or_tn/act/22/01.md

861 B
Raw Permalink Blame History

General Information:

ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

Connecting Statement:

ପାଉଲ ଯିରୂଶାଲମରେ ଯିହୂଦୀ ଲୋକସମୂହକୁ କହୁଛନ୍ତି I

Brothers and fathers

ଶ୍ରୋତାମାନଙ୍କ ମଧ୍ୟରେ ଯେଉଁମାନେ ପାଉଲଙ୍କର ସମବୟସ୍କ ଓ ଅଧିକ ବୟସ୍କ, ସେମାନଙ୍କୁ ସମ୍ବୋଧନ କରିବାର ଏହା ଗୋଟିଏ ଶିଷ୍ଟାଚାର ଅଟେ I

I will now make to you

ମୁଁ ବର୍ତ୍ତମାନ ବୁଝାଇବି କିମ୍ବା “ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥାପନ କରିବି”