1.6 KiB
1.6 KiB
stars
ଏହି ନକ୍ଷତ୍ର ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ସପ୍ତଦୂତଙ୍କ ନିଦର୍ଶନ ଅଟନ୍ତି I (ଦେଖ: rc://*/ta/man/translate/writing-symlanguage)
lampstands
ପ୍ରଦୀପ ଗୁଡିକ ସଂକେତ ଅଟନ୍ତି ଯାହା ସପ୍ତ ମଣ୍ଡଳୀର ନିଦର୍ଶନ ଅଟନ୍ତି I ଦେଖ ପ୍ରକାଶିତ ବାକ୍ୟ ୧:୧୨ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)
the angels of the seven churches
ସମ୍ଭାବିତ ଅର୍ଥଗୁଡିକ ଯେ ଏହି “ଦୂତମାନେ” ୧) ସ୍ବର୍ଗୀୟ ଦୂତଗଣ ଯେଉଁମାନେ ସପ୍ତ ମଣ୍ଡଳୀର ସୁରକ୍ଷା କରନ୍ତି କିମ୍ବା ୨) ସପ୍ତ ମଣ୍ଡଳୀ ନିକଟକୁ ମନୁଷ୍ୟ ବାର୍ତ୍ତାବାହକମାନେ, ହୁଏତ ଯୋହନଙ୍କ ପ୍ରେରିତ ବାର୍ତ୍ତାବାହକମାନେ ଅବା ସେହି ମଣ୍ଡଳୀଗୁଡିକର ଅଧକ୍ଷମାନେ I
seven churches
ଏହା ସପ୍ତ ମଣ୍ଡଳୀକୁ ବୁଝାଏ ଯାହା ସେହି ସମୟରେ ଏସିଆ ପ୍ରଦେଶର ପ୍ରକୃତରେ ଅବସ୍ଥିତ ଥିଲେ I ଦେଖ ପ୍ରକାଶିତ ବାକ୍ୟ ୧:୧୧ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I