or_tn/rev/01/20.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# stars
ଏହି ନକ୍ଷତ୍ର ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ସପ୍ତଦୂତଙ୍କ ନିଦର୍ଶନ ଅଟନ୍ତି I (ଦେଖ: [[rc://*/ta/man/translate/writing-symlanguage]])
# lampstands
ପ୍ରଦୀପ ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ [ପ୍ରକାଶିତ ବାକ୍ୟ ୧:୧୨](../01/12.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# the angels of the seven churches
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତମାନେ” ୧) ସ୍ବର୍ଗୀୟ ଦୂତଗଣ ଯେଉଁମାନେ ସପ୍ତ ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ) ସପ୍ତ ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I
# seven churches
ଏହା ସପ୍ତ ମଣ୍ଡଳୀକୁ ବୁଝାଏ ଯାହା ସେହି ସମୟରେ ଏସିଆ ପ୍ରଦେଶର ପ୍ରକୃତରେ ଅବସ୍ଥିତ ଥିଲେ I ଦେଖ [ପ୍ରକାଶିତ ବାକ୍ୟ ୧:୧୧](../01/11.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I