or_tn/act/24/01.md

2.2 KiB

General Information:

ଏଠାରେ “ଆପଣ” ଶବ୍ଦଟି ଶାସନକର୍ତ୍ତା ଫେଲିକ୍ସଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଫେଲିକ୍ସଙ୍କ ଅଧୀନସ୍ଥ ନାଗରିକମାନଙ୍କୁ ବୁଝାଏ I

Connecting Statement:

କାଇସରିଆରେ ପାଉଲ ବିଚାରାଧିନ ଅଛନ୍ତି I ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲିକ୍ସଙ୍କ ନିକଟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ ଉପସ୍ଥାପନ କରୁଛନ୍ତି I

After five days

ରୋମୀୟ ସୈନ୍ୟମାନେ ପାଉଲଙ୍କୁ କାଇସରିଆକୁ ନେଇ ଯିବାର ପାଞ୍ଚ ଦିନ ପରେ

Ananias

ଏହା ଜଣେ ଲୋକର ନାମ I ଏହା ପ୍ରେରିତ ୫:୧ରେ ଥିବା ହନନିୟ କିମ୍ବା ପ୍ରେରିତ ୯:୧୦ରେ ଥିବା ହନନିୟ ନୁହନ୍ତି I ପ୍ରେରିତ ୨୩:୧ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I (ଦେଖ: rc://*/ta/man/translate/translate-names)

an orator

ଜଣେ ଓକିଲ I ତର୍ତ୍ତୁଲ୍ଲ ରୋମୀୟ ଆଇନରେ ଧୁରନ୍ଧର ଥିଲେ ଓ ବିଚାରାଳୟରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ I

Tertullus

ଏହା ଜଣେ ଲୋକର ନାମ I (ଦେଖ: rc://*/ta/man/translate/translate-names)

went there

କାଇସରିଆକୁ ଗଲେ ଯେଉଁଠାରେ ପାଉଲ ଥିଲେ

before the governor

ଶାସନକର୍ତ୍ତାଙ୍କ ସମ୍ମୁଖରେ ଯେ କି ବିଚାରାଳୟରେ ବିଚାରପତି ଥିଲେ

brought charges against Paul

ଶାସନକର୍ତ୍ତାଙ୍କ ସମ୍ମୁଖରେ ଯୁକ୍ତି କରିବାକୁ ଆରମ୍ଭ କଲେ ଯେ ପାଉଲ ବ୍ୟବସ୍ଥା ଲଂଘନ କରିଛନ୍ତି I