# General Information: ୨ ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]]) # Connecting Statement: ପାଉଲ ଯିରୂଶାଲମରେ ଯିହୂଦୀ ଲୋକସମୂହକୁ କହୁଛନ୍ତି I # Brothers and fathers ଶ୍ରୋତାମାନଙ୍କ ମଧ୍ୟରେ ଯେଉଁମାନେ ପାଉଲଙ୍କର ସମବୟସ୍କ ଓ ଅଧିକ ବୟସ୍କ, ସେମାନଙ୍କୁ ସମ୍ବୋଧନ କରିବାର ଏହା ଗୋଟିଏ ଶିଷ୍ଟାଚାର ଅଟେ I # I will now make to you ମୁଁ ବର୍ତ୍ତମାନ ବୁଝାଇବି କିମ୍ବା “ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥାପନ କରିବି”