or_tn/act/22/01.md

16 lines
861 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
# Connecting Statement:
ପାଉଲ ଯିରୂଶାଲମରେ ଯିହୂଦୀ ଲୋକସମୂହକୁ କହୁଛନ୍ତି I
# Brothers and fathers
ଶ୍ରୋତାମାନଙ୍କ ମଧ୍ୟରେ ଯେଉଁମାନେ ପାଉଲଙ୍କର ସମବୟସ୍କ ଓ ଅଧିକ ବୟସ୍କ, ସେମାନଙ୍କୁ ସମ୍ବୋଧନ କରିବାର ଏହା ଗୋଟିଏ ଶିଷ୍ଟାଚାର ଅଟେ I
# I will now make to you
ମୁଁ ବର୍ତ୍ତମାନ ବୁଝାଇବି କିମ୍ବା “ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥାପନ କରିବି”