or_tn/act/24/10.md

20 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନେ” ଶବ୍ଦଟି ପାଉଲଙ୍କୁ ଦୋଷାରୋପ କରୁଥିବା ଯିହୂଦୀମାନଙ୍କୁ ବୁଝାଏ I
# Connecting Statement:
ପାଉଲ ତାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ବିଷୟରେ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପକ୍ଷ ସମର୍ଥନ କରୁଛନ୍ତି I
# the governor motioned
ଶାସନକର୍ତ୍ତା ସଙ୍କେତ ଦେଲେ
# a judge to this nation
ଏଠାରେ “ଜାତି” ଯିହୂଦୀ ଜାତିର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଜାତିର ଲୋକମାନଙ୍କ ପାଇଁ ଜଣେ ବିଚାରକର୍ତ୍ତା” (ଦେଖ: [[rc://*/ta/man/translate/figs-metonymy]])
# explain myself
ମୋହର ପକ୍ଷ ସମର୍ଥନ