or_tn/act/24/02.md

631 B

we have great peace

ଏଠାରେ “ଆମ୍ଭେମାନେ” ଫେଲିକ୍ସଙ୍କ ଅଧୀନସ୍ଥ ନାଗରିକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ, ଆପଣଙ୍କ ଶାସନ ଅଧୀନସ୍ଥ ଲୋକମାନେ, ମହାଶାନ୍ତି ଭୋଗ କରୁଅଛୁ” (ଦେଖ: rc://*/ta/man/translate/figs-exclusive)

and your foresight brings good reform to our nation

ଆଉ ଆପଣଙ୍କର ଯୋଜନା ଆମ୍ଭର ଜାତିକୁ ମହାଉନ୍ନତି କରିଅଛି