or_tn/act/09/01.md

1.1 KiB

General Information:

ଏହି ପଦଗୁଡ଼ିକ ସ୍ତିଫାନଙ୍କ ପ୍ରସ୍ତାରାଘାତ ପରଠାରୁ ଶାଉଲ କ’ଣ କରୁଥିଲେ ତା’ର ପୃଷ୍ଠଭୂମି ସୂଚନା ଦେଇଥାଏ I ଏଠାରେ “ତାହାଙ୍କଠାରୁ” ମହାଯାଜକଙ୍କୁ ଓ “ସେ” ଶାଉଲଙ୍କୁ ବୁଝାଏ I (ଦେଖ: rc://*/ta/man/translate/writing-background)

Connecting Statement:

ଘଟଣାଟି ଶାଉଲ ଓ ତାଙ୍କ ପରିତ୍ରାଣର ସମୟକୁ ଫେରାଇନିଏ I

still speaking threats even of murder against the disciples

ବିଶେଷ୍ୟ ଶବ୍ଦ “ପ୍ରାଣନାଶ”କୁ ଏକ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏ ପର୍ଯ୍ୟନ୍ତ ସୁଦ୍ଧା ଧମକ, ଏପରି କି ଶିଷ୍ୟମାନଙ୍କୁ ବଧ କରିବାର କଥା କହୁଥିଲେ” (ଦେଖ: rc://*/ta/man/translate/figs-abstractnouns)