or_tn/act/24/10.md

1.0 KiB

General Information:

ଏଠାରେ “ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କୁ ବୁଝାଏ I

Connecting Statement:

ପାଉଲ ତାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପକ୍ଷ ସମର୍ଥନ କରୁଛନ୍ତି I

the governor motioned

ଶାସନକର୍ତ୍ତା ସଙ୍କେତ ଦେଲେ

a judge to this nation

ଏଠାରେ “ଜାତି” ଯିହୂଦୀ ଜାତିର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଜାତିର ଲୋକମାନଙ୍କ ପାଇଁ ଜଣେ ବିଚାରକର୍ତ୍ତା” (ଦେଖ: rc://*/ta/man/translate/figs-metonymy)

explain myself

ମୋହର ପକ୍ଷ ସମର୍ଥନ