18 lines
1.6 KiB
Markdown
18 lines
1.6 KiB
Markdown
# ପ୍ରେରିତ ୨୪ ସାଧାରଣ ସୂଚନା
|
||
|
||
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
|
||
|
||
ପାଉଲ ଶାସନକର୍ତ୍ତାଙ୍କୁ କହିଲେ ଯେ ସେ ଯାହା କରିଛନ୍ତି ବୋଲି ଯିହୂଦୀମାନେ ଅଭିଯୋଗ କରୁଛନ୍ତି, ତାହା ସେ କରିନାହାନ୍ତି, ତେଣୁକରି ସେ ଯେଉଁ କାର୍ଯ୍ୟ କରି ନାହାନ୍ତି ସେଥି ସକାଶୁ ଶାସନକର୍ତ୍ତା ତାଙ୍କୁ ଦଣ୍ଡଦେବା ଉଚିତ ନୁହେଁ I
|
||
|
||
## ଏହି ଅଧ୍ୟାୟର ବିଶେଷ ଧାରଣା
|
||
|
||
### ସମ୍ମାନ
|
||
|
||
ଉଭୟ ଯିହୂଦୀ ନେତାଗଣ([ପ୍ରେରିତ ୨୪:୨-୪](./02.md)) ଓ ପାଉଲ ([ପ୍ରେରିତ ୨୪:୧୦](../../act/24/10.md)) ଶାସନକର୍ତ୍ତାଙ୍କ ପ୍ରତି ସମ୍ମାନସୂଚକ ଶବ୍ଦ ବ୍ୟବହାର କରି ସେମାନଙ୍କର ବକ୍ତବ୍ୟ ଆରମ୍ଭ କଲେ I
|
||
|
||
## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
|
||
|
||
### ଶାସନ ସମ୍ବନ୍ଧୀୟ ନେତାଗଣ
|
||
|
||
""ଶାସନକର୍ତ୍ତା"", ଓ “ସେନାପତି” ଏବଂ “ଶତସେନାପତି” ଶବ୍ଦଗୁଡିକ କେତେକ ଭାଷାରେ ଅନୁବାଦ କରିବା କଷ୍ଟକର ହୋଇପାରେ I(See: [[rc://*/ta/man/translate/translate-unknown]])
|