଏକ ବୃହତ୍ ଜଳପ୍ରପାତ, କିମ୍ବା ସମୁଦ୍ରର ଶବ୍ଦକାରୀ ତରଙ୍ଗର ଶବ୍ଦ ତୁଲ୍ୟ ମହାଶବ୍ଦ ଅଟେ I