or_tn/act/24/intro.md

1.6 KiB
Raw Permalink Blame History

ପ୍ରେରିତ ୨୪ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ଶାସନକର୍ତ୍ତାଙ୍କୁ କହିଲେ ଯେ ସେ ଯାହା କରିଛନ୍ତି ବୋଲି ଯିହୂଦୀମାନେ ଅଭିଯୋଗ କରୁଛନ୍ତି, ତାହା ସେ କରିନାହାନ୍ତି, ତେଣୁକରି ସେ ଯେଉଁ କାର୍ଯ୍ୟ କରି ନାହାନ୍ତି ସେଥି ସକାଶୁ ଶାସନକର୍ତ୍ତା ତାଙ୍କୁ ଦଣ୍ଡଦେବା ଉଚିତ ନୁହେଁ I

ଏହି ଅଧ୍ୟାୟର ବିଶେଷ ଧାରଣା

ସମ୍ମାନ

ଉଭୟ ଯିହୂଦୀ ନେତାଗଣ(ପ୍ରେରିତ ୨୪:-୪) ଓ ପାଉଲ (ପ୍ରେରିତ ୨୪:୧୦) ଶାସନକର୍ତ୍ତାଙ୍କ ପ୍ରତି ସମ୍ମାନସୂଚକ ଶବ୍ଦ ବ୍ୟବହାର କରି ସେମାନଙ୍କର ବକ୍ତବ୍ୟ ଆରମ୍ଭ କଲେ I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଶାସନ ସମ୍ବନ୍ଧୀୟ ନେତାଗଣ

""ଶାସନକର୍ତ୍ତା"", ଓ “ସେନାପତି” ଏବଂ “ଶତସେନାପତି” ଶବ୍ଦଗୁଡିକ କେତେକ ଭାଷାରେ ଅନୁବାଦ କରିବା କଷ୍ଟକର ହୋଇପାରେ I(See: rc://*/ta/man/translate/translate-unknown)