or_tn/rev/01/20.md

1.6 KiB
Raw Permalink Blame History

stars

ଏହି ନକ୍ଷତ୍ର ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ସପ୍ତଦୂତଙ୍କ ନିଦର୍ଶନ ଅଟନ୍ତି I (ଦେଖ: rc://*/ta/man/translate/writing-symlanguage)

lampstands

ପ୍ରଦୀପ ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ପ୍ରକାଶିତ ବାକ୍ୟ ୧:୧୨ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

the angels of the seven churches

ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତମାନେ” ୧) ସ୍ବର୍ଗୀୟ ଦୂତଗଣ ଯେଉଁମାନେ ସପ୍ତ ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ) ସପ୍ତ ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I

seven churches

ଏହା ସପ୍ତ ମଣ୍ଡଳୀକୁ ବୁଝାଏ ଯାହା ସେହି ସମୟରେ ଏସିଆ ପ୍ରଦେଶର ପ୍ରକୃତରେ ଅବସ୍ଥିତ ଥିଲେ I ଦେଖ ପ୍ରକାଶିତ ବାକ୍ୟ ୧:୧୧ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I