# ପ୍ରେରିତ ୨୪ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ପାଉଲ ଶାସନକର୍ତ୍ତାଙ୍କୁ କହିଲେ ଯେ ସେ ଯାହା କରିଛନ୍ତି ବୋଲି ଯିହୂଦୀମାନେ ଅଭିଯୋଗ କରୁଛନ୍ତି, ତାହା ସେ କରିନାହାନ୍ତି, ତେଣୁକରି ସେ ଯେଉଁ କାର୍ଯ୍ୟ କରି ନାହାନ୍ତି ସେଥି ସକାଶୁ ଶାସନକର୍ତ୍ତା ତାଙ୍କୁ ଦଣ୍ଡଦେବା ଉଚିତ ନୁହେଁ I ## ଏହି ଅଧ୍ୟାୟର ବିଶେଷ ଧାରଣା ### ସମ୍ମାନ ଉଭୟ ଯିହୂଦୀ ନେତାଗଣ([ପ୍ରେରିତ ୨୪:୨-୪](./02.md)) ଓ ପାଉଲ ([ପ୍ରେରିତ ୨୪:୧୦](../../act/24/10.md)) ଶାସନକର୍ତ୍ତାଙ୍କ ପ୍ରତି ସମ୍ମାନସୂଚକ ଶବ୍ଦ ବ୍ୟବହାର କରି ସେମାନଙ୍କର ବକ୍ତବ୍ୟ ଆରମ୍ଭ କଲେ I ## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ ### ଶାସନ ସମ୍ବନ୍ଧୀୟ ନେତାଗଣ ""ଶାସନକର୍ତ୍ତା"", ଓ “ସେନାପତି” ଏବଂ “ଶତସେନାପତି” ଶବ୍ଦଗୁଡିକ କେତେକ ଭାଷାରେ ଅନୁବାଦ କରିବା କଷ୍ଟକର ହୋଇପାରେ I(See: [[rc://*/ta/man/translate/translate-unknown]])