or_tn/act/09/01.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦଗୁଡ଼ିକ ସ୍ତିଫାନଙ୍କ ପ୍ରସ୍ତାରାଘାତ ପରଠାରୁ ଶାଉଲ କ’ଣ କରୁଥିଲେ ତା’ର ପୃଷ୍ଠଭୂମି ସୂଚନା ଦେଇଥାଏ I ଏଠାରେ “ତାହାଙ୍କଠାରୁ” ମହାଯାଜକଙ୍କୁ ଓ “ସେ” ଶାଉଲଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/writing-background]])
# Connecting Statement:
ଘଟଣାଟି ଶାଉଲ ଓ ତାଙ୍କ ପରିତ୍ରାଣର ସମୟକୁ ଫେରାଇନିଏ I
# still speaking threats even of murder against the disciples
ବିଶେଷ୍ୟ ଶବ୍ଦ “ପ୍ରାଣନାଶ”କୁ ଏକ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏ ପର୍ଯ୍ୟନ୍ତ ସୁଦ୍ଧା ଧମକ, ଏପରି କି ଶିଷ୍ୟମାନଙ୍କୁ ବଧ କରିବାର କଥା କହୁଥିଲେ” (ଦେଖ: [[rc://*/ta/man/translate/figs-abstractnouns]])