or_tn/act/26/intro.md

2.0 KiB
Raw Permalink Blame History

ପ୍ରେରିତ ୨୬ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ତୃତୀୟ ବିବରଣୀ I ଯେହେତୁ ଆଦ୍ୟ ମଣ୍ଡଳୀରେ ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା, ତେଣୁକରି ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ରହିଛି I (ଦେଖ: ପ୍ରେରିତ ୯ପ୍ରେରିତ )

ପାଉଲ ରାଜା ଆଗ୍ରିପ୍ପାଙ୍କୁ କହିଲେ ଯେ ସେ ଯାହା କରିଥିଲେ ତାହା କାହିଁକି କରିଥିଲେ ଓ ସେଥିପାଇଁ ଶାସନକର୍ତ୍ତା ତାହାଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ I

ଏହି ଅଧ୍ୟାୟର ବିଶେଷ ଧାରଣା

ଆଲୋକ ଓ ଅନ୍ଧକାର

ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟ କରନ୍ତି ନାହିଁ; ସତେ ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ଅର୍ଥାତ୍ ସେମାନେ କ’ଣ ଭୁଲ୍ କରୁଛନ୍ତି ତାହା ବୁଝିବାକୁ ଓ ଈଶ୍ବରଙ୍କ ଆଜ୍ଞାପାଳନ କରିବାପାଇଁ ଆରମ୍ଭ କରିବାକୁ ସମର୍ଥ କରେ I (ଦେଖ: rc://*/tw/dict/bible/kt/righteous)